ନୟାଗଡ ରେ ନୂତନ କରି ଯୋଗଦାନ କରିଥିବା ଜିଲ୍ଲାପାଳ ଶ୍ରମତୀ ସ୍ବଧା ଦେବୀ ସିଂ କୁ ସୌଜନ୍ୟ ମୂଳକ ସାକ୍ଷାତକାର


ଭାପୁର: ନୟାଗଡ ରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ଶ୍ରୀମତୀ ସ୍ବଧl ଦେବୀ ସିଂ ଙ୍କୁ ଆଜି ଦୈନିକ ଖବରକାଗଜ ପ୍ରତିଦିନ ତରଫରୁ ସାମ୍ବାଦିକ ଶ୍ରୀକାନ୍ତ କୁମାର ରାଉତ ସାକ୍ଷାତ କରି ସୂବେଚ୍ଚା ଓ ସ୍ୱାଗତ ଜଣାଇଥିଲେ l ଶ୍ରମତୀ ସିଂ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଵା ସହ ପ୍ରଥମେ ନୟାଗଡ ମୁଖ୍ୟ ଚିକତ୍ସାଳୟ ବୁଲି ମାତୃ ଓ ଶିଶୁ ବିଭାଗ ପରିଦର୍ଶନ କରି ରୋଗୀଙ୍କ ଭଲମନ୍ଦ ବୁଝିବା ସହ ମେଡ଼ିସିନ ୱାର୍ଡ ମଧ୍ୟ ବୁଲି ଦେଖିଥିଲେ l

Leave a Reply

Your email address will not be published. Required fields are marked *