ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ସ୍ମୃତିଚାରଣ

ବ୍ରହ୍ମପୁର : ପ୍ରେସ କ୍ଳବ ପରିସରରେ ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ଦ୍ୱାଦଶରେ ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ଦ୍ୱାଦଶରେ ସ୍ମୃତିଚାରଣ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଯୋଗ ଦେଇ ସ୍ୱର୍ଗତ ରାମୋଜି ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହି ଅବସରରେ ଓଡ଼ିଶାରେ କିଭଳି କଳା , ସାହିତ୍ୟ ସଂସ୍କୃତି ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମକୁ ବହୁଳ ଭାବରେ ଟେଲିଭିଜନରେ ପ୍ରସାରଣ କରିବା କ୍ଷେତ୍ରର ଏକଦା ଇଟିଭି ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏବଂ ସାରା ଦେଶରେ ବର୍ତ୍ତମାନ ମଧ୍ୟ ବହୁ ପୂର୍ବରୁ ଡିଜିଟାଲ କ୍ଷେତ୍ରରେ ଇଟିଭି ଭାରତର ବୃହତ୍ତ ନେଟୱାର୍କ କାର୍ଯ୍ୟ କରୁଥିବା ଏବଂ ଏହାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ୱର୍ଗତ ରାମୋଜୀ ରାଓ ଏ ସମସ୍ତ ପରିକଳ୍ପନା ଏବଂ ତାର ସଫଳ ରୂପାୟନ କରି ବାସ୍ତବ ରୂପେ ଅନ୍ୟମାନଙ୍କ ପାଇଁ ଏକ ଦିଗଦର୍ଶକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣ-ଯୋଗାଯୋଗ ବିଭାଗର ମୁଖ୍ୟ ବନ୍ଦିତା ପଣ୍ଡା ଯୋଗ ଦେଇ ବୈଦ୍ୟୁତିକ ଗଣମାଧ୍ୟମର ମୂଳଦୁଆ କିଭଳି ଇଟିଭି ରୁ ଆରମ୍ଭ ହୋଇଥିଲା ଏବଂ ଖବର ପ୍ରସାରଣ ଠାରୁ ଆରମ୍ଭ କରି ଲୋକଙ୍କ ମନରଞ୍ଜନ କରିବା ପାଇଁ ଇଟିଭି ନେଟୱାର୍କ କିଭଳି କାର୍ଯ୍ୟ କରୁଥିଲା ତାହାକୁ ଉପସ୍ଥାପନା କରିବା ସହିତ ସମସ୍ତ କାର୍ଯ୍ୟକୁ କିପରି ଏହାର ପ୍ରତିଷ୍ଠାତା ନିଜେ ସ୍ୱର୍ଗତ ରାମୋଜି ରାଓ ଅନୁଧ୍ୟାନ କରୁଥିଲେ ତାହାକୁ ଉପସ୍ଥାପନ କରିଥିଲେ । ଏଥିସହ କେବଳ ଆମ ରାଜ୍ୟ କାହିଁକି ଦେଶର ଅସ୍ମିତା ବିଷୟକୁ ଚିନ୍ତା କରି ସେ ପ୍ରତେକ ଭାଷାକୁ ଗୁରୁତ୍ୱ ଦେବା ଏବଂ ତାହାକୁ ଟେକ୍ନୋଲୋଜିରେ ଉପସ୍ଥାପନା କରାଯାଉଥିଲା ତାହାକୁ ମତବ୍ଯକ୍ତ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଓଟିଭି ର ବରିଷ୍ଠ ସାମ୍ୱାଦିକ ଅଶୋକ କୁମାର ବ୍ରହ୍ମା , ବରିଷ୍ଠ ସାମ୍ୱାଦିକ ସନ୍ତୋଷ କୁମାର ମିଶ୍ର , ଆପ୍ପା ରାଓ , ବରିଷ୍ଠ କଳାକାର ତଥା ଅଭିନୟ ଜଗତର ସଂପାଦକ ମିହୀର କୁମାର ତ୍ରିପାଠୀ , ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱେର ସାହୁ ଓ ସୁଦୀପ କୁମାର ସାହୁ ପ୍ରମୁଖ ଦେଶରେ ମିଡିଆ ଟାଇକୁନ୍ ଭାବରେ ସୁପରିଚିତ ରହିଥିବା ପଦ୍ମବିଭୂଷଣ ସ୍ୱର୍ଗତ ରାମୋଜି ରାଓ ଙ୍କୁ ଅତି ନିକଟରୁ ଦେଖିଥିବା ବେଳେ ତାଙ୍କର କାର୍ଯ୍ୟ ଶୈଳୀ ଏବଂ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ , ଡିଜିଟାଲ ମିଡିଆ ଭଳି ପ୍ରମୁଖ କ୍ଷେତ୍ରରେ ଦୂରଦୃଷ୍ଟି , କର୍ମଚାରୀ ବତ୍ସଳ ସହିତ କାର୍ଯ୍ୟ ସହିତ ଜଣେ ସଫଳ ଗଣମାଧ୍ୟମ ପ୍ରତିନିଧି ତିଆରି କରିବାରେ ଇଟିଭିର କାର୍ଯ୍ୟ ଶୈଳୀ ଉପରେ ଆଲୋକପାତ କରିଥିଲେ । ଏପରିକି ସେହି ସମୟରେ ଇଟିଭିରେ କାର୍ଯ୍ୟକରିଥିବା ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ବର୍ତ୍ତମାନ ରାଜ୍ୟର ସମସ୍ତ ପ୍ରମୁଖ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ପ୍ରମୁଖ ପଦପଦବୀରେ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ । ଏପରି ଏକ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇ ଗଣମାଧ୍ୟମ ଜଗତର ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇଛି । ସିନେମା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା ଲାଭ କରି ସାରା ଦେଶରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ସ୍ୱର୍ଗତ ରାମୋଜି ରାଓଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଗଲେ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କୁହାଯାଇଛି ।
ଇଟିଭି ଭାରତର ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ବ୍ରହ୍ମପୁର ପ୍ରେସ କ୍ଳବର କାର୍ଯ୍ୟକାରୀ ସଭାପତି ଗୋପାଳ ପଟ୍ଟନାୟକ , ପିତାମ୍ୱର ନାହାକ , ଦେବହରି ବେହେରା , କୈଳାସ ବେହେରା , ଆର୍ଶୀବାଦ ରାଉତ , ସ୍ୱାଧିନ କୁମାର ସାହୁ , କିରଣ କୁମାର ମିଶ୍ର , ରୂପକ ମହାନ୍ତି , କାଳୀପ୍ରସାଦ ରଥ , ଶ୍ରୀନିବାସ ରାଜାନା , ରମେଶ ରାଜାନା , ଗୌରୀ ଶଙ୍କର ମିଶ୍ର , ଗୋପାଳ ରେଡି , ସୁବୋଧ ପରିଚ୍ଛା , ବିଘ୍ନରାଜ ମହାପାତ୍ର , ହିମାଶୁଂ ଶେଖର ସାବତ , ସ୍ମିତାଲି ସ୍ମୃତିସ୍ମିଗ୍ଧା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶେଷରେ ନାରାୟଣ ମହାଙ୍କୁଡ ଧନ୍ୟବାଦ ପ୍ରଦାନ କରିଥିଲେ । । ବ୍ରହ୍ମପୁର ସହରର ପ୍ରେସ କ୍ଳବ ପରିସରରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବେହେରା ଯୋଗ ଦେଇ ସ୍ୱର୍ଗତ ରାମୋଜି ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହି ଅବସରରେ ଓଡ଼ିଶାରେ କିଭଳି କଳା , ସାହିତ୍ୟ ସଂସ୍କୃତି ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମକୁ ବହୁଳ ଭାବରେ ଟେଲିଭିଜନରେ ପ୍ରସାରଣ କରିବା କ୍ଷେତ୍ରର ଏକଦା ଇଟିଭି ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏବଂ ସାରା ଦେଶରେ ବର୍ତ୍ତମାନ ମଧ୍ୟ ବହୁ ପୂର୍ବରୁ ଡିଜିଟାଲ କ୍ଷେତ୍ରରେ ଇଟିଭି ଭାରତର ବୃହତ୍ତ ନେଟୱାର୍କ କାର୍ଯ୍ୟ କରୁଥିବା ଏବଂ ଏହାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ୱର୍ଗତ ରାମୋଜୀ ରାଓ ଏ ସମସ୍ତ ପରିକଳ୍ପନା ଏବଂ ତାର ସଫଳ ରୂପାୟନ କରି ବାସ୍ତବ ରୂପେ ଅନ୍ୟମାନଙ୍କ ପାଇଁ ଏକ ଦିଗଦର୍ଶକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣ-ଯୋଗାଯୋଗ ବିଭାଗର ମୁଖ୍ୟ ବନ୍ଦିତା ପଣ୍ଡା ଯୋଗ ଦେଇ ବୈଦ୍ୟୁତିକ ଗଣମାଧ୍ୟମର ମୂଳଦୁଆ କିଭଳି ଇଟିଭି ରୁ ଆରମ୍ଭ ହୋଇଥିଲା ଏବଂ ଖବର ପ୍ରସାରଣ ଠାରୁ ଆରମ୍ଭ କରି ଲୋକଙ୍କ ମନରଞ୍ଜନ କରିବା ପାଇଁ ଇଟିଭି ନେଟୱାର୍କ କିଭଳି କାର୍ଯ୍ୟ କରୁଥିଲା ତାହାକୁ ଉପସ୍ଥାପନା କରିବା ସହିତ ସମସ୍ତ କାର୍ଯ୍ୟକୁ କିପରି ଏହାର ପ୍ରତିଷ୍ଠାତା ନିଜେ ସ୍ୱର୍ଗତ ରାମୋଜି ରାଓ ଅନୁଧ୍ୟାନ କରୁଥିଲେ ତାହାକୁ ଉପସ୍ଥାପନ କରିଥିଲେ । ଏଥିସହ କେବଳ ଆମ ରାଜ୍ୟ କାହିଁକି ଦେଶର ଅସ୍ମିତା ବିଷୟକୁ ଚିନ୍ତା କରି ସେ ପ୍ରତେକ ଭାଷାକୁ ଗୁରୁତ୍ୱ ଦେବା ଏବଂ ତାହାକୁ ଟେକ୍ନୋଲୋଜିରେ ଉପସ୍ଥାପନା କରାଯାଉଥିଲା ତାହାକୁ ମତବ୍ଯକ୍ତ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଓଟିଭି ର ବରିଷ୍ଠ ସାମ୍ୱାଦିକ ଅଶୋକ କୁମାର ବ୍ରହ୍ମା , ବରିଷ୍ଠ ସାମ୍ୱାଦିକ ସନ୍ତୋଷ କୁମାର ମିଶ୍ର , ଆପ୍ପା ରାଓ , ବରିଷ୍ଠ କଳାକାର ତଥା ଅଭିନୟ ଜଗତର ସଂପାଦକ ମିହୀର କୁମାର ତ୍ରିପାଠୀ , ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱେର ସାହୁ ଓ ସୁଦୀପ କୁମାର ସାହୁ ପ୍ରମୁଖ ଦେଶରେ ମିଡିଆ ଟାଇକୁନ୍ ଭାବରେ ସୁପରିଚିତ ରହିଥିବା ପଦ୍ମବିଭୂଷଣ ସ୍ୱର୍ଗତ ରାମୋଜି ରାଓ ଙ୍କୁ ଅତି ନିକଟରୁ ଦେଖିଥିବା ବେଳେ ତାଙ୍କର କାର୍ଯ୍ୟ ଶୈଳୀ ଏବଂ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ , ଡିଜିଟାଲ ମିଡିଆ ଭଳି ପ୍ରମୁଖ କ୍ଷେତ୍ରରେ ଦୂରଦୃଷ୍ଟି , କର୍ମଚାରୀ ବତ୍ସଳ ସହିତ କାର୍ଯ୍ୟ ସହିତ ଜଣେ ସଫଳ ଗଣମାଧ୍ୟମ ପ୍ରତିନିଧି ତିଆରି କରିବାରେ ଇଟିଭିର କାର୍ଯ୍ୟ ଶୈଳୀ ଉପରେ ଆଲୋକପାତ କରିଥିଲେ । ଏପରିକି ସେହି ସମୟରେ ଇଟିଭିରେ କାର୍ଯ୍ୟକରିଥିବା ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ବର୍ତ୍ତମାନ ରାଜ୍ୟର ସମସ୍ତ ପ୍ରମୁଖ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ପ୍ରମୁଖ ପଦପଦବୀରେ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ । ଏପରି ଏକ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇ ଗଣମାଧ୍ୟମ ଜଗତର ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇଛି । ସିନେମା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା ଲାଭ କରି ସାରା ଦେଶରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ସ୍ୱର୍ଗତ ରାମୋଜି ରାଓଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଗଲେ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କୁହାଯାଇଛି ।
ଇଟିଭି ଭାରତର ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ବ୍ରହ୍ମପୁର ପ୍ରେସ କ୍ଳବର କାର୍ଯ୍ୟକାରୀ ସଭାପତି ଗୋପାଳ ପଟ୍ଟନାୟକ , ପିତାମ୍ୱର ନାହାକ , ଦେବହରି ବେହେରା , କୈଳାସ ବେହେରା , ଆର୍ଶୀବାଦ ରାଉତ , ସ୍ୱାଧିନ କୁମାର ସାହୁ , କିରଣ କୁମାର ମିଶ୍ର , ରୂପକ ମହାନ୍ତି , କାଳୀପ୍ରସାଦ ରଥ , ଶ୍ରୀନିବାସ ରାଜାନା , ରମେଶ ରାଜାନା , ଗୌରୀ ଶଙ୍କର ମିଶ୍ର , ଗୋପାଳ ରେଡି , ସୁବୋଧ ପରିଚ୍ଛା , ବିଘ୍ନରାଜ ମହାପାତ୍ର , ହିମାଶୁଂ ଶେଖର ସାବତ , ସ୍ମିତାଲି ସ୍ମୃତିସ୍ମିଗ୍ଧା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶେଷରେ ନାରାୟଣ ମହାଙ୍କୁଡ ଧନ୍ୟବାଦ ପ୍ରଦାନ କରିଥିଲେ ।