“ଅରୁନ୍ଧତୀ ଜୁଏଲର୍ସ ର ଅତ୍ୟାଧୁନୀକ ନବମ ଫ୍ଲାଗସ୍ତିପ୍ ଗହଣା ସୋରୁମ୍ ର ଶୁଭାରମ୍ଭ

ପ୍ରବାହ ନ୍ୟୁଜ୍‌ , ପୁରୀ ବଡଦାଣ୍ଡ ଠାରେ “ଅରୁନ୍ଧତୀ ଜୁଏଲର୍ସ ର ଅତ୍ୟାଧୁନୀକ ନବମ ଫ୍ଲାଗସ୍ତିପ୍ ଗହଣା ସୋରୁମ୍ ର ଶୁଭାରମ୍ଭ ଓଡ଼ିଶାର ଅଗ୍ରଣୀ ଓ ସର୍ବବୃହତ ଜୁଏଲାରୀ ବ୍ରାଣୁ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଏହାର ନ‌ବମ ଫ୍ଲାଗସିପ୍ ସୋରୁମ

ବଡଦାଣ୍ତ ମାର୍କେଟ ଛକ,ପୁରୀଠାରେ | ଆସନ୍ନା ସେପ୍ଟେମ୍ବର ୧୧ ତାରିଖ ବୁଧବାର ଦିବା ୧୦ ଘଟିକାରେ ଶୁଭାରମ୍ଭ କରାଯିବ । ଦୀର୍ଘ ୨୫ବର୍ଷ ଧରି ଓଡିଶାବାସୀଙ୍କ ଅତୁଟ ସ୍ନେହ,ଶ୍ରଦ୍ଧା,ବିଶ୍ବାସ, ଆଶୀର୍ବାଦ ଅରୁନ୍ଧତୀ ସମୃଦ୍ଧିର ପ୍ରାଣକେନ୍ଦ୍ର ପାଲଟିଥିବା ବେଳେ ସେଇ ସୁବର୍ଣ୍ଣ ସମ୍ପର୍କ ର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଅରୁନ୍ଧତୀ ଶୁଭାରମ୍ଭ କରିବାକୁ ଯାଉଛି ଏହି ନୂତନ ଫ୍ଲାଗସିପ୍ ସୋରୁମ ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ସହର ନୀଳାଚଳଧାମ ପୁରୀ ଠାରେ | ଏହି ଉଦଘାଟନ ସମାରୋହରେ ଯୋଗଦାନ କରିବେ ଓଲିଉଡ଼ ନାୟିକା ତଥା ଅରୁନ୍ଧତୀ ଜୁଏଲର୍ସ ବ୍ରାଣୁ ଆମ୍ବାସଡର ଅର୍ଚିତା ସାହୁ |ଆଜି ଏକ ପ୍ରେସ୍ ବାର୍ଭାରେ ଅରୁନ୍ଧତୀ ଜୁଏଲର୍ସର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ଏହି ସୂଚନା ଦେବା ସହ ପ୍ରକାଶ କରିଛନ୍ତି ଯେ, ଅରୁନ୍ଧତୀର ଦୀର୍ଘ ୨୫ବର୍ଷ ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ଆମ୍ଭ ପ୍ରେରଣାର ଉତ୍ସ ରହି ଆସିଛି || ଓଡିଶା ପରିଚିତ ନିଜ ଅମ୍ଳୀୟତାରଲା ସେବାମନୋଭାବ ସୁନାଗହଣା ଓ ହୀରାମାନରେ ଶୁଦ୍ଧତା ତ‌ଥା ଓଡିଶାର ଉତ୍କର୍ଷ,ଐତିହ୍ୟ,ପରମ୍ପରାରେ ଇଲା ସୁକ୍ଷ୍ମକାରୁକାର୍ଯ୍ୟ, ପ୍ରତ୍ୟେକ ବ୍ୟବସାୟୀକ ପଦକ୍ଷେପରେ ସଂପୂର୍ଣ ସଚ୍ଛତା ଅବଲମ୍ବନ କରି ଅରୁନ୍ଧତୀ ପ୍ରତି ଓଡ଼ିଆ ଉପଭୋକ୍ତା ହୃଦୟରେ ଆଦୃତି ଲାଭ କରିପାରିଛି | ବିଗତ ୨୫ବର୍ଷ ମଧ୍ୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରସହ ପୂର୍ବଭାରତ ର ଅଗ୍ରଣୀ ଜୁଏଲାରୀ ବ୍ରାଣୁ ଭାବେ ୨୦୨୩ରେ ଚାରିଥର ଜାତୀୟ ସମ୍ମାନରେ ସମ୍ମାନିତ ହୋଇ ଓଡିଶାକୁ ଗୌରବମଣ୍ଡିତ କରିପାରିଛି ।

ପୁରୀ ବଡଦାଣ୍ଡ ଛକ ଠାରେ ଅରୁନ୍ଧତୀର ନୂତନ ଓ ଅତ୍ୟାଧୁନୀକ ଫ୍ଲାଗସିପ୍ ସୋରୁମ୍ ୮୦୦୦ ବର୍ଗଫୁଟ ପରିମିତ ଏବଂ ଏହା ମଧ୍ୟରେ ଭାରତର କୋଣ ଅନୁକୋଣରୁ ପ୍ରସ୍ତୁତ କରା‌ଯାଇଥିବା ୧୦,୦୦୦ରୁ ଊର୍ଦ୍ଧ୍ଵ ଅତ୍ୟାଧୁନିକ ଡିଜାଇନ୍ ଓ ସଂପୂର୍ଣ ହଲମାର୍କ ସୁଦ୍ଧତାଯୁକ୍ତ ସୁନା ଗହଣା, ହୀରା ଗହଣା, ସତନ୍ତ୍ର ଭାବେ ପ୍ରସ୍ତୁତ ରୂପା ଗହଣା ଓ କଳାକୃତି ସହ ପ୍ରିମିୟମ ହାଣ୍ଡଲୁମ ସୀଲକ୍ ସାଢିର ସମ୍ଭାର ରଖାଯିବା ସହ ଅରୁନ୍ଧତୀ ଜୁଏଲର୍ସ ତରଫରୁ ରାଜ୍ୟର ସର୍ବ ପ୍ରଥମ ଗହଣା ବ୍ରାଣୁ ଭାବରେ “5 STAR PROMISE” ସେବା ମଧ୍ଧ ଯୋଗାଇ ଦିଆଯିବ।

ଏହି ନୂତନ ସୋରୁମ୍ ର ଶୁଭାରମ୍ଭ ଅବସରରେ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଅର୍କଷଣୀୟ ଅଫର ଘୋଷଣା ଜରାଯାଇଛି I ଏହି ଅଫର ମାଧ୍ୟମରେ HUID ଶୁଦ୍ଧତାଯୁକ୍ତ ସୁନାଗହଣାର ଗଢାମଜୁରୀ ଉପରେ ୫୦ପ୍ରତିଶତ ପର୍ଯ୍ୟନ୍ତ, ରୁପାଗହଣାର ଗଢାମଜୁରୀ ଉପରେ ୨୫ ପ୍ରତିଶତ ଓ ହୀରାଗହଣାର ହୀରାମୂଲ୍ୟ ଉପରେ ୨୫ପ୍ରତିଶତ ରିହାତି ଏବଂ ପୁରୁଣା ସୁନାଗହଣା Exchange ରେ ୨.୫% extra value ପାଇପାରିବେ । ଏହା ସହିତ ହସ୍ତତନ୍ତ୍ର ବୁଣା ପ୍ରିମିୟମ ସମ୍ବଲପୁରୀ ଶାଢ଼ୀର କ୍ରୟ ଉପରେ ୧୫ପ୍ରତିଶତ ରିହାତି ତା ସହିତ ପ୍ରତେଜ କ୍ରୟ ଉପରେ ସୁନିଶ୍ଚିତ ଆକର୍ଷଣୀୟ ଉପହାର ଓ ୩୫ ଜଣ ଭାଗ୍ୟଶାଳୀ ଲକ୍ଷପତି ବିଜେତା ହେବାର ସୁଯୋଗ ରହିଛି। ଏହି ଉଦଘାଟନୀ ଉତ୍ସବକୁ ଅବିସ୍ମରଣୀୟ କରିବା ପାଇଁ ଅରୁନ୍ଧତୀ ପରିବାର ତରଫରୁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ ସହିତ ସମସ୍ତଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରାଯାଉଛି

Leave a Reply

Your email address will not be published. Required fields are marked *