ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଜ୍ୟୋତିଫେଲୋସିପ୍ ପରୀକ୍ଷା ଆୟୋଜିତ
ଯାଜପୁର,ପ୍ରବାହ ନ୍ୟୁଜ୍ : ଟାଟାଷ୍ଟିଲ ଫାଉଣ୍ଡେସନ ଜ୍ୟୋତିଫେଲୋସିପ୍ ପରୀକ୍ଷାକୁସଫଳତାରସହ ଆୟୋଜନ କରିଛି, ଯେଉଁଥିରେ ଆର୍ôଥକ ଦୃଷ୍ଟିରୁ ପଛୁଆ ଅନୁସୂଚିତଜାତି (ଏସସି) ଏବଂ ଅନୁସୂଚିତଜନଜାତି (ଏସଟି) ପରିବାରର ୧୨୦୦ରୁ ଅଧିକଛାତ୍ରଛାତ୍ରୀମେଧା ଭିତ୍ତିକବୃତ୍ତି ପାଇଁ ପ୍ରତିଦ୍ୱନ୍ଦ୍ୱିତାକରିବାରସୁଯୋଗ ପାଇଛନ୍ତି । ଯାଜପୁରଜିଲ୍ଲା ଦାନଗଦୀ ଓ ସୁକିନ୍ଦାବ୍ଲକର ୧୫ଟିକେନ୍ଦ୍ରରେଏହି ପରୀକ୍ଷା ଅନୁଷ୍ଠିତହୋଇଥିଲା । ଏଥିରେଯୋଗ୍ୟଛାତ୍ରଛାତ୍ରୀଙ୍କୁସେମାନଙ୍କଶିକ୍ଷା ଓ କ୍ୟାରିୟର ଆକାଂକ୍ଷା ପୂରଣ ପାଇଁସଶକ୍ତକରିବାକୁଲକ୍ଷ୍ୟରଖାଯାଇଛି ।
ଏହିଜ୍ୟୋତିଫେଲୋସିପ୍କାର୍ଯ୍ୟକ୍ରମଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରମେଧାବୀଛାତ୍ରଛାତ୍ରୀଙ୍କୁ ଆର୍ôଥକସହାୟତା ପ୍ରଦାନ ଉପରେଗୁରୁତ୍ୱ ପ୍ରଦାନ କରିଆସୁଛି । ଏଥିରେ ଅଷ୍ଟମଶ୍ରେଣୀଛାତ୍ରଛାତ୍ରୀଙ୍କସହ ୫୦ଟି ବିଦ୍ୟାଳୟ ଓ ୧୨ଟି ମହାବିଦ୍ୟାଳୟର ପ୍ରଥମ ବର୍ଷସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଭାଗନେଇଥିଲେ ।ଗତବର୍ଷ ୧୨୮୧ ଜଣ ଛାତ୍ରଛାତ୍ରୀଙ୍କୁଫେଲୋସିପ୍ ପ୍ରଦାନ କରାଯାଇଥିଲା, ଯେଉଁଥିରେ ୭୦ ପ୍ରତିଶତରୁ ଅଧିକଛାତ୍ରୀ ଥିଲେ, ଯାହାଗ୍ରାମୀଣଏବଂ ଆଦିବାସୀସମ୍ପ୍ରଦାୟରମହିଳାମାନଙ୍କ ପାଇଁଶିକ୍ଷାକୁ ଉପଲବ୍ଧ କରିବାରକାର୍ଯ୍ୟ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ଦର୍ଶାଇଥାଏ ।
ଜ୍ୟୋତିଫେଲୋସିପ୍ଟାଟାଷ୍ଟିଲ୍ ଫାଉଣ୍ଡେସନ୍ ର ଶୈକ୍ଷିକଉତ୍କର୍ଷତାକୁପ୍ରୋତ୍ସାହିତକରିବାଏବଂ ଅବହେଳିତସମ୍ପ୍ରଦାୟର ଯୁବକମାନଙ୍କୁସଶକ୍ତକରିବାଏବଂ ଉଜ୍ଜ୍ୱଳଭବିଷ୍ୟତ ଗଠନ ପାଇଁ ଆବଶ୍ୟକୀୟସମ୍ବଳ ପ୍ରଦାନ କରିଥାଏ ।