ଓପିଟିସିଏଲରେ ଲାଇଫ ସାର୍ଟିଫିକେଟ ଦେବାରେ ଅସୁବିଧା। କର୍ତ୍ତୃପକ୍ଷ ନିରବ

ପ୍ରବାହ ନ୍ୟୁଜ୍‌ : ଓପିଟିସିଏଲ ରେ ଅବସର କର୍ମ ଚାରି ମାନେ ବହୁ ଦୁରାନ୍ତରୁ ଆସି ଲାଇଫ ସାର୍ଟିଫିକେଟ ଦେବାକୁ ଆସୁଥିଲା ବେଳେ ପୁରୁଣା କମ୍ପ୍ୟୁଟର ଯୋଗୁ ତାହା ସମ୍ଭବ ହୋଇପାରୁନାହିଁ। ଆର୍ଥିକ ବିଭାଗ କୁ ପଚାରି ବାରୁ କହିଲେ ଆଇ.ଟି. ବିଭାଗ ନୁଆ କମ୍ପ୍ୟୁଟର ନେଦେବାରୁ ଏପରି ଅସୁବିଧା ହୋଇଛି। ବାରମ୍ବାର କହିଲେ ମଧ୍ୟ କେହି ଶୁଣୁନାହାନ୍ତି ଉତ୍ତର ମିଳୁଛି। ଆଜି ଓପିଟିସିଏଲ ରେ ନିଖିଳ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ରଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ଏ ସମ୍ପର୍କରେ ଆଇଟି ସିଜିଏମ କୁ ପଚାରିବା ସମୟରେ ସେ କହିଲେ ଆର୍ଥିକ ବିଭାଗ ଅନୁମତି ନ ଦେବାରୁ କିଣା ଜାଇ ପାରୁନି। ଓପିଟିସିଏଲ ରେ ହଜାର ହଜାର କମ୍ପ୍ୟୁଟର ଥିବା ବେଳେ ଲାଇଫ ସାର୍ଟିଫିକେଟ ଦେବା ପରଜ୍ୟନ୍ତ ଆଇଟି ବିଭାଗ ଗୋଟିଏ ର ଜୁକ୍ତି କେତେ ଠିକ। ତେଣୁ ଓପିଟିସିଏଲ ଡିଡିଓ କୁ ଅନୁରୋଧ ତୁରନ୍ତ ଏକ ନୁଆ କମ୍ପ୍ୟୁଟର ଅବସର କର୍ମ ଚାରି ମାନଙ୍କ ଲାଇଫ ସାର୍ଟିଫିକେଟ ଦେବାକୁ ଦିଆଜାଉ। ଅଜଥାରେ ସିନିୟର୍ ସିଟି ଜେନ ମାନଙ୍କୁ ହଇରାଣ କରାନଜାଉ। ଓପିଟିସିଏଲ ରେ ଅବସର କର୍ମ ଚାରି ମାନଙ୍କ ହଇରାଣ ନକରି ବା ସହିତ ତୁରନ୍ତ ନୁଆ କମ୍ପ୍ୟୁଟର ଲାଇଫ ସାର୍ଟିଫିକେଟ ଦେବାକୁ ଦେବାକୁ ଲୋକ ପ୍ରିୟ ଶକ୍ତି ସଚିବ ହସ୍ତ ଖ୍ୟପ କରିବା ପାଇଁ ଅନୁରୋଧ।

Leave a Reply

Your email address will not be published. Required fields are marked *