ନୂତନ ଜିଲ୍ଲାପାଳ ଙ୍କ କଣ୍ଟିଲୋ ନୀଳମାଧଵ ଦର୍ଶନ କରିବା ସହ 5t କାର୍ଯ୍ୟ ବୁଲି ଦେଖିଲେ


ଭାପୁର: 6/2/24(ନି ପ୍ର ): ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପ୍ରଭୁ ଜଗନ୍ନାଥ ଙ୍କ ଆଦି କ୍ଷେତ୍ର କଣ୍ଟିଲୋ ପ୍ରଭୁ ଶ୍ରୀ ନୀଳମାଧଵ ଙ୍କ ଆଜି ଦର୍ଶନ କରିଛନ୍ତି ନୂତନ ଭାବେ ଯୋଗ ଦେଇଥିବା ନୟାଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ବଧl ଦେବୀ ସିଂ l ଆଜି ସେ ନୀଳମାଧଵ ଙ୍କ ଦର୍ଶନ କରିବା ସହ ମନ୍ଦିର ଚତୁର୍ପାଶ୍ୱ ବୁଲି ଦେଖିଥିଲେ l ଏଥି ସହ ସେବାୟତ ମାନଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ବିଷୟ ବୁଝି ପଚାରିଥିଲେ l ନୀଳମାଧଵ ଙ୍କ ପୀଠରେ ଚାଲିଥିବା 5t କାର୍ଯ୍ୟ ର ସମୀକ୍ଷା କରିଥିଲେ l 5t କାର୍ଯ୍ୟ କିଭଳି ଭାବେ ଉଚ୍ଚ କୋଟିର ହବ ସେ ନେଇ ଆଲୋଚନା କରିଥିଲେ l କଣ୍ଟିଲୋ ପ୍ରଭୁ ଶ୍ରୀ ନୀଳମାଧଵ ଙ୍କ ସୌନ୍ଦର୍ଜିକରଣ ପାଇଁ ଚାଲିଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟ କୁ ବୁଲି ଦେଖି ଵା ସହ ପଚାରି ବୁଝିଥିଲେ l

Leave a Reply

Your email address will not be published. Required fields are marked *