ବାଣିଜ୍ୟ

ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଏକମାସ ପରେ ସ୍ଥିତି ଜଣାଇଲେ ନିର୍ବାଚନ ଆୟୋଗ

ସମସ୍ତ ଦଳ/ପ୍ରାର୍ଥୀଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉଛି; ସମସ୍ତଙ୍କୁ ସମାନ ସୁଯୋଗ ଯୋଗାଇ ଦେବା ଏକମାତ୍ର ମାର୍ଗଦର୍ଶିକା ଆଇନଗତ - ନ୍ୟାୟିକ ପ୍ରକ୍ରିୟାକୁ ଅତିକ୍ରମ କରିବା କିମ୍ବା...

ଟାଟା ପାୱାର ଇଭି ଚାର୍ଜିଂ ନେଟ୍‌ୱର୍କର ୧୦ କୋଟି ଗ୍ରିନ୍ କିମି ମାଇଲଖୁଂଟ ଅତିକ୍ରମ

ଭୁବନେଶ୍ୱର : ଦେଶର ସର୍ବବୃହତ ସମନ୍ୱିତ ବିଦ୍ୟୁତ କମ୍ପାନି ଟାଟା ପାୱାର ପ୍ରଥମ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଭାବେ ସାରା ଭାରତରେ ୧୦ କୋଟି ଗ୍ରିନ...

ଆକ୍ସିସ୍ ବ୍ୟାଙ୍କ୍ ସପର୍ସ ଷ୍ଟପ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଅଗ୍ରଣୀ ଫେସନ୍ ସ୍ଥଳ ସପର୍ସ ଷ୍ଟପ୍‌ସ ସହଯୋଗିତାରେ କୋ ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଆକ୍ସିସ୍...

କିମ୍‍ସରେ ଖୋଲିଲା ଅତ୍ୟାଧୁନିକ ଷ୍ଟ୍ରୋକ୍‍ ସେଣ୍ଟର

ଭୁବନେଶ୍ୱର,୧୫ ।୪: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ ସାଇନ୍‍ସେସ୍‍ (କିମ୍‍ସ) ହସ୍ପିଟାଲରେ ଅତ୍ୟାଧୁନିକ ଷ୍ଟ୍ରୋକ୍‍ ସେଣ୍ଟର କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସୋମବାର...

ବେଦାନ୍ତ ଆଲୁମିନିୟମ୍‌ର ସ୍ୱାସ୍ଥ୍ୟ ଚିକିତ୍ସା ପଦକ୍ଷେପ ପ୍ରାୟ ୪ ଲକ୍ଷ ଲୋକ ଉପକୃତ ହୋଇଛନ୍ତି

ଭୁବନେଶ୍ୱର, ୦୯ ଏପ୍ରିଲ ୨୦୨୪ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଆର୍ôଥକ ବର୍ଷ୨୪ ରେ ସ୍ୱାସ୍ଥ୍ୟ ପଦକ୍ଷେପ...

ଟାଟା ଏଆଇଏ ପକ୍ଷରୁ ହ୍ୱାଟ୍‌ସଆପ୍‌ରେ ଶିଳ୍ପ ପ୍ରଥମ ପେମେଂଟ୍ ସମାଧାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ପକ୍ଷରୁ ହ୍ୱାଟସ୍‌ଆପ୍‌ରେ ପ୍ରିମିୟମ୍ ପେମେଂଟ୍‌ସେବାର ଶୁଭାରମ୍ଭ କରାଯାଇଛି । ବୀମା କ୍ଷେତ୍ରର ପ୍ରଥମ କମ୍ପାନି ଭାବେ...

ଏନ୍‌ଏସ୍‌ଇ ପକ୍ଷରୁ କର୍ମଶାଳା ପାଇଁ ଆଇଏଫ୍‌ସି ଓ କ୍ଲାଇମେଟ୍ ବଣ୍ଡ୍ ଇନିସିଏଟିଭ୍ ସହିତ ସହଯୋଗିତା

ଭୁବନେଶ୍ୱର : ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ “ଡିପ୍ ଡାଇଭ୍ ଇନ୍ ଗ୍ରିନ୍‌, ସୋସିଆଲ୍ ଆଣ୍ଡ୍ ସଷ୍ଟେନେବିଲିଟି (ଜିଏସ୍‌ଏସ୍‌) ବଣ୍ଡ୍ ଇସୁଆନ୍ସ ପ୍ରୋସେସ୍‌’...

ଅଣସଂରକ୍ଷିତ ସମ୍ପ୍ରଦାୟର ବାଳିକା ମାନଙ୍କୁ ନିଯୁକ୍ତି ପାଇଁ ‘ପ୍ରୋଜେକ୍ଟ ପଞ୍ଛି’ର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛି ବେଦାନ୍ତ ଲାଞ୍ଜିଗଡ଼

ଲାଞ୍ଜିଗଡ଼, କଳାହାଣ୍ଡିଜିଲ୍ଲା, ଓଡିଶା, ୦୮ ଏପ୍ରିଲ୨୦୨୪ - ବେଦାନ୍ତ ଲିମିଟେଡ୍‌, ଭାରତର ସ୍ମେଲଟର ଗ୍ରେଡ୍ଆଲୁମିନା ଉତ୍ପାଦକତଥାବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍‌, ଏହାର ଅନନ୍ୟ ନିଯୁକ୍ତି ଡ୍ରାଇଭ୍ 'ପ୍ରୋଜେକ୍ଟ...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସଚେତନତା ଅଭିଯାନ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଏପ୍ରିଲ ୭ ତାରିଖକୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଦେଶର ଅଗ୍ରଣୀ ଭାରତୀୟ ଷ୍ଟେଟ...

ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ ବ୍ଳିଡ଼ିଂ ବନ୍ଦ କରିବାରେ ହେମୋସ୍ପ୍ରେର ବ୍ୟବହାର

 କିମ୍‍ସ ଭାରତର ଦ୍ୱିତୀୟ ହସ୍ପିଟାଲ ଭୁବନେଶ୍ୱର,୬ ।୪: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍(କିମ୍‍ସ)ରେ ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ୍‍ ବ୍ଲିଡ଼ିଂ(ଜିଆଇ) ବନ୍ଦ କରିବା ପାଇଁ ହେମୋସ୍ପ୍ରେର ବ୍ୟବହାର କରାଯାଇଛି ।...

ଆଲୁମିନିୟମ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିଛି ବେଦାନ୍ତ

ଭୁବନେଶ୍ୱର, ୦୫ ଏପ୍ରିଲ ୨୦୨୪ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ୩ ମିଲିୟନ ଟନ (ଏମଟିପିଏ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବିଶିଷ୍ଟ ଶ୍ରେଷ୍ଠ...

ଉତ୍କଳ ଦିବସ ୨୦୨୪: ବେଦାନ୍ତ ଆଲୁମିନିୟମ ଦ୍ୱାରା ପାଳନ କରାଯାଉଥିବା ପରମ୍ପରା ଓ ପ୍ରଗତିର ଏକ ଉତ୍ସବ

ଭୁବନେଶ୍ୱର, ୩ ଏପ୍ରିଲ ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଏøତିହ୍ୟକୁ ସମ୍ମାନ ଜଣାଇ ୮୯ତମ ଏତ୍କଳ ଦିବସ...

ଆମେଜ୍ ପକ୍ଷରୁ “ହମେଶା ରେଡି ଟୁ ପରଫର୍ମ” ବ୍ରାଣ୍ଡ୍ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଶକ୍ତି ସମାଧାନ ବ୍ରାଣ୍ଡ୍ ଆମେଜ୍ ପକ୍ଷରୁ ଲକ୍ଷ୍ନୌରେ ନିଜର ନୂଆ ବ୍ରାଣ୍ଡ୍ ଅଭିଯାନ “ହମେଶା ରେଡି ଟୁ ପରଫର୍ମ’ର ଶୁଭାରମ୍ଭ...

୩୨ତମ ଏକଲବ୍ୟ ପୁରସ୍କାର-୨୦୨୪ ନିମନ୍ତେ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର, ୦୧/୦୪/୨୪: ଇମ୍ଫାଗ୍ରୁପ୍ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍‌ମେଟାଲ୍ସ ପବ୍ଲିକ୍‌ଚାରିଟେବଲ୍‌ଟ୍ରଷ୍ଟ୍‌\' (ଓଗଚଇଉଞ) ତରଫରୁ ସମ୍ମାନଜନକ ୩୨ତମ ‘ଏକଲବ୍ୟ ପୁରସ୍କାର ୨୦୨୪’ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି ।‘ଏକଲବ୍ୟ...

ବେଦାନ୍ତ ଲାଞ୍ଜିଗଡ଼ ଗ୍ରାମାଞ୍ଚଳର ଯୁବକଯୁବତୀମାନଙ୍କର ଦକ୍ଷତା ବଢାଇବା ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ଏମଓୟୁ ସ୍ୱାକ୍ଷର କରିଛି

ଏହାର କୌଶଳ ତାଲିମ ପ୍ରୋଗ୍ରାମଗୁଡିକ ମାଧ୍ୟମରେ ଆଗାମୀ ୩ ବର୍ଷରେ ୧,୩୦୦ ରୁ ଅଧିକ ଯୁବକଙ୍କୁ ଉନ୍ନତ କରିବା। ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା, ଓଡ଼ିଶା, ୨୮ ମାର୍ଚ୍ଚ...

You may have missed