ଟ୍ବିନ୍ ସିଟି

ହଟିଲା ନଦିଘାଟ ରାସ୍ତା ଅବରୋଧ

କଟକ : ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାଇଲୋ ବଡବିଲ ଗ୍ରାମର ବହୁ ପୁରାତନ ନଦୀ ଘାଟ ରାସ୍ତା ରେ ହୋଇଥିବା ଅବରୋଧ କୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ...

ଆକ୍ସନ୍ ଏଡ୍ ତରଫରୁ ଅକ୍ସିଜେନ୍ କନ୍‌ସନ୍‌ଟ୍ରେଟର ବିତରଣ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅମ୍ଳଜାନ ଅଭାବରୁ କୈାଣସି ରୋଗୀଙ୍କର ଜୀବନ ହାନୀ ନହେବ ଓ କୋଭିଡ ମହାମାରୀକୁ ଆଖି ଆଗରେ ରଖି ସ୍ଥାନୀୟ ରିଜର୍ଭ ପୋଲିସ ହସ୍‌ପିଟାଲରେ...

ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ରକ୍ତଦାନ ଶିବିର

ଭୁବନେଶ୍ୱର,Prabaha news ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କୋରାନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଯୁବ ଜନତା ଦଳ ତରଫରୁ ଓଡିଶା...

ରିଷ୍ଠ ବ୍ୟୁରୋକ୍ରାଟ୍ ଓ ସାରସ୍ୱତ ସ୍ରଷ୍ଟା
ବିଷ୍ଣୁପଦ ସେଠୀଙ୍କ କବିତା ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ବରିଷ୍ଠ ବ୍ୟୁରୋକ୍ରାଟ୍ ବିଷ୍ଣୁପଦ ସେଠୀଙ୍କର ଏକ କବିତା ପୁସ୍ତକ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉନ୍ମୋଚନ କରିଛନ୍ତି ।...

“ଘରୋଇ ପରିଚାରିକାଙ୍କ ସାମାଜିକ ନିରାପତ୍ତାକୁ ସୁଦୃଢ କରାଯାଉ’

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅ ।ନ୍ତର୍ଜାତିକ ଘରୋଇ ପରିଚାରିକା ଦିବସ ଅବସରରେ ସିସିଡବ୍ଲ୍ୟୁଡି ଓ ଅ ।କ୍ସନ୍‌ଏଡ୍‌ଙ୍କ ମିଳିତ ଅ ।ନୁକୁଲ୍ୟରେ ସ୍ଥାନୀୟ ମଣ୍ଡପ ବସ୍ତିଠାରେ ଏକ...

ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ ୭ ସଦସ୍ୟ

ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ ୭ ସଦସ୍ୟଚର୍ଚ୍ଚିତ ଗଡ଼ଖୋର୍ଦ୍ଧା ମନ୍ଦିର ଚୋରି ସହ ଏକାଧିକ ମାମଲାରେ ସମ୍ପୃକ୍ତଖୋର୍ଦ୍ଧା, (ପ୍ରବାହ ନ୍ୟୁଜ୍‌): ଖୋର୍ଦ୍ଧା ଓ ଅ ।ଖପାଖ ଅଞ୍ଚଳରେ ଗତ...

କିସ୍‍ ବିଶ୍ୱବିଦ୍ୟାଳୟ ଓ ଜି.ଏମ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ସହଯୋଗକିସ୍‍ ବିଶ୍ୱବିଦ୍ୟାଳୟ ଓ ଜି.ଏମ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ...

ଡାକ୍ତର ମନୋଜ ସାହୁଙ୍କୁ ସମ୍ମାନଜନକ “କାମରାଜର ଇନଷ୍ଟିଚୁଟ୍ ଅଫ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ-୨୦୨୧” ସମ୍ମାନ*

କୋରନା କାଳରେ ନିଜର ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସାରେ ନିଜକୁ ନିୟୋଜିତ କରୁଛନ୍ତି ଡାକ୍ତରମାନେ । ଏପରି ସମୟରେ ତାମିଲନାଡୁର ଥେନି ସ୍ଥିତ କାମରାଜର ଇନଷ୍ଟିଚୁଟ୍...

ବ୍ରାହ୍ମଣ ଓ ମୌଲାନା ଙ୍କୁ ବଣ୍ଟନ ହେଲା ଶୁଖିଲା ରାସନ୍ ।

କରୋନା କହର ରେ ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଧୀ ସମୟରେ ପୁଣି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ ।...

କଟକ ର ସନ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: ୦୧/୦୨ : କଟକ ତୁଳସୀପୁର ଅଞ୍ଚଳର କନିକା ଛକ ନିକଟରେ ଥିବା ଏକ ସନ ନାମକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ହସପିଟାଲର...

କେଶରିୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ର ସାଙ୍ଗଠନିକ ବୈଠକ

ଭୁବନେଶ୍ୱର : ୧୭/୦୧ : କେଶରିୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଭୁବନେଶ୍ୱର ସ୍ଥିତ ଏକ ପ୍ରାଇଭେଟ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି...

କଠୋରଜନସଂଖ୍ୟାନିୟନ୍ତ୍ରଣଆଇନ୍ପ୍ରଣୟନହିଁସର୍ତ୍ତକୁଅଖଣ୍ଡଓବିକଶିତରାଷ୍ଟ୍ରରପରିଣତକରିବ — ଶ୍ରୀଅନିଲଚୌଧୁରୀ

ଆସନ୍ତାଛଅମାସମଧ୍ୟରେଜନସଂଖ୍ୟାସମାଧାନଫାଉଣ୍ଡେସନଓଡିଶାରପ୍ରତ୍ୟେକଗ୍ରାମରେନିଜରକାୟାବିସ୍ତାରକରିବା -- ଶ୍ରୀବିପିନଦାସ I","sans-serif";mso-bidi-language: OR'>ଭୁବନେଶ୍ୱରତା୧୭/୦୧ଜନସଂଖ୍ୟାପ୍ରଥମକାର୍ଯ୍ୟକାରିଣୀବୈଠକଭୁବନେଶ୍ଵରସ୍ଥିତଟେଲିକମଟ୍ରେନିଂସେଣ୍ଟରରେରାଜ୍ୟସଭାପତିବିପିନବିହାରିଦାସଙ୍କଅଧ୍ୟକ୍ଷତାରେଅନଷ୍ଠିତହୋଇଯାଇଛି।ବୈଠକରେରାଷ୍ଟ୍ରୀୟଅଧକ୍ଷଅନିଲଚୌଧୁରୀକାଯ୍ୟକର୍ତ୍ତାମାନଙ୍କୁସମ୍ବୋଧନକରିଥିଲେ।ଶ୍ରୀଚୌଧୁରୀତାଙ୍କବକ୍ତବ୍ୟରେକହିଥିଲେଯେଜନସଂଖ୍ୟାବିସ୍ଫୋରଣଯୋଗୁଁଆଜିଭାରତରେବେକାରୀ, ଗରିବ, କୁପୋଷଣଓଅନାହାରବୃଦ୍ଧିପାଉଛି।ଆମଦେଶରେପୃଥିବୀରସମୁଦାୟଲୋକସଂଖ୍ୟାର୧୮% ଲୋକରହିଥିବାବେଳେମାତ୍ର୨.୪ କଠୋରଜନସଂଖ୍ୟାନିୟନ୍ତ୍ରଣଆଇନ୍ପ୍ରଣୟନହିଁସର୍ତ୍ତକୁଅଖଣ୍ଡଓବିକଶିତରାଷ୍ଟ୍ରରପରିଣତକରିବ -- ଶ୍ରୀଅନିଲଚୌଧୁରୀ ଆସନ୍ତାଛଅମାସମଧ୍ୟରେଜନସଂଖ୍ୟାସମାଧାନଫାଉଣ୍ଡେସନଓଡିଶାରପ୍ରତ୍ୟେକଗ୍ରାମରେନିଜରକାୟାବିସ୍ତାରକରିବା -- ଶ୍ରୀବିପିନଦାସ ଭୁବନେଶ୍ୱରତା୧୭/୦୧ଜନସଂଖ୍ୟାପ୍ରଥମକାର୍ଯ୍ୟକାରିଣୀବୈଠକଭୁବନେଶ୍ଵରସ୍ଥିତଟେଲିକମଟ୍ରେନିଂସେଣ୍ଟରରେରାଜ୍ୟସଭାପତିବିପିନବିହାରିଦାସଙ୍କଅଧ୍ୟକ୍ଷତାରେଅନଷ୍ଠିତହୋଇଯାଇଛି।ବୈଠକରେରାଷ୍ଟ୍ରୀୟଅଧକ୍ଷଅନିଲଚୌଧୁରୀକାଯ୍ୟକର୍ତ୍ତାମାନଙ୍କୁସମ୍ବୋଧନକରିଥିଲେ।ଶ୍ରୀଚୌଧୁରୀତାଙ୍କବକ୍ତବ୍ୟରେକହିଥିଲେଯେଜନସଂଖ୍ୟାବିସ୍ଫୋରଣଯୋଗୁଁଆଜିଭାରତରେବେକାରୀ, ଗରିବ, କୁପୋଷଣଓଅନାହାରବୃଦ୍ଧିପାଉଛି।ଆମଦେଶରେପୃଥିବୀରସମୁଦାୟଲୋକସଂଖ୍ୟାର୧୮% ଲୋକରହିଥିବାବେଳେମାତ୍ର୨.୪% ସ୍ଥଳଭାଗଅଛି।ଜନସଂଖ୍ୟାବିସ୍ଫୋରଣରୁରକ୍ଷା ପାଇବାକୁହେଲେଜାତିଧର୍ମକ୍ଷେତ୍ରଓଭାଷାରୁଉର୍ଧ୍ଵ...

ଆମେ କ’ଣ ସ୍ୱାଧୀନ!

ଅଭିମନ୍ୟୁ ମହାପାତ୍ର ଦେଶ ସ୍ୱାଧୀନତା ପ୍ରାପ୍ତିର ୭୩ ବର୍ଷ ଇତି ମଧ୍ୟରେ ଅତିବାହିତ ହୋଇଯାଇଛି । ଆମେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛେ । ହେଲେ...

କରୋନା ଯୋଦ୍ଧା ଙ୍କ ମାନବିକତା- ଗାଇ ଉଦ୍ଧାର ହେଲା କ୍ଷତାକ୍ତ

ଖାଲି କରୋନା ସହ ଯୁଦ୍ଧ ନୁହେଁ ବରଂ ମାନବିକ ମୂଲ୍ୟବୋଧ ବି ଜଣା ଏକଥା ଆଜି ପ୍ରମାଣ କରି ଦେଖାଇଛନ୍ତି ମେଣ୍ଢାଶାଳ ରାପିଡ ରେସପନ୍ସ ଟିମର କରୋନା...

କାରଗିଲ୍ ବିଜୟ ଦିବସ ଶହୀଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରଗିଲ୍ ବିଜୟ ଦିବସ ଅବସରରେ ମାତୃଭୂମିର ସୁରକ୍ଷା ନିମନ୍ତେ ଗୋଟିଏ ପ୍ରମୁଖ ବିପଦସଂକୁଳ ଅଂଚଳରେ ଅସାଧାରଣ ବୀରତ୍ୱର ସହ...