ଆମରାଜ୍ୟ

ବେଦାନ୍ତ ଲାଞ୍ଜିଗଡ଼ର ଶାନଦାର ପ୍ରଦର୍ଶନ କଳାହାଣ୍ଡି ଉତ୍ସବ ୨୦୨୪ରେ ସମସ୍ତଙ୍କ ପାଇଁ ଏକ ପ୍ରମୁଖ ଆର୍କଷଣ ଥିଲା

ବେଦାନ୍ତ ଲାଞ୍ଜିଗଡ଼ ଲେକପ୍ରିୟ ବାର୍ଷିକ ସାଂସ୍କୃତିକ ଉତ୍ସବରେ ପ୍ରମୁଖ କଳା ପ୍ରତି ଗ୍ରହଣ କରିଥିବା ପଦକ୍ଷେପ ଗୁଡ଼ିକର ଝଲକ ଉପସ୍ଥାପନ କରିଥିଲା । ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା,...

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ବାର୍ଷିକ ମାଇନ୍ସ ସେଫ୍ଟି ଫର୍ଟନାଇଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସୁରକ୍ଷାକୁ ପ୍ରଥମ ଆଭିମୁଖ୍ୟଭାବେ ଦୋହରାଇଛି

ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଜାମଖାନିଠାରେ ଚାଲିଥିବା ବାର୍ଷିକ ସୁରକ୍ଷା ପକ୍ଷ କାର୍ଯ୍ୟକ୍ରମରେ ନିରପତାକୁ ଗୁରୁତ୍ୱ ଦେଇ...

ଷ୍ଟାର୍ଟଅପ୍ ଓଡିଶା ରଣନୈତିକ ଗଠବନ୍ଧନ ଏବଂ ସଫଳତାର କାହାଣୀ ପାଳନ ସହିତ ଷ୍ଟାର୍ଟଅପ୍ ଉତ୍ସବ ୨୦୨୪ର ଆୟୋଜନ କରିବ

ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୪- ଓଡିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ପଦକ୍ଷେପ ଅର୍ନ୍ତଗତ ଷ୍ଟାର୍ଟଅପ୍ ଓଡିଶା, ଷ୍ଟାର୍ଟଅପ୍ ଉତ୍ସବ ୨୦୨୪ପାଳନ କରିବାକୁ ପ୍ରସ୍ତୁତ ହେଉଛି ଯାହାକି ରାଜ୍ୟର...

କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ,ପାଟଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୫ ହଜାର ମହିଳା

ଭୁବନେଶ୍ୱର, ୨୮ ।୧: କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ‘ସମସ୍ତଙ୍କ ପାଇଁ...

କିଟ୍ ଓ କିସ୍‌ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,୨୬ା୧: କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗିନିର ନ୍ୟାସ୍‍ନାଲ୍‍ ଟ୍ରାନଜିସନ୍‍ କାଉନ୍‍ସିଲ୍‍ ପ୍ରେସିଡେଣ୍ଟ ଡ....

ଜେଏସଡବ୍ଲୁ ଷ୍ଟିଲ, ଓଡିଶା ଖଣି ବିଭାଗ ପକ୍ଷରୁ ୭୫ତମ ଗଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର / ଯୋଡା, ୨୭ ଜାନୁଆରୀ ୨୦୨୪: ଜେଏସଡବ୍ଲୁ ଷ୍ଟିଲ ଶୁକ୍ରବାର ଦିନ ଓଡିଶାର ନିଜର ସମସ୍ତ ସ୍ଥାନରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିଛି...

ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସରେ ବେଦାନ୍ତ ଆଲୁମିନିୟମ ଗାମାଂଚଳର ବାଳିକା ମାନଙ୍କ ସମୃଦ୍ଧି ପାଇଁ ନିଜର ପ୍ରତିଶୃତିବଦ୍ଧତାକୁ ଦୋହରାଇଛି

ଏହି ଅବସରରେ କମ୍ପାନିର ଓଡ଼ିଶା ଓ ଛତିଶଗଡ଼ ୟୁନିଟରେ କନ୍ୟା ସନ୍ତାନ ଓ ବାଳିକାମାନଙ୍କ ସମୃଦ୍ଧି ପାଇଁ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜିତ ଭୁବନେଶ୍ୱର ୨୫ ଜାନୁଆରୀ...

ଦନଶା କୋରୋମାଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ପୁରସ୍କାର

ଭୁବନେଶ୍ୱର, ୨୫ ।୧: ଗିନିର ନ୍ୟାସ୍‍ନାଲ୍‍ ଟ୍ରାନଜିସନ୍‍ କାଉନ୍‍ସିଲ୍‍ ପ୍ରେସିଡେଣ୍ଟ ଡ. ଦନଶା କୋରୋମାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି । ସମାଜସେବା...

ଷ୍ଟେଟ ବ୍ଯାଙ୍କ ସଞ୍ଜୀବନୀ – ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ଲୋକାର୍ପିତ

ଷ୍ଟେଟ  ବ୍ଯାଙ୍କ ଫାଉଣ୍ଡେସନ ଦ୍ଵାରା ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ‘ଏସବିଆଇ ସଞ୍ଜୀବନୀ’କୁ ଷ୍ଟେଟ ବ୍ଯାଙ୍କ ଫାଉଣ୍ଡେସନ ପରିଚାଳନା ନିର୍ଦେଶକ ଶ୍ରୀ ସଞ୍ଜୟ ପ୍ରକାଶ ଲୋକାର୍ପିତ କରିଛନ୍ତି ।ଷ୍ଟେଟ...

ଭୁବନେଶ୍ୱରରେ ଅତ୍ୟାଧୁନିକ ଆୟୁଷ ଦୀକ୍ଷା କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଭୁବନେଶ୍ୱରରେ ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ...

ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜେଏସପି ଫାଉଣ୍ଡେସନ ଦ୍ବାରା ୪୨୫୪ ଜଣ ବାଳିକା ଓ ମହିଳାଙ୍କୁ ଯଶସ୍ୱୀ ବୃତ୍ତି ପ୍ରଦାନ

ଯଶସ୍ଵୀ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଆର୍ଥିକ ସହାୟତା ପାଇବା ନିମନ୍ତେ ଚୟନ କରାଯାଇଥିବା ବାଳିକା ଓ ମହିଳା ମାନଙ୍କ ମଧ୍ୟରୁ ୨୬୮୯ ଜଣ ଓଡ଼ିଶାର ବାସିନ୍ଦା  ୨୦୨୨ରେ...

୪୧ତମ ଓଡ଼ିଶା ମେଟାଲି ଫେରସ ଖଣି ସୁରକ୍ଷା ସପ୍ତାହ ଅନୁଷ୍ଠିତ

ଭୁବନେଶ୍ୱର/ବଡ଼ବିଲ, ଜାନୁଆରୀ ୨୦, ୨୦୨୪ : ୪୧ତମ ଓଡ଼ିଶା ମେଟାଲିଫେରସ ଖଣି ସୁରକ୍ଷା ସପ୍ତାହର ଅନ୍ତିମ ଦିବସର ଉତ୍ସବ କେଉଁଝର ଜିଲ୍ଲାର ସେଂଟ୍ରାଲ ଗ୍ରାଉଣ୍ଡ, ଏସଏମପିଏଲ, ସୋୟାବ୍ଲି,...

ବଡ଼ବିଲ ଏସଜେଏସପିଏଲ କପ କ୍ରିକେଟ ଟୁର୍ଣ୍ଣାମେଂଟ ୨୦୨୪ ଉଦଘାଟିତ

ବଡ଼ବିଲ:(ପ୍ରବାହ ନିୟୂଜ) ପିଏଚଡ଼ି ସ୍ଥିତ ଖେଳ ପଡ଼ିଆରେ ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ କମ୍ପାନୀ ପକ୍ଷରୁ ଗତ ୨୦.୦୧.୨୦୨୪ ତାରଖରୁ ଏହି ତୁର୍ଣ୍ଣାମେଂଟ ଆରମ୍ଭ...

କାର ନଈ ପୋଲ ରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବଡ଼ବିଲ: ବଲାଣି ଥାନା ଅନ୍ତର୍ଗତ ବଡ଼ବିଲ-ବଲାଣି ମୁଖ୍ୟ ରାସ୍ତା, ଗ୍ରେଉଅଲ କାରଖାନା ନିକଟ ପୋଲ ରୁ ଗତ ୨୦.୦୧.୨୦୨୪ ତାରିଖ ଦିନ ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କ...

ନିଲଦୀ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ

ବଡ଼ବିଲ: ବଡ଼ବିଲର ଅଗ୍ରଣୀ ଓଡ଼ିଆ ଅନୁଷ୍ଠାନ 'ନୀଳାଦ୍ରି' ତାର ନବମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳନ କରିଛି। ଗତ ୧୫ ତାରିଖ ମକର ସଂକ୍ରାନ୍ତି ଦିନ, ପିଏଚଡ଼ି...