ଆମରାଜ୍ୟ

ବର୍ଷିପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ଶୋକ

ବ୍ରହ୍ମପୁର, : ଓଡ଼ିଶାର ବର୍ଷିୟାନ ରାଜନେତା, ପୂର୍ବତନ ମନ୍ତ୍ରୀ ଡ଼ା. ଦାମୋଦର ରାଉତଙ୍କ ବିୟୋଗରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଗଭୀର ଶୋକ...

ନିର୍ବାଚନୀ ବଣ୍ଡ୍‌ ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ ଆୟୋଗ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ପାଳନ କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନିର୍ବାଚନୀ ବଣ୍ଡ୍‌ ସଂକ୍ରାନ୍ତ ତଥ୍ୟକୁ ଆଜି ଭାରତୀୟ ନିର୍ବାଚନ ଆୟୋଗ ‘‘ଯଥା...

ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ

ସୋନିପତ, : ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍...

ମଝି ଆକାଶରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ କିମ୍‌ସ ଡାକ୍ତର

ଭୁବନେଶ୍ୱର,୧୮ା୩: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଭୁବନେଶ୍ୱରର ହୃଦ୍‌ରୋଗ ବିଶେଷଜ୍ଞ ଡା ଅଶୋକ କୁମାର ବଡ଼ମାଳି ମଝି ଆକାଶରେ ବଞ୍ଚାଇଛନ୍ତି ଜଣେ ମହିଳାଙ୍କ ଜୀବନ।...

ପ୍ରବାହର ୧୭ତମ ସ୍ୱନକ୍ଷତ୍ର ଉତ୍ସବ

ଗଣମାଧ୍ୟମ ସାଧାରଣ ଲୋକଙ୍କ ସ୍ୱର ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଗଣମାଧ୍ୟମ ସାଧାରଣ ଲୋକର ସ୍ୱର । ସରକାରଙ୍କର ପ୍ରତ୍ୟେକ ଜନହିତକାର ଯୋଜନାକୁ ସମାଜର ତଳସ୍ତରରେ ଥିବା ଲୋକ...

ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ତା ୧୬ା୩ା୨୦୨୪ : ଗଣତନ୍ତ୍ରରେ ମତଦାନ ସାବ୍ୟସ୍ତ କରି ନିଜ ସରକାର ବାଛିବା ନାଗରିକଙ୍କର କର୍ତ୍ତବ୍ୟ । କିନ୍ତୁ ଅନେକ ଲୋକ ମତଦାନ...

ଗ୍ରାମୀଣ ଓଡ଼ିଶାରେ ଏସଟିଇଏମ ଶିକ୍ଷାର ବିକାଶ ଲାଗି କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦଘାଟନ କରିଛି

ଲାଞ୍ଜିଗଡ଼, କଳାହାଣ୍ଡିଜିଲ୍ଲା, ଓଡ଼ିଶା, ୧୬.୦୩.୨୪: ବେଦାନ୍ତଲିମିଟେଡ, ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡଆଲୁମିନାଉତ୍ପାଦନକାରୀ ମିନିସାଇନ୍ସସେଣ୍ଟ ର୍ଉଦଘାଟନ କରିଛି । ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀକୁ ସାହାଯ୍ୟ କରିବା ଓ...

କନ୍ଧମାଳ ସଂସଦୀୟ କ୍ଷେତ୍ରର ୧୦ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) :୧୫ ।୩: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ କନ୍ଧମାଳ...

ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ...

କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ବିଶ୍ୱ କିଡ୍‌ନୀ ଦିବସ ପାଳିତ

କଳିଙ୍ଗନଗର,(ପ୍ରବାହ ନ୍ୟୁଜ୍‌) : ମାର୍ଚ୍ଚ ୧୫, ୨୦୨୪: ବିଶ୍ୱ କିଡ୍‌ନୀ ଦିବସ ଅବସରରେ କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ କିଡ୍‌ନୀ ଚିକିତ୍ସା ସମ୍ପର୍କରେ ଏକ ସଚେତନତା...

ଏସ୍‌ବିଆଇ ଲାଇଫ୍ ସ୍ପେଲ୍ ବି ସିଜନ୍‌-୧୩ରେ ମୁମ୍ବାଇର ରାୟନ ନବୀଦ ସିଦ୍ଦିକିଙ୍କୁ “ସ୍ପେଲ୍ ମାଷ୍ଟର ଅଫ୍ ଇଣ୍ଡିଆ’ ଟାଇଟଲ୍‌

ଭୁବନେଶ୍ୱର:(ପ୍ରବାହ ନ୍ୟୁଜ୍‌) : ଭାରତର ସବୁଠୁ ସମ୍ମାନଜନକ ବନାନ ପ୍ରତିଯୋଗିତା ଏସବିଆଇ ଲାଇଫ୍ ସ୍ପେଲ୍ ବିର ସିଜନ୍ ୧୩ର ଗ୍ରାଣ୍ଡ ଫିନାଲେ ମିର୍ଚି ସହଯୋଗରେ ମୁମ୍ବାଇରେ ଅନୁଷ୍ଠିତ...

ମହିଳା ଦିବସ: ବେଦାନ୍ତ ଆଲୁମିନିୟମ୍ ସମ୍ପ୍ରଦାୟ ଗୁଡିକରେ ଉତମ ଭବିଷ୍ୟତକୁ ପ୍ରୋତ୍ସାହିତ କରିଛି

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ୧୨ ମାର୍ଚ୍ଚ ୨୦୨୪: ଆଲୁମିନିୟମର ଭାରତର ବୃହତମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଚଳିତ ବର୍ଷ ଅନଲାଇନ୍ ଏବଂ ଅନ-ଗ୍ରାଉଣ୍ଡ୍ ପଦକ୍ଷେପଗୁଡ଼ିକର ମିଶ୍ରଣ ମାଧ୍ୟମରେ...

କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ଗୋଟିଏ ଫୁଲ କୋଟିଏ କଥା’

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ତା ୧୨ା୩ : କେରଳରେ ମାର୍ଚ୍ଚ ୧୭ ତାରିଖରେ ଅନୁଷ୍ଠିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରତିଯୋଗିତାରେ ସଂସ୍କୃତି ଓ ସଂସ୍କୃତି ନିବେଦିତ, ଦିଲ୍ଲୀପ...

ସରପଞ୍ଚଙ୍କ ବଢ଼ିଲା ଭତ୍ତା

ବ୍ରହ୍ମପୁର,(ପ୍ରବାହ ନ୍ୟୁଜ୍‌) :୧୨/୩: ଡିସେମ୍ବର ଶେଷ ସୁଦ୍ଧା ଦାବି ପୂରଣ ନେଇ ସରକାର ସରପଞ୍ଚମାନଙ୍କ ଆନ୍ଦୋଳନ ସମୟରେ ପ୍ରତିଶୃତି ଦେଇଥିଲେ ସୁଦ୍ଧା ଜାନୁୟାରୀ ମାସରେ କେବଳ ବିଡିଓଙ୍କ...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ ଲୋକାର୍ପଣ

କଲରାବାଙ୍କ,(ପ୍ରବାହ ନ୍ୟୁଜ୍‌) :୧୨ ।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଲରାବାଙ୍କଠାରେ ନବନିର୍ମିତ କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସପିଟାଲର ଉଦ୍‍ଘାଟନ କରିବା ସହ କଲରାବାଙ୍କ ସ୍ମାର୍ଟ ଗ୍ରାମର...