ଆମରାଜ୍ୟ

ବେଦାନ୍ତ ଆଲୁମିନିୟମ୍ପ ପରିବେଶ ଏବଂ ଶକ୍ତି ଉତ୍କର୍ଷତା ପାଇଁ ଏକାଧିକ ପୁରସ୍କାର ଲାଭ କରିଛି                           

ଭୁବନେଶ୍ୱର ଏବଂ ନୂଆଦିଲ୍ଲୀ: ଆଲୁମିନିୟମର ଭାରତର ବୃହତ୍ତମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, କାଲାହାଣ୍ଡି ଜିଲ୍ଲାର ଲାନଜିଗଡରେ ଥିବା ଆଲୁମିନା ରିଫାଇନାରୀ ୟୁନିଟ୍ ପାଇଁ ସମ୍ମାନଜନକ କାଲିଙ୍ଗା ଏନର୍ଜି...

ଅସହାୟର ସାଥି ସ୍ବେଛାସେବୀ ସଂଗଠନ ତରଫରୁ ରକ୍ତଦାନ ଶିବିର

ଯାଜପୁର : ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ " ଅସହାୟର ସାଥି " ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର...

ସାମ୍ବାଦିକଙ୍କୁ ହତ୍ୟା ଧମକ ଉପରୁ ହଟିଲା ପରଦା

ହାଟଡିହୀ : ଆନନ୍ଦପୁର ଉପଖଣ୍ଡର କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କୁ ଫୋନ୍‌ରେ ହତ୍ୟା ଧମକ ଦିଆଯାଇଥିଲା। ଏନେଇ ସମ୍ପୃକ୍ତ ସାମ୍ବାଦିକ ଜଣକ ତାଙ୍କ ଜୀବନ ପ୍ରତି ବିପଦ ଥିବା...

ନିଜ ଘରେ ସେକ୍ସ ରାକେଟ୍ କାରବାର, ଦୁଇ ରୁପଜିବି ସମେତ ମୋଟ୍ ଚାରି ଗିରଫ

ଅନୁଗୁଳ : ବିଭିନ୍ନ ସ୍ଥାନରୁ ଯୁବତୀଙ୍କୁ ଆଣି ଘରେ ରଖୁଥିଲେ ମହିଳା ଆଉ ତାଙ୍କ ସ୍ବାମୀ ବାହାରି ପଡୁଥିଲେ ଗ୍ରାହକ ସନ୍ଧାନରେ ପରେ ପତି-ପତ୍ନୀ ମିଶି ନିଜ...

ନୟାଗଡ଼ରେ ଭୂତ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମିଳୁଛି ଭତ୍ତା : ସନ୍ଦେହ ଘେରରେ ସାମାଜିକ ସୁରକ୍ଷା ଅଧିକାରୀ ଓ ଡାଟା ଏଣ୍ଟ୍ରି ଅପରେଟର

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ମାଳ ମାଳ ଭୂତ ଭତ୍ତା ହିତାଧିକାରୀଙ୍କୁ ନେଇ ଜିଲ୍ଲା ପ୍ରଶାସନ ଅଡୁଆରେ ପଡ଼ିଛି। ଜଣେ କି ଦୁଇଜଣ ନୁହଁ ଶହ ଶହ...

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ସେବା ସପ୍ତାହ ପାଳିତ 

ଦାନଗଦୀ : ଆଜି ଦାନଗଦି ବ୍ଲକ ଅନ୍ତର୍ଗତ ମାନତୀରା ଗ୍ରାମ ରେ ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏହି...

ଅଚାନକ ମେଡିକାଲ ପରିଦର୍ଶନ କଲେ ବିଧାୟକ

ହାଟଡିହି : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଧାୟକ ଅଭିମନ୍ୟୁ ସେଠି ରବିବାର ଅଚାନକ ଭାବେ ହାଟଡିହି ବ୍ଲକ ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ...

ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀ ମନୋଜ ଆହୁଜାଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, ଶ୍ରୀ ମନୋଜ ଆହୁଜା ଆଜି ଅପରାହ୍ଣରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ...

ଋଷିକୂଲ୍ୟାଙ୍କ୍‌ତଦୀର ସୁରକ୍ଷା ପାଇଁ ପିପଳପଙ୍କା ପ୍ରକଳ୍ପ ପ୍ରତ୍ୟାହାର ହେଉ

ମୁଖ୍ୟମନ୍ତ୍ରୀଙ୍କୁ ଙ୍କ୍‌ତିବେଦଙ୍କ୍‌ତ କଲା ଋଷିକୂଲ୍ୟା ବଞ୍ଚାଅ କ୍ରିୟାଙ୍କ୍‌ତୁଷ୍ଠାଙ୍କ୍‌ତ କମିଟି ବ୍ରହ୍ମପୁର : ଗଞ୍ଜାମ ଜୀବଙ୍କ୍‌ତଧାରା ଭାବେ ବିବେଚିତ ହେଉଥିବା ଋଷିକୂଲ୍ୟା ଙ୍କ୍‌ତଦୀର ଉପର ମୁଣ୍ଡରେ ପିପଳପଙ୍କା ପ୍ରକଳ୍ପ...

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସେହି ଦିନ ଉପନୀତ, ଯାହା ପାଇଁ ଆମେ ଫେବୃଆରୀ ମାସ ଠାରୁ ପ୍ରତୀକ୍ଷାରତ ଥିଲୁ । ମୁଁ ‘ମନ୍...

ପୁନଃଉଦ୍ଧାର ବଦଲରେ ସଙ୍କୁଚିତ ହେଉଛି ମହାରାଣୀ ସାଗର

ବଲାଙ୍ଗିର - ବଲାଙ୍ଗିର ମହାରାଣୀ ସାଗର ପୋଖରୀରେ ବହୁତ ଲୋକ ନିର୍ଭର କରନ୍ତି । ବଡ ପୋଖରୀ ଏବଂ ପାଣି ଭଳରହେ ବୋଲି । ଗଲା ଆର୍ଥିକ...

କିସ୍‍ର ସୁରକ୍ଷା ପାଇଁ ବାହାରିଲେ ଜନଜାତି

ଭୁବନେଶ୍ୱର : କିସ୍‍କୁ ଲଗାତାର ବଦନାମ କରାଯାଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ଭୟଭୀତ । ଗ୍ରୀଷ୍ମ ଛୁଟି ପରେ ସ୍କୁଲ୍‍ ଖୋଲିବା ପୂର୍ବରୁ କିସ୍‍ର ଛାତ୍ରଛାତ୍ରୀ...

ସୂଚନା ଓ ଲୋକସମ୍ଭର୍କ ବିଭାଗରେ ଅବସରକାଳୀନ ସଞ୍ଚର୍ଦ୍ଧନା ସଭା

ଭୁବନେଶ୍ୱର, ଆଜି ସୂଚନା ଓ ଲୋକସମ୍ଭର୍କ ବିଭାଗରେ ବିଶ୍ୱନାଥ ସ୍ୱାଇଁଙ୍କୁ ବିଦାୟକାଳୀନ ସଞ୍ଚର୍ଦ୍ଧନା ଜ୍ଞା ପନ କରା୩⁄୪ାଇଛି ।ଲୋକସମ୍ଭର୍କ ଭବନର ସ୧⁄୪ିଳନୀ କକ୍ଷରେ ଆୟୋଜିତ ସଞ୍ଚର୍ଦ୍ଧନା ସଭାରେ...

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ଜେଏସପି ଫାଉଣ୍ଡେସନ ନିକ୍ଷୟ ମିତ୍ର ରୂପେ  ପଞ୍ଜିକୃତ

 ଅନୁଗୁଳ :  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ସାମାଜିକ ଦାୟିତ୍ୱବୋଧ ଶାଖା ଜେଏସପି ଫାଉଣ୍ଡେସନ ନିକ୍ଷୟ ମିତ୍ର ରୂପେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ ରେ...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଥେରୁବାଲି-ଟିଟିଲାଗଡ଼-ସମ୍ବଲପୁର ଏବଂ ସମ୍ବଲପୁର-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି-ଜରପଡା ରେଳ ସେକ୍ସନ ନିରୀକ୍ଷଣ

ଭୁବନେଶ୍ୱର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଦୁଇଦିନିଆ ସମ୍ବଲପୁର ରେଳ ମଣ୍ଡଳ ଗସ୍ତରେ ଯାଇ ଥେରୁବାଲି-ଟିଟିଲାଗଡ଼-ସମ୍ବଲପୁର ଏବଂ ସମ୍ବଲପୁର-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି-ଜରପଡା ରେଳ...