“ଇଣ୍ଡିଆ ବୁକ ଅଫ ରେକର୍ଡସ”ର ଅଧିକାରୀ ପ୍ରଫେସର ଉଦୟନାଥ ସାହୁ
ନୂଆଦିଲ୍ଲୀ /ଭୁବନେଶ୍ୱର -ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଭାରତୀୟ ଭାଷା କେନ୍ଦ୍ରରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଓଡ଼ିଆ "ଆଦି ସାରଳା ଦାସ ଚେୟାର"ର ପ୍ରଫେସର ଉଦୟନାଥ...
ନୂଆଦିଲ୍ଲୀ /ଭୁବନେଶ୍ୱର -ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଭାରତୀୟ ଭାଷା କେନ୍ଦ୍ରରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଓଡ଼ିଆ "ଆଦି ସାରଳା ଦାସ ଚେୟାର"ର ପ୍ରଫେସର ଉଦୟନାଥ...
ଝାରସୁଗୁଡ଼ା, ୯ ସେପ୍ଟେମ୍ବର ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦ ନିର୍ମାତା ସ୍ଥାନୀୟ ଗୋଷ୍ଠୀଙ୍କୁ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ପାଇଁ ସାକ୍ଷରତା...
ପ୍ରବାହ ନିୟୂଜ:୦୯.୦୯.୨୦୨୨ ଗୁରୁ ଦିବସ ଅବସରରେ ଆଜି ମାନବ ପ୍ରେମୀ ସେବା ଟ୍ରଷ୍ଟ, ଚମକପୁର ଓ ଟାଟା ଷ୍ଟିଲ ଲଙ୍ଗ୍ ପ୍ରଡକ୍ଟ ଲିମିଟେଡ୍, ବିଲେଇପଦାଙ୍କ ମିଳିତ ସହଯୋଗରେ...
ଯପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଆୟୋଜିତଯ ଭୁବନେଶ୍ୱର, ସେପ୍ଟେମ୍ବର ୦୯, ୨୦୨୨: ମହାକାଶ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚିହ୍ନଟ ଓ ପ୍ରସାର ଲକ୍ଷ୍ୟରେ ଆୟୋଜିତ...
ଖୋର୍ଦ୍ଧା : ୯/୯ ( ପ୍ରବାହ ନିଉଜ୍ ) ଖୋର୍ଦ୍ଧା ସହର ଏବଂ ଏହାର ଆଖପାଖ ଅଞ୍ଚଳ ଠାରୁ ନେଇ ଭୁବନେଶ୍ବର ଉପକଣ୍ଠ ଯାଆଁଳା, ଛତାବର, ମେଣ୍ଢାଶାଳ...
୪୭୭ ଜଣ ଛାତ୍ରଛାତ୍ରୀ ଉପକୃତ ଯୋଡ଼ା, ସେପ୍ଟେମ୍ବର ୦୮, ୨୦୨୨: ଟାଟା ସ୍ୱେଚ୍ଛାସେବୀ ସପ୍ତାହ ପାଳନର ଅଂଶସ୍ୱରୁପ ଟାଟା ଷ୍ଟିଲ ପକ୍ଷରୁ ବୁଧବାର ଦିନ ଯୋଡ଼ାସ୍ଥିତ ଦୁଇଟି...
୦୮:୦୯:୨୦୨୨ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ କ୍ଷସନା ଓଡ଼ିଶା ଉପକୂଳର ଚାନ୍ଦିପୁର ସ୍ଥିତ ସମନିିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁକୁଇକ୍ରିଆକ୍ସନ୍ ସକ୍ଷଫେସ୍ ଟୁଏୟାର...
ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ପକ୍ଷରୁ ବ୍ରହ୍ମପୁରରେ ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ...
ଆର୍ଥିକ ବର୍ଷ-୨୨ରେ ନିର୍ଦ୍ଧାରିତ ପରିମାଣର ଜଳ ବିନଯୋଗକୁ ୧୧% କମ କରିଛି ଝାରସୁଗୁଡ଼ା, ୬ ସେପ୍ଟେମ୍ବର ୨୦୨୨: ଭାରତରେ ଆଲୁମିନିୟମ ସ୍ମେଲଟର ମଧ୍ୟରେ ବୃହତ ଆଲୁମିନିୟମ ଉତ୍ପାଦକ...
ବେଙ୍ଗାଲୁର: ପ୍ରବଳ ବର୍ଷା ହେତୁ ଖୁବ୍ ଜୋର୍ରେ ପ୍ରଭାବିତ ହୋଇଛି ‘ସିଲିକନ୍ ଭ୍ୟାଲି’ ବେଙ୍ଗାଲୁର। ବର୍ଷା ହେତୁ ଚାରିଆଡ଼େ ପାଣି ଜମି ଘର, ଆପାର୍ଟମେଣ୍ଟ୍ କମ୍ପ୍ଲେକ୍ସ, ଟ୍ରାଫିକ୍ ଆଦି...
ଉଭୟ ପୁରସ୍କାର ଟିଏସ୍ଏମ୍ଏଲ୍ର ଉଚ୍ଚମାନର ଦୀର୍ଘସ୍ଥାୟୀ ପଦକ୍ଷେପକୁ ପ୍ରଦର୍ଶିତ କରୁଛି ଭୁବନେଶ୍ୱର, ସେପ୍ଟେମ୍ବର ୨, ୨୦୨୨: ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଆଜି ଫେଡରେସନ୍ ଅଫ୍...
ଭୁବନେଶ୍ୱର: ଟିପିସିଓଡିଏଲ୍-ଦକ୍ଷତା ବିକାଶ କେନ୍ଦ୍ର (ଏସ୍ଡିସି) ହେଉଛି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବିଦ୍ୟୁତ ବିତରଣ କ୍ଷେତ୍ରରେ ନୂତନ ପ୍ରଥାକୁ ନେଇ ଦକ୍ଷତା...
ଯୋଡା: ୩/୯(ପ୍ରବାହ ନିଉଜ) ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା ଦୁର୍ଦ୍ଦଶାର କରୁଣ ଚିତ୍ର । ଗାଁକୁ ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ।...
ନୂଆଦିଲ୍ଲୀ, ୩ ସେପ୍ଟେମ୍ବର,୨୦୨୨- ଅଦିଦାସ ଆର୍ଜେଂଟିନା, ଜର୍ମାନି, ଜାପାନ, ମେକ୍ସିକୋ ଓ ସ୍ପେନର ଜାତୀୟ ଦଳ ପାଇଁ ସୃଷ୍ଟି ହୋଇଥିବା ହୋମ ଏବଂ ଆୱେ ଫେଡେରେସନ କିଟ...
ଭୁବନେଶ୍ବର : ରାଜ୍ୟର ପାଞ୍ଚଟି ମୁନିସପାଲ ନିଗମରେ ଜଳ ପ୍ରଦୂଷଣର ଯାଞ୍ଚ କରିବା ଲାଗି ଡ୍ରେନ୍, ସ୍ବେରେଜ୍ ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଅଡିଟ୍ କରିବାକୁ ମହାଲେଖା...