ବେଦାନ୍ତ ଆଲୁମିନିୟମ ଭାରତର ଶକ୍ତି ଲକ୍ଷ୍ୟକୁ ପୂରଣ କରିବା ସହିତ ଆର୍ôଥକବର୍ଷ ୨୫ରେ ୧.୫୭ ବିଲିୟନ ୟୁନିଟ୍ ସବୁଜ ଶକ୍ତି ବ୍ୟବହାର କରିଛି
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଘୋଷଣା କରିଛି ଯେ ଏହା ଆର୍ôଥକ ବର୍ଷ ୨୫ରେ ୧.୫୭ ବିଲିୟନ ୟୁନିଟ୍...
