ମସ୍କୋ ଉଷୁ ଷ୍ଟାର୍ସ ୨୦୨୩ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ”ରେ ସ୍ୱର୍ଣ୍ଣ ପଦକ ବିଜୟିନୀ କୁମାରୀ ଶ୍ଵେତା ରାଣୀ ମହନ୍ତଙ୍କୁ ସମ୍ବର୍ଦ୍ଧିତ କରିଛି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର
ଯୋଡା/ବଡ଼ବିଲ: ଶ୍ରୀ ପୁରୁଷୋତ୍ତମ ଏମ୍ ଡି, ୟୁନିଟ୍ ମୁଖ୍ୟ, ଜେଏସପି ପେଲେଟ୍ ପ୍ଲାଣ୍ଟ, ଯୋଡା-ବଡ଼ବିଲ ଅଞ୍ଚଳର ଉଦୟମନ କ୍ରୀଡ଼ା ପ୍ରତିଭା, କୁମାରୀ ଶ୍ଵେତା ରାଣୀ ମହନ୍ତଙ୍କୁ, “ମସ୍କୋ...