ସ୍ପେସିଆଲ ରିପୋର୍ଟ୍

“ଇଣ୍ଡିଆ ବୁକ ଅଫ ରେକର୍ଡସ”ର ଅଧିକାରୀ ପ୍ରଫେସର ଉଦୟନାଥ ସାହୁ

ନୂଆଦିଲ୍ଲୀ /ଭୁବନେଶ୍ୱର -ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଭାରତୀୟ ଭାଷା କେନ୍ଦ୍ରରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା  ଓଡ଼ିଆ "ଆଦି ସାରଳା ଦାସ  ଚେୟାର"ର ପ୍ରଫେସର ଉଦୟନାଥ...

ଆନ୍ତର୍ଜାତିକ ସାକ୍ଷରତା ଦିବସ: ବେଦାନ୍ତ ଆଲୁମିନିୟମ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସ୍ଥାନୀୟ ଗୋଷ୍ଠୀକୁ ସଶକ୍ତ କରୁଛି

ଝାରସୁଗୁଡ଼ା, ୯ ସେପ୍ଟେମ୍ବର ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦ ନିର୍ମାତା ସ୍ଥାନୀୟ ଗୋଷ୍ଠୀଙ୍କୁ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ପାଇଁ ସାକ୍ଷରତା...

ଉତ୍କଳ ଆଲୁମିନା ପକ୍ଷରୁ ସହରାଞ୍ଚଳରେ ନିରାପତ୍ତା ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର/ଟିକିରି: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ତାହାର ଚତୁର୍ପାଶ୍ୱର୍ରେ ବାସ କରୁଥିବା ଜନସାଧାରଣ ଓ...

ଓଡିଶା ଉପକୁଳରୁ ଭୂପଷ୍ଠୃ ରୁ ଆକାଶକୁପ୍ରକ୍ଷକ୍ଷପଣ କ୍ଷେଉଥିବା କୁଇକ ରିଆକ୍ସନ ମିଶାଇଲ ବ୍ୟବସ୍ଥାକୁ ସଫଳତାର ସହ ପରୀକ୍ଷଣ କରିଛନ୍ତି ଡିଆରଡିଓ ଏବଂ ଭାରତୀୟ ସେନା

୦୮:୦୯:୨୦୨୨ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ କ୍ଷସନା ଓଡ଼ିଶା ଉପକୂଳର ଚାନ୍ଦିପୁର ସ୍ଥିତ ସମନିିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁକୁଇକ୍‍ରିଆକ୍ସନ୍ ସକ୍ଷଫେସ୍ ଟୁଏୟାର...

ଗଣେଶ ପୂଜାକୁ ନେଇ ଝଲସୁଛି ଜଟଣୀ ସହର: ଦୁଇଶହରୁ ଉର୍ଦ୍ଧ୍ବ ମଣ୍ଡପରେ ବିରାଜିଲେ ଗଜାନନ

ଜଟଣୀ: ୨/୯(ପ୍ରବାହ ନିୟୁଜ୍) ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ପବିତ୍ର ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଣପତିଙ୍କର ପୂଜା...

ଏବେଠୁ ୟୁଜର ଟ୍ୱିଟ୍‌କୁ କରିପାରିବେ ଏଡିଟ୍

ନୂଆଦିଲ୍ଲୀ : ଟ୍ୱିଟ୍‌କୁ ଆଗାମୀ ଦିନରେ ଏଡିଟ୍ କରାଯାଇ ପାରିବ। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟରକୁ ଲୋକମାନେ ବହୁମାତ୍ରାରେ ବ୍ୟବହାର କରୁଛନ୍ତି। ବିଶିଷ୍ଟ ବ୍ୟକ୍ତି ଏବଂ ସରକାରୀ ସଂସ୍ଥା...

ଆସୁଛି ଆଉ ଏକ ଲଘୁଚାପ, ସକ୍ରିୟ ହେବ ମୌସୁମୀ

ଭୁବନେଶ୍ବର : ଦୀର୍ଘ ଦିନର ବିରତି ପରେ ପୁଣି ଥରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବାକୁ ଯାଉଛି। ଆସନ୍ତା ୭ ତାରିଖ ଆଡ଼କୁ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ...

୧୯ ଜିଲ୍ଲା ରେ ମାନ୍ଦା ପଡ଼ିଯିବ ଗଣେଶ ପୂଜା

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରଭାବରେ ଦିନର ତାପମାତ୍ରାରେ ବୃଦ୍ଧି ତଥା ଉଚ୍ଚ ଆଦ୍ରତା ପ୍ରଭାବରେ ଅସହ୍ୟ ଗୁଳୁ-ଗୁଳି ଅନୁଭୂତ ହେଉଛି। ତେବେ. ଏହାର ପ୍ରଭାବରେ...

କିଟ୍‍ ଓ କିସରେ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ

ଭୁବନେଶ୍ୱର, ୨୯ ।୮: କିଟ୍‍ ଓ କିସ୍‍ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍‍ ଷ୍ଟାଡିଅମଠାରେ ଆୟୋଜିତ କାର୍ଯ୍ୟକ୍ରମରେ...

DYFI ର ବ୍ରହ୍ମପରୁ RDC ଅଫିସ ସମ୍ମୁଖରେ ବିକ୍ଷୋଭ

ସମସ୍ତ ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ,ଫିଜିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ଦିଅ ଏବଂ ସୈନ୍ୟବାହିନୀରେ ଖାଲିଥିବା 2 ଲକ୍ଷ ରୁ ଉର୍ଦ୍ଧ୍ବ ପଦବୀ ପୂରଣ...

ସହର ବିଭିନ୍ନ ସମସ୍ୟାଙ୍କୁ ନେଇ କମିଶନରକୁ ଏକ ଦାବି ପତ୍ର ପ୍ରଦାନ:ବିଜେପି

ବ୍ରହ୍ମପୁର ତା 23/8 (ଅନନ୍ତ ଆପଟ ) ସହର ବିଭିନ୍ନ ସମସ୍ୟା ନେଇ ବିଜେପି ପୂର୍ବତନ ଜିଲ୍ଲା ସଭାପତି କାହୁ ଚରଣ ପତିଙ୍କ ନେତୁତ୍ବରେ ମହାନଗର ନିଗମ...

ବ୍ରହ୍ମପୁର ବଡ଼ ମେଡିକାଲ MKCGରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ପ୍ଲାଷ୍ଟିକ ସର୍ଜରୀ ୱାର୍ଡରୁ ଘଟିଛି ଅଗ୍ନିକାଣ୍ଡ । ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀକୁ ଡାକିଛନ୍ତି ଅଧୀକ୍ଷକ । ୱାର୍ଡରୁ ଧୂଆଁ ବାହାରିବାରୁ ରୋଗୀ...

ମାଓ ଅଧୂଷ୍ୟୁତ ନିୟମଗିରି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

କଲ୍ୟାଣସିଂହପୁର: ୨୬/୮(ପ୍ରବାହ ନିଉଜ) ନିୟମଗିରି ଅଞ୍ଚଳକୁ ମାଓଗଡ କୁହାଯାଉଥିବା ବେଳେ ଆଜି  ଦେଖିବାକୁ ମିଳିଛି ମାଓ ବିରୋଧୀ ପୋଷ୍ଟର।  ମାଓବାଦୀଙ୍କୁ ବିରୋଧ କରି ନିଜର ଅସନ୍ତୋଷ ପ୍ରକାଶ...

ଆଖି ଡୋଳାରେ ତ୍ରିରଙ୍ଗା ଆଙ୍କିଲେ ଯୁବକ

ଚଳିତବର୍ଷ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଦେଶପ୍ରୀତି ପ୍ରଦର୍ଶନ ପୂର୍ବକ ଏହାର ସଚେତନତା ସୃଷ୍ଟି ପାଇଁ...

ମ୍ୟାଲେରିଆ ,ଡେଙ୍ଗୁ ,ଡାଇରିଆ ଓ କୋଭିଡି-୧୯ ମୁକ୍ତ ଗ୍ରାମ ପାଇଁ ଇମ୍ଫା ର ବଂଶିଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ଦ୍ବାରା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ।

ରାୟଗଡ଼ା: ୦୪/୦୮(ନି. ପ୍ର):- “ଯତ୍ନଶୀଳ ମନୁଷ୍ୟ ହିଁ ସର୍ବୋକୃଷ୍ଠ ସୁରକ୍ଷା” ଏହାକୁ ପ୍ରମାଣିତ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଛନ୍ତି ଥେରୁବାଲି ସ୍ଥିତ ଇମ୍ଫା କମ୍ପାନୀ । ...