ସ୍ପେସିଆଲ ରିପୋର୍ଟ୍

ସଡ଼କ ସୁରକ୍ଷା ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ର ସାଇକେଲ ସଚେତନତା ରାଲି

ଖୋର୍ଦ୍ଧା : ୨୪/୦୧ (ପ୍ରବାହ ନିଉଜ୍) ଏ ବର୍ଷ ପ୍ରଥମ କରି ସଡ଼କ ସୁରକ୍ଷା ଉତ୍ସବ କୁ ସପ୍ତାହକ ବଦଳରେ ମାସ ଧରି ପାଳନ କରିବାକୁ ରାଜ୍ୟ...

ଉତ୍କଳ ଜନନୀ ର ସୁଯୋଗ୍ୟ ସନ୍ତାନ ବକ୍ସି ଜଗବନ୍ଧୁ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ଖୋର୍ଦ୍ଧା : ୨୪/୦୧(ପ୍ରବାହ ନିଉଜ୍) ସର୍ବ ଭାରତୀୟ ସ୍ତରରେ ଆଜି ୧୮୫୭ ର ପାଇକ ବିଦ୍ରୋହ ର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ୧୯୨ ତମ ଶ୍ରାଦ୍ଧବାର୍ଷିକୀ ପାଳିତ...

କେଶରିୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ର ସାଙ୍ଗଠନିକ ବୈଠକ

ଭୁବନେଶ୍ୱର : ୧୭/୦୧ : କେଶରିୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଭୁବନେଶ୍ୱର ସ୍ଥିତ ଏକ ପ୍ରାଇଭେଟ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି...

ୟୌର୍ସହୋପ୍ ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନିତ

ଖୋର୍ଦ୍ଧା : ୧୫/୦୧ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ୟୌର୍ସ ହୋପ୍ ଫାଉଣ୍ଡେସନ ତରଫରୁ ଆଜି ଖୋର୍ଦ୍ଧା ସାମ୍ବାଦିକ ଭବନ ଗୃହରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରିବା...

ସାମ୍ବାଦିକଙ୍କ କଣ୍ଠରୋଧ ର ପ୍ରୟାସ, ଜୀବନରେ ମାରିଦେବାକୁ ଧମକ

ଖୋର୍ଦ୍ଧା : ପ୍ରାୟ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ସାମ୍ବାଦିକ ମାନଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ...

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

ଆଜି ଅପରାହ୍ନରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ୨୦ ଦିନ ଧରି ଏସସିବି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।...

ବିଗୁଡ଼ୁଛି କରୋନା ସଂକ୍ରମଣ ସ୍ଥିତି

ବଡ଼ମ୍ବାଗଡ଼, (ନି.ପ୍ର) : ଅନଲକ୍‌-୪ ପରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବିଗୁଡ଼ୁଥିବା ଦେଖାଯାଉଛି । ଗ୍ରାମାଞ୍ଚଳରେ ହେଉ କି ସହରାଞ୍ଚଳରେ ଯେଉଁଠି ବି ଗୋଟିଏ...

ମୁକ୍ତିର ଆନନ୍ଦ

ବୋଉ ରଖିଥିଲା ପଞ୍ଜୁରୀ ଭିତରେଦୁଇଗୋଟି ଶୁଆଶାରୀନିଇତି ସକାଳୁ ଶାରୀର କଣ୍ଠରୁଶୁଭୁଥିଲା ହରିହରି ।। (୧) ସରାଗରେ ମୁନି ଖାଇବାକୁ ଦିଏପିଜୁଳି ଓ ନାନା ଫଳକ୍ଷୀର ଭାତ ସଙ୍ଗେ...

ମୁସଲମାନ୍ ପ୍ରାଥୀଙ୍କର ୟୁପିଏସ୍‌ସି ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ସିଦ୍ଧାର୍ଥ ସ୍ୱରୂପ ଦାଶ ସଦ୍ୟ ପ୍ରକାଶିତ ୟୁପିଏସ୍‌ସ ୨୦୧୯-୨୦ ପରୀକ୍ଷାଫଳରେ ମୁସଲିମ୍ ଛାତ୍ରମାନେ ସଫଳତାର ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଯେଉଁଥିରେ ଗତବର୍ଷ ୨୮ ଜଣ...

ମୂର୍ତ୍ତି କାରିଗରଙ୍କ ଆଖିରେ ଲୁହ

ରାତି ପାହିଲେ ଗଣେଶ ପୂଜାକୌଳିକ ବୃତ୍ତି ଉପରେ ପଡ଼ିଛି କରୋନା ଛାଟଭଦ୍ରକ, (ପ୍ରବାହ ନ୍ୟୁଜ୍‌): ରାତି ପାହିଲେ ଗଣେଶ ଚତୁର୍ଥୀ । ଘରେ ଘରେ ପୂଜା ପାଇବେ...

ବିଦେଶୀ ସାମ୍ବାଦିକଙ୍କ ବିସ୍ଫୋରକ ତଥ୍ୟ ବିଶ୍ୱକୁ ବିନାଶ କରିବ ଚୀନ

ଆନ୍ଥ୍ରାକ୍ସଠୁ ଭୟଙ୍କର ଜୀବାଣୁ ଉପରେ ହେଉଛି ଗବେଷଣାନୂଅ ।ଦିଲ୍ଲୀ,(ଏଜେନ୍ସି): ବିଶ୍ୱକୁ କରୋନା ଭୂତାଣୁ ଦେଇ ସମୁଦାୟ ମାନବ ଜାତି ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିବା ଚୀନର ଏବେ...

କରୋନା ଯୋଦ୍ଧା ଅସୀମା

ପଞ୍ଚାୟତର ଘରେ ଘରେ ପରିଚିତ ଅସୀମା ଦିଦିୟଅଙ୍ଗନବାଡ଼ି କର୍ମୀ ଭାବେ ପ୍ରତିଟି ଘରେ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନାକୁ ଘରେଘରେ ପହଞ୍ଚାଇବା ସହ ଗର୍ଭବତୀ ତଥା...

ତୁମକୁ ଦେଖିଲା ପରେ

ପ୍ରିୟଦର୍ଶିନୀ ମହାନ୍ତିଶିକ୍ଷୟିତ୍ରୀଖୋର୍ଦ୍ଧା ତୁମକୁ ଦେଖିଲେ ଫୁଟିଉଠେ ମନେଆଶା ଯେତେ ଅସୁମାରୀ,ତୁମ ଆଗମାନେ ରାତି ଅନ୍ଧକାରଲାଗେ ମତେ ଦିନ ପରି । ତୁମ ହୃଦୟର ସ୍ପନ୍ଦନ ଶୁଣିଲେକବରରୁ ଯିବି...

You may have missed