କଳାସଂସ୍କୃତି

ଗଣେଶ ପୂଜାକୁ ନେଇ ଝଲସୁଛି ଜଟଣୀ ସହର: ଦୁଇଶହରୁ ଉର୍ଦ୍ଧ୍ବ ମଣ୍ଡପରେ ବିରାଜିଲେ ଗଜାନନ

ଜଟଣୀ: ୨/୯(ପ୍ରବାହ ନିୟୁଜ୍) ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ପବିତ୍ର ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଣପତିଙ୍କର ପୂଜା...

ପୁରୀର ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହ: ଆରମ୍ଭ ହେଲା ଖୋଦନ, ମିଳିଲା ଲୁହାଖଣ୍ଡ

ପୁରୀ: ପୁରୀର ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହ ଉପୁଜିବା ପରେ ସେଠାରେ ଖୋଦନ ଆରମ୍ଭ ହୋଇଥିବାର ଖବର ମିଳିଛି। ମାଜିଷ୍ଟ୍ରେଟ୍, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ,...

ଡାକ୍ତର ଅନ୍ନଦା ପ୍ରସନ୍ନ ଦାଶଙ୍କୁ କରୋନା ଯୋଦ୍ଧା ସମ୍ମାନ

ନୂଆପଡ଼ା:୧୫/୮(ପ୍ରବାହ ନିଉଜ୍) କରୋନା ମହାମାରୀ ସମୟରେ ନିଜର ଜୀବନ କୁ ବାଜି ଲଗାଇ କରୋନା ସଂକ୍ରମିତ ଙ୍କ ଠାରୁ ଆରମ୍ଭ କରି କରୋନା ରେ ସଂକ୍ରମିତ ହୋଇ...

ମାନସିଂବଜାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରରେ ସ୍ବାଧୀନତା ଦିବସ ପାଳନ

ବାଲେଶ୍ବର: ୧୫/୮(ପ୍ରବାହ ନିଉଜ୍) ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବାବରପୁତ୍ର ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ସବୁ ବର୍ଷ ପରି ଏ ବର୍ଷ...

ଚିତା ଲାଗି ଅମାବାସ୍ୟା ଓ ଆମ ଆରାଧ୍ୟ ଦେବତା ଜଗନ୍ନାଥ

ଶ୍ରାବଣମାସର ଅମାବାସ୍ୟା କୁ ଚିତା ଲାଗି ଅମାବାସ୍ୟା କୁହାଯାଇଥାଏ।ଏହି ଦିନ ଜଗତର ନାଥ ଜଗନ୍ନାଥଙ୍କ ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ମଥାରେ ସ୍ୱର୍ଣ୍ଣ ଅଳଙ୍କାର ଝଲସି ଉଠେ।...

ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟବାର୍ତ୍ତା ସୁସ୍ଥତା ପାଇଁ ଯୋଗ

ଖୋର୍ଦ୍ଧା : ୨୧/୦୬(ପ୍ରବାହ ନିଉଜ୍) : ପ୍ରକୃତି ସହ ମଣିଷ ଓ ମଣିଷର ମନ ସହ ଶରୀରର ମିଳନର ଏକମାତ୍ର ମାଧ୍ୟମ ହେଉଛି ଯୋଗାଭ୍ୟାସ । ପ୍ରାୟ...

ମୂର୍ତ୍ତି କାରିଗରଙ୍କ ଆଖିରେ ଲୁହ

ରାତି ପାହିଲେ ଗଣେଶ ପୂଜାକୌଳିକ ବୃତ୍ତି ଉପରେ ପଡ଼ିଛି କରୋନା ଛାଟଭଦ୍ରକ, (ପ୍ରବାହ ନ୍ୟୁଜ୍‌): ରାତି ପାହିଲେ ଗଣେଶ ଚତୁର୍ଥୀ । ଘରେ ଘରେ ପୂଜା ପାଇବେ...