ପ୍ରବନ୍ଧ

ବିପଦର ଅପପ୍ରଚାର

(ଭାରତରେ ସଂଖ୍ୟାଲଘୁଙ୍କ ଏକ ଜୀବନ୍ତ ଅନୁଭୁତି) ଭାରତ ଏକ ବିବିଧ ସାଂସ୍କୃତିକ, ପ୍ରତିସ୍ପର୍ଦ୍ଧା ସମ୍ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରଅଟେ ଏବଂ ଏହାର ଆନୁଷ୍ଠାନିକ ସଂରଚନରେ ମଧ୍ୟ ପ୍ରତିଫଳିତ ହୋଇଥାଏ...

କବୟତ୍ରି ରଶ୍ମିତା ଦାସଙ୍କର ପ୍ରଥମ ପୁସ୍ତକ “ଅନାବିଳ ଆକାଂକ୍ଷା”

ପ୍ରକୃତରେ ସାହିତ୍ୟ ଜୀବନ ଓ ଶୈଳୀ କୁ ସରଳ, ସରସ ଓ ସମୃଦ୍ଧ କରିବାରେ ସାହାଯ୍ୟ କରିଥାଏ । ଗତ ଅକ୍ଟୋବର ଏକ ତାରିଖ ଦିନ ଫକୀର...

ହିମାଳୟ ପର୍ବତ ର ବୟସ

ମୋର ବୟସ ହେଉ କି ଆପଣଙ୍କର ବୟସ କଥା ହେଉ ନିରୁପଣ କରିବା ସହଯ ସାଧ୍ୟ।କିନ୍ତୁ ହିମାଳୟ ପର୍ବତ ର ବୟସ ନିର୍ଧ୍ଧାରଣ କରିବା କଷ୍ଟସାଧ୍ୟ ହେଲେ...

ସତର୍କତା ସଚେତନତା ହିଁ କରୋନାର ବାର୍ତ୍ତାବହ ଜୟଶ୍ରୀ ପଟ୍ଟନାୟକ

କରୋନା ମହାମାରୀର ଆତଙ୍କରେ ଭୟଭୀତ ହୋଇ ସାହି, ପଡିଶା, ରାସ୍ତାଘାଟ ପ୍ରାୟ ଜନଶୂନ୍ୟ । କୋଉଠି କୋଉଠି ପାରା, ବୁଲା କୁକୁର, କାଉ , ବଣି ଓ...

ଭାରତୀୟ ନାରୀ

ହରେକୃଷ୍ଣ ପତି “ମାତା ଧରିତ୍ରୀ ଜନନୀ ଦୟାର୍ଦ୍ରହୃଦୟ ସତୀ । ଦେବୀବୁଭୂଧରଣୀ ଶ୍ରେଷ୍ଠା ନିର୍ଦ୍ଦୋଷ ଦୁଃଖପହା । ।”ଅର୍ଥାତ୍‌-ମାତା ବସୁମତୀଙ୍କ ବକ୍ଷ ଉପରେ ଆମ୍ଭେ ଜୀବଜଗତ କରୁଥିବା...

ମୁସଲମାନ୍ ପ୍ରାଥୀଙ୍କର ୟୁପିଏସ୍‌ସି ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ସିଦ୍ଧାର୍ଥ ସ୍ୱରୂପ ଦାଶ ସଦ୍ୟ ପ୍ରକାଶିତ ୟୁପିଏସ୍‌ସ ୨୦୧୯-୨୦ ପରୀକ୍ଷାଫଳରେ ମୁସଲିମ୍ ଛାତ୍ରମାନେ ସଫଳତାର ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଯେଉଁଥିରେ ଗତବର୍ଷ ୨୮ ଜଣ...

ଭାରତର ମୁକ୍ତି ସଂଗ୍ରାମରେ ଚାପେକାର ବ୍ରଦର୍ସ

ପ୍ରଦୀପ୍ତ ଆଚାର୍ଯ୍ୟ ଦେଶ ମାତୃକାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ, ଗୋଟିଏ ପରିବାରର ତିନି ତିନୋଟି ସନ୍ତାନ ମୁକ୍ତି ସଂଗ୍ରାମରେ ପ୍ରାଣ ବିସଜର୍ନ କରିବା ପରି...

ଆତ୍ମନିର୍ଭର ହେବା ପରେ ମା\’ ବନିବାକୁ ପସନ୍ଦ କରୁଛନ୍ତି ମହିଳା

ଡାକ୍ତର କାନ୍ତୀ ନାୟକ ପୁଅ କିମ୍ବା ଝିଅର ବିବାହ ପରେ ପରିବାର ଲୋକ ତୁରନ୍ତ ଚାହିଁଥାନ୍ତି ଘରକୁ ଆସୁ ନୂଆ ଅତିଥି । ଏହା ଆଜିର ସ୍ଥିତି...

ଲକ୍‌ଡାଉନ୍ : ବଞ୍ôଚଯାଇଛି ଅନେକ ଜୀବନ

ପ୍ରତୀକ ଦାଶ ମହାମାରୀ କୋଭିଡ଼-୧୯ ଭାରତରେ ସଂକ୍ରମଣର ରେକର୍ଡ଼ ଭାଙ୍ଗୁଥିବାବେଳେ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ନିକଟରେ ପ୍ରକାଶ କରିଥିବା ଏକ ତଥ୍ୟ ମହାମାରୀ କାଳରେ ଏକ...

ବିକାଶ ଦିଗରେ ଓଡ଼ିଶା

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୧ବର୍ଷରୁ ଉର୍ଦ୍ଧ୍ୱହେବ ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି । ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଭାବେ ସେ ବେଶ୍ ସୁନାମ...

ଦେଶର ଅର୍ଥନୀତିକୁ ବାଟକୁ ଆଣିବା ମୋଦିଙ୍କ ହାତରେ ନାହିଁ

ଡ଼ ଷ୍ଟାଲିନ ମିଶ୍ରସୂଚନା ପ୍ରଯୁକ୍ତିବିତ, ସିଙ୍ଗାପୁର ଦେଶର ଅର୍ଥନୀତି କୁ ବାଟକୁ ଅ ।ଣିବା ମୋଦି ଙ୍କ ହାତରେ ନାହିଁ, ତାହେଲେ ଅଛି କାହା ହାତରେ ?...

ସଂସ୍କାର ଦିଗରେ ସମବାୟ ବ୍ୟାଙ୍କ

ତୁଷାରକାନ୍ତି ପଣ୍ଡାଦେଶରେ ଥିବା ସମବାୟ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣବାହାରେ ରହିିଥିବାରୁ ଏହାର କାର୍ଯ୍ୟ କ୍ଷେତ୍ରରେ ରହିଥିବା ତ୍ରୁଟିଯୋଗୁ ବ୍ୟାଙ୍କଗୁଡିକ ବିପୁଳ ପରିମାଣର କ୍ଷତି ସହିବାର...

You may have missed