ସ୍ବାସ୍ଥ୍ୟ

ଜାତୀୟ ରାଜପଥ ନିର୍ମାଣକାରୀ ଘରୋଇ ଠିକାସଂସ୍ଥାର ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଳିତ

ଖୋର୍ଦ୍ଧା : ୧୮/୦୧ :ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଠାରୁ ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗୀ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ନିମନ୍ତେ ନିର୍ମାଣ...

ଖୋର୍ଦ୍ଧାରେ ବହୁ ପ୍ରତିକ୍ଷିତ କୋଭିଡ ଟିକାକରଣ ଅଭିଯାନର ଶୁଭାରମ୍ଭ

ଖୋର୍ଦ୍ଧା : ୧୬/୦୧: ବହୁ ପ୍ରତିକ୍ଷିତ ମହାମାରୀ ବିରୋଧରେ ମହା ଲଢ଼େଇ ପାଇଁ ପ୍ରଥମ ପର୍ଯ୍ୟାୟ  କୋଭିଡ ଟିକାକରଣ  କାର୍ଯ୍ୟକ୍ରମ ଆଜି ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି।...

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସି ପହଞ୍ଚିଲା କୋଭିଡ-୧୯ ଟୀକା

ଆଜି ଅପରାହ୍ନ ୪ଟା ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟ ଟୀକାକରଣ କେନ୍ଦ୍ରରୁ ସର୍ବମୋଟ ୬୧୫୦ ଟି କୋଭିସିଲଡ଼ ନାମକ ଟୀକା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ...

ବିଦେଶୀ ସାମ୍ବାଦିକଙ୍କ ବିସ୍ଫୋରକ ତଥ୍ୟ ବିଶ୍ୱକୁ ବିନାଶ କରିବ ଚୀନ

ଆନ୍ଥ୍ରାକ୍ସଠୁ ଭୟଙ୍କର ଜୀବାଣୁ ଉପରେ ହେଉଛି ଗବେଷଣାନୂଅ ।ଦିଲ୍ଲୀ,(ଏଜେନ୍ସି): ବିଶ୍ୱକୁ କରୋନା ଭୂତାଣୁ ଦେଇ ସମୁଦାୟ ମାନବ ଜାତି ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିବା ଚୀନର ଏବେ...

ନିଯୁକ୍ତି ସୃଷ୍ଟି ହେଉ

ଅଭିମନ୍ୟୁ ମହାପାତ୍ର କରୋନା ମହାମାରୀ ଦେଶ ଓ ରାଜ୍ୟ ଅ ।ର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି । କହିବାକୁ ଗଲେ ଅ ।ର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ।...

ଲିଭର୍ ସିରୋସିସ୍‌

ଡାକ୍ତରୀ ବିଜ୍ଞାନ ଅନୁଯାୟୀ, ଯକୃତ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଏଡସ୍ ରୋଗୀଙ୍କ ଅପେକ୍ଷା ଦୁର୍ବଳ । ଯକୃତ ସଂକ୍ରମିତ ହେଲେ ଏହାର ରୋଗୀମାନେ ଅନ୍ୟ ରୋଗ...

ସୋୟାବିନ୍‌ର ଉପକାରିତା

ସୋୟାବିନର ଅନେକ ଲାଭ ରହିଛି । ଏହା ଗ୍ରୀନ୍ ମଟର ପ୍ରଜାତିର । ଏହାର ଲାଭ ଉପରେ ଗବେଷଣା ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା...

ଭୃଶଙ୍ଗ ପତ୍ରର ଔଷଧୀୟ ଗୁଣ

ସାଧାରଣତଃ ଭୃଶଙ୍ଗ ପତ୍ରକୁ ଖାଦ୍ୟର ସ୍‌୍ୱାଦ ଏବଂ ବାସ୍ନାକୁ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । ଭୃଶଙ୍ଗ ପତ୍ରରେ ରହିଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ...

ଶ୍ୱାସରୋଗୀଙ୍କ ଯତ୍ନ

ଶ୍ୱାସରୋଗୀମାନେ ସେମାନଙ୍କ ସ୍‌୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଅ ।ବଶ୍ୟକ । କାରଣ ଏହା ଏକ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା । ଯେଉଁଥିରେ ରୋଗୀର ନିଶ୍ୱାସ ନେବାରେ...