ଦେଶବିଦେଶ

ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ କେନ୍ଦ୍ର ଠାରେ ୬୫.୭୯% ମତଦାନ ହାର ରେକର୍ଡ

ଚା ସାଧାରଣ ନିର୍ବାଚନର ସପ୍ତମ ପର‌୍ୟ୍ୟାୟରେ ୬୩.୮୮% ମତଦାନ ହାର ରେକର୍ଡ ସାଧାରଣ ନିର୍ବାଚନ ୨୦୨୪ର ସପ୍ତମ ପର‌୍ୟ୍ୟାୟରେ ଦେଶର ୫୭ଟି ସଂସଦୀୟ କ୍ଷେତ୍ରରେ ମତଦାନ କେନ୍ଦ୍ରଗୁଡ଼ିକରେ...

ବିଜୟ ପାଇଁ ସମ୍ବଲପୁରବାସୀଙ୍କୁ ଧର୍ମେନ୍ଦ୍ର ଜଣାଇଲେ ଧନ୍ୟବାଦ

*ସମ୍ବଲପୁରର ମାନ ଓ ସମ୍ମାନକୁ ବଢାଇବା ସହ ବିକଶିତ କରିବା - ଧର୍ମେନ୍ଦ୍ର ପ୍ରଧାନ* • ମହାପ୍ରଭୁ ଶ୍ରୀଜଗନ୍ନାଥ୍, ମା’ ସମଲେଇଙ୍କର ଅପାର କରୁଣା ଓ ଜନତାଙ୍କ...

‘‘ଏକ ପେଡ୍ ମା’ କେ ନାମ’’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ବିଶ୍ୱ ପରିବେଶ ଦିବସରେ ଅଶ୍ୱତ୍ଥ ଗଛ ଲଗାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ‘‘ଏକ ପେଡ୍...

୭ ଲକ୍ଷରୁ ଅଧିକ ଭୋଟ୍‌ରେ ଜିତିଲେ କିର୍ତ୍ତୀ ଆଜାଦ

ରାଜନୀତି ମୈଦାନରେ ପୂର୍ବତନ କ୍ରିକେଟର କିର୍ତ୍ତୀ ଆଜାଦ ମାରିଲେ ଛକା। ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଟିଏମ୍‌ସି ଟିକେଟ୍‌ରୁ ନିର୍ବାଚନ ଲଢ଼ି ଜିତିଛନ୍ତି କିର୍ତ୍ତୀ ଆଜାଦ। ୭ ଲକ୍ଷରୁ ଅଧିକ...

ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ। ଦିନ ୧୧ଟା ୩୦ମିନିଟରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ...

୮ରେ ଶପଥ ନେବେ ପ୍ରଧାନମନ୍ତ୍ରୀ ମୋଦି

ଦେଶରେ ଏଥର ମୋଦି-୩.୦। ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ସେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ଜୁନ୍‌ ୮...

ପାରାଦ୍ୱୀପ ରେ ବିଜୟର ବାନା ଉଡାଇଲେ ବିଜେପି ନେତା ସମ୍ପଦ

ପାରାଦ୍ୱୀପ - ଆକଳନ ଠାରୁ ଉପରେ, ଆଶା ଠାରୁ ଉର୍ଦ୍ଧ, ପ୍ରଥମ ଥର ବିଜୟ ଦ୍ବାର ଦେଶରେ ପହଞ୍ଚି ବିଜୟ ର ବାନା ଉଡାଇଛନ୍ତି ପାରାଦୀପ ନିର୍ବାଚନମଣ୍ଡଳୀର...

ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପ୍ରସାରଣ କରିବ ଦୂରଦର୍ଶନ

ଜୁନ୍ ୨ ତାରିଖରୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ୍ କୁ ଡିଡି ଫ୍ରି ଡିସ୍ ପ୍ଲାଟଫର୍ମରେ ପ୍ରସାରଣ କରାଯିବ ବୋଲି ପ୍ରସାର ଭାରତୀ...

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନଙ୍କ ଆଇଏନଏସ ଚିଲିକା ପରିଦର୍ଶନ

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଅନୀଲ ଚୌହାନ ୦୧ ଜୁନ୍, ୨୦୨୪ ତାରିଖ ଦିନ ଆଇ.ଏନ.ଏସ. ଚିଲିକା ଗସ୍ତରେ ଆସି ଭାରତୀୟ ନୌସେନାର ଅଗ୍ନିବୀରମାନଙ୍କ ଅଗ୍ରଣୀ...

ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି

ନୂଆଦିଲ୍ଲୀ/ଭୁବନେଶ୍ୱର : ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି । ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି ।...

୧୫୦ ରୁ ଅଧିକ ସଦସ୍ୟଙ୍କ ସହ ଏନଟିପିସି ବଙ୍ଗାଇଗାଓଁ ସ୍ ବଗ୍ଧ ାଚତା ପାଖୱାଡା ଆରମ୍ଭ କରିଛି

ସ୍ୱଚ୍ଛତା ଏବଂ ପରିବେଶ ସଚେତନତାର କାରଣକୁ ସମର୍ଥନ କରିବା ପାଇଁ ଏନଟିପିସି ବଙ୍ଗାଇଗାଓଁ ଏହାର ସ୍ ବଗ୍ଧମଷ ଚ୍ଛ ପାଖୱାଡା ପଦକ୍ଷେପକୁ ଉତ୍ସାହର ସହିତ ଆରମ୍ଭ କରିଛି।...

୨୦୨୪ ର ବିଜ୍ଞପ୍ତି ଜାରି ହେବା ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି

● କେନ୍ଦ୍ର ଗୃହ ସଚିବ ଆଜି ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ଦିଲ୍ଲୀ : ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି...

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଳିତ ହେବ ‘ଭାରତପର୍ବ’

10.05.2024 : କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣ ପାଇଁ ଦେଶ ପ୍ରସ୍ତୁତ ହେଉଥିବାବେଳେ ଏହା ଭାରତ ପାଇଁ ଏକ ସ୍ୱତନ୍ତ୍ର ବର୍ଷ । କର୍ପୋରେଟ୍ ଇଣ୍ଡିଆନ୍...

ଆଇଇଭିପିର ଅଂଶବିଶେଷ ଭାବେ ୬ଟି ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା

୨୦୨୪ ସାଧାରଣ ନିର୍ବାଚନ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ସାଧାରଣ ନିର୍ବାଚନ ସମୟରେ ସ୍ୱଚ୍ଛତା, ବିଶ୍ୱସନୀୟତା ଏବଂ ସାମଗ୍ରିକତା ବଜାୟ ରଖିବା ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରୟାସର ଏକ...

କଂଗ୍ରେସ ସରକାର ୬୦ବର୍ଷର ପାର୍ଥକ୍ୟ ଦେଖୁଛୁ : ମୋଦି

ମୁମ୍ବାଇ : ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ରର ମାଧାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହି...