ଦେଶବିଦେଶ

ସେମିକଣ୍ଡକ୍ଟର୍ ଓ ଡିସ୍‌ପ୍ଲେ ଫ୍ୟାବ୍ ୟୁନିଟ୍ ସ୍ଥାପନ ପାଇଁ ଗୁଜରାଟ ସରକାରଙ୍କ ସହ ବେଦାନ୍ତର ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ସେମିକଣ୍ଡକ୍ଟର୍ ଓ ଡିସ୍‌ପ୍ଲେ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଆହ୍ୱାନ ଅନୁସାରେ ଗୁଜରାଟର ଅହମ୍ମଦାବାଦ ଜିଲ୍ଲାରେ ଏକ...

ଗୃହ କେତ୍ରାଙ୍କ ପାଇଁ “ଓପୋନ୍ ଡୋର୍‌ସ’ର ଶୁଭାରମ୍ଭ କରିବା ପାଇଁ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ସ୍କୋୟାର୍ ୟାର୍ଡସ୍ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ଗୃହ କ୍ରେତାଙ୍କ ପାଇଁ ଏକ ପରିବ୍ୟବସ୍ଥା “ଓପୋନ୍ ଡୋର୍‌ସ’ର ଶୁଭାରମ୍ଭ କରିବା ଲାଗି ଭାରତର ଅଗ୍ରଣୀ ସମନ୍ୱିତ ରିଅଲ୍ ଇଷ୍ଟେଟ୍ ପ୍ଲାଟ୍‌ଫର୍ମ ସ୍କୋୟାର୍ ୟାର୍ଡସ୍ ସହ...

ମୋ ବିଭାଗରେ ଅଛନ୍ତି ଅନେକ ଚୋର, ମୁଁ ସେମାନଙ୍କର ସର୍ଦାର: ବିହାର କୃଷିମନ୍ତ୍ରୀ

ପାଟନା: ମୋ ବିଭାଗରେ ବହୁତ ଚୋର ଅଛନ୍ତି ଏବଂ ମୁଁ ସେମାନଙ୍କର ସର୍ଦାର ବୋଲି କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଦ୍ଦେଶ୍ୟ କରି ରବିବାର ଦିନ...

ପୋଷା କଙ୍ଗାରୁ ହେଲା ମାଲିକର ହତ୍ୟାକାରୀ

ସିଡ୍‌ନି: ଅଷ୍ଟ୍ରେଲିଆର ରେଡ୍‌ମଣ୍ଡ୍‌ ନଗରୀରେ ଜଣେ ୭୭ ବର୍ଷିୟ ବୃଦ୍ଧ ପାଳିଥିବା ବନ୍ୟ କଙ୍ଗାରୁଟି ତାଙ୍କୁ ମାରି ପକାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି। ପୁଲିସ...

ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ସେପ୍ଟେମ୍ବର ୧୧ରେ ଦିନିକିଆ ଶୋକ

ପ୍ରବାହ ନୀୟୁଜ:ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮, ୨୦୨୨ରେ ବିୟୋଗ ହୋଇଛି । ଏହି ଦିବଂଗତ ବିଶିଷ୍ଟ ବ୍ୟକ୍ତିଙ୍କ...

ବଦଳିଲା ରାଜପଥର ନାମ, ଏବେ କର୍ତ୍ତବ୍ୟପଥ ନାମରେ ହେବ ପରିଚିତ

ନୂଆଦିଲ୍ଲୀ :  ଭାରତର ସରକାର ଦିଲ୍ଲୀର ରାଜପଥର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନେତାଜୀ ପ୍ରତିମୂର୍ତ୍ତିରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମାର୍ଗକୁ – କର୍ତ୍ତବ୍ୟପଥ...

ପ୍ରବଳ ବର୍ଷା ହେତୁ ଖୁବ୍‌ ଜୋର୍‌ରେ ପ୍ରଭାବିତ ହୋଇଛି ‘ସିଲିକନ୍‌ ଭ୍ୟାଲି’ ବେଙ୍ଗାଲୁର

ବେଙ୍ଗାଲୁର: ପ୍ରବଳ ବର୍ଷା ହେତୁ ଖୁବ୍‌ ଜୋର୍‌ରେ ପ୍ରଭାବିତ ହୋଇଛି ‘ସିଲିକନ୍‌ ଭ୍ୟାଲି’ ବେଙ୍ଗାଲୁର। ବର୍ଷା ହେତୁ ଚାରିଆଡ଼େ ପାଣି ଜମି ଘର, ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସ, ଟ୍ରାଫିକ୍‌ ଆଦି...

ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଲିଜ୍ ଟ୍ରସ୍

ଲଣ୍ଡନ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା କଞ୍ଜରଭେଟିଭ୍ ଦଳର ନେତୃତ୍ବ‌ ଦୌଡ଼ରେ ବିଜୟୀ ହୋଇଥିବା ବୈଦେଶିକ ମନ୍ତ୍ରୀ ଥିବା ଲିଜ୍ ଟ୍ରସ୍ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ...

ଲିଜ୍ ଟ୍ରସ୍ ନୂଆ ବ୍ରିଟିଶ ପ୍ରଧାନମନ୍ତ୍ରୀ

ଲଣ୍ଡନ : ବ୍ରିଟିଶ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ମନୋନୀତ ହୋଇଛନ୍ତି । ବ୍ରିଟେନରେ ଶାସନ କରୁଥିବା କଂଜରଭେଟିଭ ଦଳ ପକ୍ଷରୁ ତାଙ୍କୁ...

ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ ମିସ୍ତ୍ରୀ ମୃତ

ମୁମ୍ବାଇ : ଦେଶ ଜଣାଶୁଣା ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ...

ଏସ୍‌ବିଆଇ ରିପୋର୍ଟ: ୨୦୨୯ରେ ଭାରତ ତୃତୀୟ ବୃହତ୍ ଅର୍ଥନୀତି

ନୂଆଦିଲ୍ଲୀ: ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇଥିବା ରିପୋର୍ଟ ଗତକାଲି ଆସିଥିଲା। ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଖୁସି ଦେଖାଦେଇଥିବାବେଳେ...

ଏବେଠୁ ୟୁଜର ଟ୍ୱିଟ୍‌କୁ କରିପାରିବେ ଏଡିଟ୍

ନୂଆଦିଲ୍ଲୀ : ଟ୍ୱିଟ୍‌କୁ ଆଗାମୀ ଦିନରେ ଏଡିଟ୍ କରାଯାଇ ପାରିବ। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟରକୁ ଲୋକମାନେ ବହୁମାତ୍ରାରେ ବ୍ୟବହାର କରୁଛନ୍ତି। ବିଶିଷ୍ଟ ବ୍ୟକ୍ତି ଏବଂ ସରକାରୀ ସଂସ୍ଥା...

ସାରା ଦେଶର ଛାତ୍ରମାନଙ୍କ ପାଇଁ କେଜ୍ରିୱାଲ ଆରମ୍ଭ କଲେ ଭର୍ଚୁଆଲ୍‌ ସ୍କୁଲ୍‌

ନୂଆଦିଲ୍ଲୀ: ଆଜି ପବିତ୍ର ଗଣେଶ ପୂଜା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ଭର୍ଚୁଆଲ୍‌ (ଆଭାସୀ) ସ୍କୁଲ୍‌ ଆରମ୍ଭ କରି କହିଛନ୍ତି ଯେ ଦେଶର ବିଭିନ୍ନ...

ଜିନ୍ଦଲ ଷ୍ଟେନଲେସ୍‌କୁ ଇଣ୍ଡିଆ ଇସ୍ପାତ ସମ୍ମିଳନୀ ୨୦୨୨ରେ ‘ଏମର୍ଜିଂ ଷ୍ଟିଲ୍ କମ୍ପାନୀ ଅଫ୍ ଦି ଇୟର’ ପୁରସ୍କାର

ଭୁବନେଶ୍ୱର, ଅଗଷ୍ଟ ୩୦, ୨୦୨୨: ଜିନ୍ଦଲ ଷ୍ଟେନଲେସ୍‌, ବମ୍ବେ ଷ୍ଟକ ଏକ୍ସଚେଞ (ବିଏସଇ) ସହୟୋଗରେ ଆୟୋଜିତ ଇଣ୍ଡିଆ ଷ୍ଟିଲ କନଫରେନ୍ସ ୨୦୨୨ ଏବଂ ଷ୍ଟିଲ ୟୁଜର୍ସ ଫେଡେରେସନ୍...