ଦେଶବିଦେଶ

ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: 09.09.2023 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଇଟାଲୀ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ ଜର୍ଜିଆ ମେଲୋନିଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଜି-20 ସମ୍ମିଳନୀ...

ଭାରତ-ମଧ୍ୟପ୍ରାଚ୍ୟ-ୟୁରରାପ ଆର୍ଥିକ କରିଡର ସହରାଗ, ଉଦ୍ଭାବନ ଏବଂ ମିଳିତ ପ୍ରଗତିର ପ୍ରତୀକ ରହବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ରମାଦୀ ଭାେତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କେିଡେକୁପ୍ରଶଂସା କେିଛନ୍ତି । ରସ କହିଛନ୍ତି ରେ ଏହା ସହରୋଗ, ନବସୃଜନ ଏବଂ ସହଭାଗୀ ପ୍ରଗତିେ ପ୍ରତୀକ ରହବ...

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀ ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦାଙ୍କ...

ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ଇତିହାସ ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ପାଇଁ ପ୍ରଶଂସା କରିଛନ୍ତି ଏବଂ ସମର୍ଥନ ଓ ସହଯୋଗ ପାଇଁ ଜି-୨୦ର ସମସ୍ତ...

ସ୍ଥାପତ୍ୟ ଜ୍ଞାନ ଓ ଆସନ୍ତାକାଲିର ନକ୍ସା ସହ ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ର ସମାପନ

ଭୁବନେଶ୍ୱର, ୧୦/୯: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜିତ ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ ପ୍ରବଳ ଉତ୍ସାହ...

ଆଇଆଇଏ ଲିଡରସିପ୍ କନ୍‌କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩: ପ୍ରଥମ ଦିନରେ ଏକ ଦୂରଦର୍ଶୀ ଶୁଭାରମ୍ଭର ଉନ୍ମୋଚନ

ଭୁବନେଶ୍ୱର, ୯/୯: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟର ପକ୍ଷରୁ “ସମର୍ଥ-ସ୍ଥପତିଙ୍କୁ ସଶକ୍ତ କରିବା’ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଦୁଇଦିନିଆ କାର୍ଯ୍ୟକ୍ରମ ଆଇଆଇଏ ଲିଡରସିପ୍...

ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:(ପ୍ରବାହ ନୀୟୂଜ) 08.09.2023 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ସରକାରୀ ବାସଭବନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି। ଜି...

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍‌ ଦେବା ନାହିଁ – ନରେନ୍ଦ୍ର ମୋଦୀ

‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି । ଏହାର ଅର୍ଥ ହେଉଛି, ‘ସାରା...

ମେଟା ସହ ତିନି ବର୍ଷିଆ ‘ଶିକ୍ଷାରୁ ଉଦ୍ୟମିତା’ ଇନିସିଏଟିଭର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀ କରିବା ସହ ଅମୃତ ପିଢିଙ୍କୁ ସଶକ୍ତ କରିବା ଦିଗରେ ନୂଆ ପଦକ୍ଷେପ- ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ...

ନୂଆଦିଲ୍ଲୀ ଠାରେ ୧୮ତମ ଜି- ୨୦ ଶିଖର ସମ୍ମିଳନୀରେ ମୁଖ୍ୟ ଆକର୍ଷଣ ହେବ ଡିଜିଟାଲ୍ ଇଣ୍ଡିଆ ଏକ୍ସପିରିଏନ୍ସ ଜୋନ୍‌

ନୂଆଦିଲ୍ଲୀ: (ପ୍ରବାହ ନିୟୂଜ୍) ଭାରତର ଅଧ୍ୟକ୍ଷତାରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଜି -୨୦ ଭବିଷ୍ୟତର ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିକୁ କିପରି ପ୍ରଭାବଶାଳୀ ରୂପ ଦେଇ ପାରିବ...

‘କାହାର ଧାର୍ମିକ ଭାବନାକୁ ଆମେ ଆଘାତ ଦେବା ଉଚିତ ନୁହେଁ’, ଉଦୟନିଧିଙ୍କ ବୟାନକୁ ମମତାଙ୍କ ନାପସନ୍ଦ

କୋଲକାତା : ସନାତନ ଧର୍ମ କୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧିଙ୍କ ମନ୍ତବ୍ୟ ପରେ ବିବାଦ ବଢିବାରେ ଲାଗିଛି । ବିଜେପି ଏହି ପ୍ରସଙ୍ଗ ଉଠାଇ ବିରୋଧୀ...

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ‌ରେ: ଦିଲ୍ଲୀ ବାୟୁସୀମାକୁ ସୁରକ୍ଷା ଦେବେ ରାଫେଲ, ସୁଖୋଇ ଓ ମିରେଜ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜି-୨୦ ବୈଠକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା କହିଛନ୍ତି, ଦିଲ୍ଲୀର ଭିତ୍ତିଭୂମି ସେଭଳି ହେବା ଉଚିତ...

ଚନ୍ଦ୍ରରେ ନିଦ୍ରା ଯାଇଛି ‘ରୋଭର୍‌ ପ୍ରଜ୍ଞାନ’; ୧୪ ଦିନ ପରେ ଉଠିବ ବୋଲି ‘ଇସ୍ରୋ’ର ଆଶା

ନୂଆଦିଲ୍ଲୀ: ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍‌ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍‌’ କରାଇ ‘ସ୍ଲିପ୍‌ ମୋଡ୍‌’ରେ (ନିଷ୍କ୍ରିୟ ଅବସ୍ଥା) ରଖାଯାଇଥିବା...

ଏୟାରଏସିଆ ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଡୋମେଷ୍ଟିକ୍ ଓ ଆନ୍ତର୍ଜାତିକ ବିମାନରେ ଯାତ୍ରା କରୁଥିବା ଅଣପ୍ରାପ୍ତବୟସ୍କ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସେବା

ଭୁବନେଶ୍ୱର: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ୫ରୁ ୧୨ ବର୍ଷ ବୟସର ପିଲାମାନଙ୍କ ଉତ୍ସର୍ଗୀକୃତ ଓ ସୁରକ୍ଷିତ ଯାତାୟାତ ପାଇଁ ଅଣପ୍ରାପ୍ତବୟସ୍କଙ୍କ...

ବିନ୍ଦେଶ୍ୱର ପାଠକଙ୍କ ସ୍ମୃତିରେ

୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ସମାରୋହ ଚାଲିଥିବା ସମୟରେ, ଏକ ଦୁଃଖଦ ଖବର ଆମକୁ ମିଳିଲା। ବିନ୍ଦେଶ୍ୱର ପାଠକ ଆଉ ଆମ ଗହଣରେ ନାହାନ୍ତି, ଏକଥାକୁ ବିଶ୍ୱାସ...