ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ ଆଇଡେଣ୍ଟିଫିକେସନ୍ କ୍ରୀଡ଼ାକୁ ଆକାଂକ୍ଷୀ ଚାମ୍ପିୟନଙ୍କ ଦ୍ୱାରରେ ପହଞ୍ଚାଇବ : ଅନୁରାଗ ସିଂହ ଠାକୁର
ଚଣ୍ଡିଗଡ଼: 12.03.2024 :୯ ରୁ ୧୮ ବର୍ଷ ବୟସର ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ...
