ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପାଗ ସ୍ୱାଭାବିକ ରହିବାନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ
ନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଉପରେ ନଜର ରଖିବା ପାଇଁ ଟାସ୍କଫୋର୍ସ ଗଠନ କଲେ ନିର୍ବାଚନ ଆୟୋଗ ଆଇଏମଡି, ଏନଡିଏମଏ ଏବଂ ସ୍ୱାସ୍ଥ୍ୟ ଓ...
ନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଉପରେ ନଜର ରଖିବା ପାଇଁ ଟାସ୍କଫୋର୍ସ ଗଠନ କଲେ ନିର୍ବାଚନ ଆୟୋଗ ଆଇଏମଡି, ଏନଡିଏମଏ ଏବଂ ସ୍ୱାସ୍ଥ୍ୟ ଓ...
ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ନାଗରିକ ସମ୍ମାନ ସମାରୋହରେ ରାଷ୍ଟ୍ରପତି ଓଡ଼ିଶାର କଳା କ୍ଷେତ୍ରରେ ଯୋଗଦାନ ପାଇଁ ଉଭୟ ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଶ୍ରୀ ବିନୋଦ...
ବିଦ୍ୟୁତ୍ ଉତ୍ପାଦନ ପାଇଁ ବାୟୋମାସ୍ ନିୟୋଜିତ କରେ ଏହା ବାର୍ଷିକ 10,000 ଟନରୁ ଅଧିକ CO2 ସମାନ ପରିମାଣରେ GHG ନିର୍ଗମନକୁ ହ୍ରାସ କରିପାରେ ନୂଆଦିଲ୍ଲୀ :...
୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳ ସମେତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସରିଛି ମତଦାନ ବସ୍ତରର ୫୬ଟି ଗାଁରେ ଏବଂ ଗ୍ରେଟ୍ ନିକୋବରର...
ଡିଆରଡିଓର ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ସ୍ୱଦେଶୀ ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)କୁ ହସ୍ତାନ୍ତର...
ଆଇପିଏଲ୍ ୨୦୨୪: ଓଡିଶାର ଖାଦ୍ୟ ଦୋକାନ ମାଲିକ ଜିଓ ସିନେମାର ଜିଟୋ ଧନ ଧାନା ଧାନ ପ୍ରତିଯୋଗିତାରୁ ଦୁଇ ଚକିଆ ଯାନ ଜିତିଛନ୍ତି ।ଟାଟା ଆଇପିଏଲ୨୦୨୪ ସେମାନଙ୍କର...
ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିହାର, ଝାଡ଼ଖଣ୍ଡ ସହ...
ନୂଆଦିଲ୍ଲୀ/ଭୁବନେଶ୍ୱର : ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସର୍ବସମ୍ମତିକ୍ରମେ `ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।...
ସୁକିନ୍ଦା: ଟାଟା ଷ୍ଟିଲ ପକ୍ଷରୁ ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ଡମଶାଳ ନାଳଠାରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କମ୍ପାନୀର ସୁକିନ୍ଦା, ସାରୁଆବିଲ...
ସୋନିପତ, : ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍...
ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍) : କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ...
କଳିଙ୍ଗନଗର,(ପ୍ରବାହ ନ୍ୟୁଜ୍) : ମାର୍ଚ୍ଚ ୧୫, ୨୦୨୪: ବିଶ୍ୱ କିଡ୍ନୀ ଦିବସ ଅବସରରେ କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ କିଡ୍ନୀ ଚିକିତ୍ସା ସମ୍ପର୍କରେ ଏକ ସଚେତନତା...
ଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଜେଏଲ୍ଏନ୍ ଷ୍ଟାଡିୟମରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ଏହି ଯୋଜନାର ଅଂଶ...
ଯାଜପୁର, ମାର୍ଚ୍ଚ ୧୩, ୨୦୨୪: ଗୋଷ୍ଠୀସଶକ୍ତୀକରଣ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣକରିଟାଟାଷ୍ଟିଲରଫେରୋ ଆଲଏଜ୍ ଆଣ୍ଡମିନେରାଲ୍ସଡିଭିଜନ୍ (ଏଫ୍ଏଏମଡି)ର କର୍ମଚାରୀମାନେ ଯାଜପୁରଜିଲ୍ଲା ନୂଆଗାଁସ୍ଥିତ ଅନ୍ନପୂର୍ଣ୍ଣାଚାଇଲ୍ଡକେୟାରହୋମ୍ର ପିଲାମାନଙ୍କୁସ୍କୁଲବ୍ୟାଗ୍ ଓ ଶିକ୍ଷାସାମଗ୍ରୀ...
ଗୁଜୁରାଟ : 12.03.24 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଅହମ୍ମଦାବାଦଠାରେ ଡେଡିକେଟେଡ୍ ଫ୍ରେଟ୍ କରିଡରର ଅପରେସନ୍ କଣ୍ଟ୍ରୋଲ ସେଣ୍ଟରରେ ୧,୦୬,୦୦୦ କୋଟି ଟଙ୍କାରୁ...