ମନୋରଞ୍ଜନ

କାଶତଣ୍ଡି

ପୂର୍ବ ଆଭାସ ଦେଇଛି କାଶତଣ୍ଡି ଫୁଲଶରତର ଆଗମନରେ ସୁଭ୍ର ପୋଷାକ ପିନ୍ଧି ଧରଣୀ ରେ ବୁଲୁଛିରୁପନଗରୀର ରୁପସୀ କାଶତଣ୍ଡିପବନରେ ହାଲୁକା ହାଲୁକା ଦୋହଲେ ତା'ମନ…ମାଆଙ୍କ ଆଗମନର ବାର୍ତ୍ତା...

ସଂଗୀତର ତାଳେତାଳେ ଛନ୍ଦାୟିତ ହୋଇ ସମସ୍ତଙ୍କୁ ବିମୋହିତ କରେ ଶ୍ରେୟାସା

କୁନି କୁନି ପାଦ,ଗୁଲୁ ଗୁଲୁ କଥା, ଖିଲି ଖିଲି ହସ କିନ୍ତୁ ତାରା ଭଳି ଚମକଭରା ଆଖି ।ବୟସ ମାତ୍ର ଛଅ । ନାଁ ତା'ର ଶ୍ରେୟାସା...

ବିଧାୟକ ବିଷ୍ଣୁ ବ୍ରତଙ୍କ କଣ୍ଠରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଙ୍ଗୀତ   

 ବାସୁଦେବପୁର - ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇ ଯାଇଛି ବିଭିନ୍ନ ଦଳର କସରତ। ଏହି ଅବସର ରେ ଏକ ଅଭିନବ ଉପାୟ ରେ ସଙ୍ଗୀତ ପରିବେଷଣ...

ସିନେକ୍ରିଟିକ୍‌ର ‘ସୀତା ବିବାହ ଦିବସ’

ମୌଳିକ କଥାବସ୍ତୁ ଉପରେ ପ୍ରସ୍ତୁତ ହେଉ ଓଡ଼ିଆ ଚଳଚ୍ଚିତ୍ର ଭୁବନେଶ୍ୱର, ତା ୨୮ା୪ : ମୌଳିକ କଥାବସ୍ତୁ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଗଲେ ତାହାର...

ସଚେତନତା ଧର୍ମୀ ଚଳଚ୍ଚିତ୍ର “ଆସକ୍ତ’ର ସ୍କ୍ରିନିଙ୍ଗ୍ ଅନୁଷ୍ଠିତ

ଭୁବନେଶ୍ୱର, ତା ୨୭ା୪ା୨୦୨୪ : ନିଶା ସେବନ ଆଧୁନିକ ସମାଜର ବିପର୍ଯ୍ୟୟର କାରଣ ମଧ୍ୟରୁ ଅନ୍ୟତମ । ଏହା ଏକ ସାମାଜିକ ବ୍ୟାଧି । ଏହା ସମାଜରେ...

କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ଗୋଟିଏ ଫୁଲ କୋଟିଏ କଥା’

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ତା ୧୨ା୩ : କେରଳରେ ମାର୍ଚ୍ଚ ୧୭ ତାରିଖରେ ଅନୁଷ୍ଠିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରତିଯୋଗିତାରେ ସଂସ୍କୃତି ଓ ସଂସ୍କୃତି ନିବେଦିତ, ଦିଲ୍ଲୀପ...

ନିଶା ସଚେତନତା ଉପରେ ଆଧାରିତ ‘ଆସକ୍ତ’ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ

ଭୁବନେଶ୍ୱର : କୁହାଯାଏଯେ, ଯୁବ ସମାଜ ଦେଶର ଭବିଷ୍ୟତ । କିନ୍ତୁ ଦୁଃଖର ବିଷୟ ଯେ, ନିଶା ସେବନ ଓ ମାଦକଦ୍ରବ୍ୟର ବହୁଳ ବ୍ୟବହାର ଦ୍ୱାରା ଯୁବସମାଜ...

ହୃଦଘାତର ଶିକାର ହେଲେ ଅଭିନେତା ଶ୍ରେୟସ୍ ତଲପଡେ : ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶ୍ରେୟସ୍ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ହୃଦଘାତ ଶିକାର ହେବାପରେ ତାଙ୍କୁ  ମୁମ୍ବାଇ ଅନ୍ଧେରି ସ୍ଥିତ ବେଲଭିଉ...

କେରଳ ଫିଲ୍ମଫେଷ୍ଟରେ ସ୍କ୍ରିନିଂ ‘ସି ଆଣ୍ଡ ସେଭେନ୍‍ ଭିଲେଜସ’ ମନୋନୀତ

ଭୁବନେଶ୍ୱର ୨୧ ।୭: ଅଚ୍ୟୁ ତ ସାମନ୍ତଙ୍କ ନେି ବଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍...

୬୦ ବର୍ଷ ବୟସରେ ପୁଣି ଥରେ ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

ମୁମ୍ବାଇ:  ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ  ସହ ମେ ୨୫ ତାରିଖ, ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବହୁ ହିନ୍ଦୀ, ତେଲୁଗୁ,...

ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଲେ ମମତା ବାନାର୍ଜୀ

କୋଲକାତ‌ା: ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ର ପ୍ରଦର୍ଶନ ଉପରେ ଲାଗିଲା ପ୍ରତିବନ୍ଧକ। ଗତ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଦି କେରଳ...

ଶସ୍ତା ଲୋକଙ୍କଠାରୁ ସମ୍ମାନ ଆଶା କରିବା ଭୁଲ

ମୁମ୍ବାଇ: ଗୁରୁବାର ଦିନ ୬୮ତମ ଫିଲ୍ମଫେୟାର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଫିଲ୍ମ ଓ କଳକାରଙ୍କୁ ଫିଲ୍ମଫେୟାର ପୁରସ୍କାର ଦିଆଯାଇ ସମ୍ମାନିତ...

ଟ୍ବିଟ୍‌ରକୁ ହାତ ଯୋଡ଼ି ନିବେଦନ କଲେ ବିଗ୍‌ ବି ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଗୁରୁବାର ଦିନ ‘ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ୍‌’ ‘ଟୁଇଟର୍‌’ ସମସ୍ତ ଆକାଉଣ୍ଟ୍‌ରୁ ‘ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହଟାଇ ଦେଇଛି। ‘ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହଟାଇ ଦିଆଯିବ...

ରିୟାଲିଟି ସୋ’ରେ ଡ୍ରାମା ଚାଲୁଥିବା କହିଲେ ଲୋକେ

ନୂଆଦିଲ୍ଲୀ: ଦେଶରେ ଥିବା ନୂଆ ନୂଆ ପ୍ରତିଭା ଖୋଜିବା ପାଇଁ ଆରମ୍ଭ ହୋଇଥିଲା ବିଭିନ୍ନ ରିୟାଲିଟି ସୋ’। ନୃତ୍ୟ ହେଉ କି ଗୀତ, ଏକ୍ଷେତ୍ରରେ ନୂଆ ପ୍ରତିଭା...

You may have missed