Main Story

Editor’s Picks

Trending Story

Blog

ଟିପିସିଓଡିଏଲ୍ ପକ୍ଷରୁ ଊର୍ଜା ମେଳା ଆୟୋଜିତ

ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଅଭିଳାଷ ତ୍ୱରାନ୍ୱିତଚା କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ...

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟପ୍ରଥମ ବିମ୍ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିଅନସିପ୍ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର

● ୨୦୨୪ ଫେବୃଆରୀ ୬ ରୁ ୯ ତାରିଖ ପର‌୍ୟ୍ୟନ୍ତ ଦିଲ୍ଲୀର ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ସନ୍ତରଣାଗାର ପରିସରରେ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବ● ୭ଟି...

୨.୩୪ ଲକ୍ଷରୁ ଅଧିକ ବିକଶିତ ଭାରତ ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ଲୋକ ସଂଖ୍ୟା ୭.୨୨ କୋଟି ଟପିଛି

ଶିବିରରେ ୨.୭୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି ୩.୮୫ କୋଟିରୁ ଅଧିକ ଲୋକଙ୍କ ଯକ୍ଷ୍ମା ପରୀକ୍ଷା କରାଯାଇଛି ଏବଂ ୧୧.୮୦ ଲକ୍ଷରୁ ଅଧିକ ଲୋକଙ୍କୁ...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେଲେ ଶ୍ରୀ ସଞ୍ଜୟ ଜାଜୁ

ଶ୍ରୀ ସଞ୍ଜୟ ଜାଜୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୨ ବ୍ୟାଚ୍ ତେଲଙ୍ଗାନା କ୍ୟାଡରର ଜଣେ ଭାରତୀୟ...

 କିମ୍‌ସ କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ କ୍ୟାନସର ସଚେତନତା

ପଦଯାତ୍ରା ଏବଂ ପଥପ୍ରାନ୍ତ ନାଟକ ମାଧ୍ୟରେ ବସ୍ତିରେ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର: ବିଶ୍ୱ କର୍କଟ ଦିବସ ପାଳନ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) କ୍ୟାନସର...

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବରଗଡ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟିର ବୁଣାକାରମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ

ବୁର୍ଲାଦବରବଡ଼, ୦୫.୦୨.୨୦୨୪ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ...

“ମଦଦ୍‌’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

ଭୁବନେଶ୍ୱର, ତା ୫ା୨ା୨୦୨୪ : ସାମାଜିକ ଅନୁଷ୍ଠାନ \"ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ\' ତରଫରୁ ଜାରି ରହିଥିବା ମଦଦ୍ ଅଭିଯାନରେ ସାମିଲ୍ ହୋଇଛନ୍ତି ଜଣାଶୁଣା ଅଭିନେତା ତଥା...

ୱି ବିଜନେସ୍ ପକ୍ଷରୁ ଆଇଓଟି ସ୍ମାର୍ଟ ସେଂଟ୍ରାଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇଏଲ୍‌)ର ବ୍ରାଣ୍ଡ୍ ୱିର ସଂସ୍ଥାଗତ ଶାଖା ୱି ବିଜନେସ୍ ପକ୍ଷରୁ ୱି ବିଜନେସ୍ ଆଇଓଟି ସ୍ମାର୍ଟ...

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

କିଟରେ ଦୁଇଦିନିଆ ଓଡ଼ିଆ କବି ସମ୍ମିଳନୀ ଉଦ୍‍ଘାଟିତ ଜୀବନର ପ୍ରଥମ କବିତା ହେଉଛି ଶ୍ୱାସ: ଭି. କେ. ପାଣ୍ଡିଆନ୍‍ ଭୁବନେଶ୍ୱର, ୪ । ୨: ଫେବୃଆରୀ ୩ତାରିଖରେ ଭୁବନେଶ୍ୱରରେ ପ୍ରଥମ...

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ,କିସ୍‍ର ୪୦ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର, ୩ା୨: ଆଜି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‍ଘାଟିତ ହୋଇଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ କିସ୍‍ରେ ୪୦ ହଜାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୂହିକ...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏନଟିପିସିର ପାୱାର ପ୍ରକଳ୍ପ ଗୁଡିକ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

ଭୁବନେଶ୍ୱର, ୩ ଫେବ୍ରୁଆରି ୨୦୨୪: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଟ ୨୮,୯୭୮ କୋଟି ଟଙ୍କା ବିନିଯୋଗ ହୋଇଥିବା...

୨୭ ହଜାର କୋଟି ଟଙ୍କା ନିବେଶରେ ୨୪୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏନଏଲସି ତାଲାବିରା ତାପଜ ବିଦ୍ୟୁତ କେନ୍ଦ୍ରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ନବରତ୍ନ ପବ୍ଲିକ ସେକ୍ଟର ଏଂଟରପ୍ରାଇଜେସ୍ ଏନ୍‌ଏଲସି ଇଣ୍ଡିଆ ଲିମିଟେଡ୍ ୨୭,୨୧୨ କୋଟି ଟଙ୍କା ବିନିଯୋଗ ରେ ଓଡିଶାର ଝାରସୁଗୁଡା...

ଆଇଆଇଏ ଓଡ଼ିଶା ଚାପ୍ଟର ପକ୍ଷରୁ ସ୍ଥାପତ୍ୟ ଛାତ୍ରଛାତ୍ରୀଙ୍କ ପାଇଁ “ଇଭଲ୍‌ଭ’ ଡିଜାଇନ କର୍ମଶାଳା ଆୟୋଜିତ

• ଭୁବନେଶ୍ୱର କଳାଭୂମିରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ପାଇଁ ପ୍ରସିଦ୍ଧ ସ୍ଥପତିଙ୍କ ସମାଗମ• ଦୁଇ ଦିନିଆ କର୍ମଶାଳା ପେସାଦାର ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟକୁ ସୁଗମ...

ଏସ ଆଇ ସଞ୍ଜୟ କୁମାର ପରିଡା ନୂତନ ଭାପୁର ବିଟ୍ ହାଉସ୍ ଅଧିକାରୀ ଭାବେ ଯୋଗ ଦେବା ସହ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାପୁର - ୩୧/୦୧(ନି ପ୍ର)ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ଭାପୁର ବିଟ୍ ହାଉସ୍ ପ୍ରାଙ୍ଗଣ ରେ ବୁଧବାର ଦିନ "ଆମ ପୋଲିସ" କାର୍ଯ୍ୟକ୍ରମ ଅନୁଷ୍ଠିତ ଜୋଇଯାଇଅଛି...

ନୟାଗଡ ରେ ନୂତନ କରି ଯୋଗଦାନ କରିଥିବା ଜିଲ୍ଲାପାଳ ଶ୍ରମତୀ ସ୍ବଧା ଦେବୀ ସିଂ କୁ ସୌଜନ୍ୟ ମୂଳକ ସାକ୍ଷାତକାର

ଭାପୁର: ନୟାଗଡ ରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ଶ୍ରୀମତୀ ସ୍ବଧl ଦେବୀ ସିଂ ଙ୍କୁ ଆଜି ଦୈନିକ ଖବରକାଗଜ ପ୍ରତିଦିନ ତରଫରୁ ସାମ୍ବାଦିକ ଶ୍ରୀକାନ୍ତ...