Main Story

Editor’s Picks

Trending Story

Blog

ବିଦ୍ୟାକନକ ସୃଜନାନୁଷ୍ଠାନର ଷଷ୍ଠ ଜାତୀୟ ନାଟ୍ୟ ମହୋତ୍ସବ ରବୀନ୍ଦ୍ର ମଣ୍ଡପରେ ମଇ ୨୪ରୁ

ଭୁବନେଶ୍ୱର : ଭୁବନେଶ୍ୱରର ପ୍ରତିଷ୍ଠିତ ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ବିଦ୍ୟା କନକ ସୃଜନାନୁଷ୍ଠାନ’ ଗତ ବର୍ଷ ପରି ଏବର୍ଷ ମଧ୍ୟ ଜାତୀୟ ନାଟ୍ୟ ମହୋତ୍ସବ ୨୦୨୪ ଆୟୋଜନ କରିବାକୁ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି, କଟକରେ ବୁଥ୍ ଅଭିମୁଖେ ପୋଲିଂ ପାର୍ଟି

କଟକ, : ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । କଟକ ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ହେବ ମତଦାନ । ଏଥିପାଇଁ...

ଚା କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ତୁଚ୍ଛା ରାଜନୀତି ପାଇଁ ଅପମାନିତ କରିବାର ଅଧିକାର ବିଜେପି ନେତାଙ୍କୁ କିଏ ଦେଲା – କଂଗ୍ରେସ

ଭୁବନେଶ୍ୱର ତା. ୨୨.୫- ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବୟାନ“ମୋଦୀଙ୍କ ଭକ୍ତ ଜଗନ୍ନାଥ” ସନାତନ ଧର୍ମର ପ୍ରତିଟି ବ୍ୟକ୍ତିଙ୍କୁ ଆଘାତ ଓ ବ୍ୟଥିତ...

ସୋନି ପକ୍ଷରୁ ଗୁଗୁଲ ଟିଭି ଓ ଗେମିଂ ଦକ୍ଷତା ସହ ବ୍ରାଭିଆ ସିରିଜର ଶୁଭାରମ୍ଭ

ଭୁବନେଶ୍ୱର : ସୋନି ଇଣ୍ଡିଆ ଏହାର ନୂତନ ବ୍ରାଭିଆ ୨ ସିରିଜର ଶୁଭାରମ୍ଭ କରିଛି । ଏଥିରେ ୪କେ ଅଲଟ୍ରା ଏଚଡି ଏଲଇଡି ଡିସପ୍ଲେ ପ୍ରଯୁକ୍ତି ରହିଛି...

ଭାରତୀୟ ଷ୍ଟେଟବ୍ୟାଙ୍କର ୮୯୮ତମ ଶାଖା ଉଦ୍‌ଘାଟିତ

ଖୋର୍ଦ୍ଧା(ପ୍ରବାହ ନ୍ୟୁଜ୍‌) : ଜିଲ୍ଲାଦେଉଳି ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଦିନେଶ ପୁରଥିଙ୍କ ଦ୍ୱାରା ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ୮୯୮...

ବୀମା ବଂଟନ କ୍ଷେତ୍ରରେ ଅପଷ୍ଟକ୍ସର ପ୍ରବେଶ

ଭୁବନେଶ୍ୱର : ଭାରତର ଅଗ୍ରଣୀ ସଂପତି ପରିଚାଳନା ପ୍ଲାଟଫର୍ମ ଅପ୍‌ଷ୍ଟକ୍ସ ପକ୍ଷରୁ ବୀମା ବଂଟନ କ୍ଷେତ୍ରରେ ପ୍ରବେଶ ବିଷୟରେ ଘୋଷଣା କରାଯାଇଛି । ଷ୍ଟକ୍‌, ଏଫ୍‌ଆଣ୍ଡ୍‌ଓ ଏବଂ...

ଦଶମ ଓ ଦ୍ୱାଦଶ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ନାରାୟଣ ଗ୍ରୁପ୍ ଅଫ୍ ସ୍କୁଲ୍ ପକ୍ଷରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଅଛି...

ବେଦାନ୍ତ ଆଲୁମିନିୟମ ସିଇଓ ଜନ୍ ସ୍ଲାଭେନ୍ ଆନ୍ତର୍ଜାତୀୟ ଆଲୁମିନିୟମ୍ ପ୍ରତିଷ୍ଠାନର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ

ଭୁବନେଶ୍ୱର : ଭାରତର ସର୍ବ ବୃହତ ଆଲୁମିନିୟମର ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଆଜି ଏହାର ସିଇଓ ଶ୍ରୀ ଜନ୍ ସ୍ଲାଭେନଙ୍କୁ ଆନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ର...

ଟପିିଡବ୍ଲଓୁଡଏିଲ୍ ପକ୍ଷରୁ ସମ୍ୱଲପୁର ସହରରର ସଫଳତାର ସହତି ରକ୍ତ ଦାନ ଶବ୍‌ିରି

ବ୍‌ୁଲଲା : ସମାଜ ପ୍ରତିପ୍ରତିବଦ୍ଧତାର ଏକ ଅଂଶ ଭାବରର ଟପିିଡବଲଓୁଡଏିଲର କରପପାରରଟ୍ ସାମାଜିକଦାୟିତ୍ୱରବାଧ ବିଭାଗ (ସିଏସ୍‌ଆ)ର୍ ପକ୍ଷରୁମାଡୱାରୀ ଯୁବ ମଞ୍ଚ, ସମୱଲପୁରର ସହରଯାଗିତାରର ଗତ ତା. ୧୮.୦୫.୨୦୨୪...

ଏନଟିପିସି ଜିଇଏମ୍ ବାଳିକାଙ୍କ ଦ୍ୱାରା ସ୍ୱଚ୍ଛତା ରାଲି

ଭୁବନେଶ୍ୱର : ଦୈନିକ ଜୀବନରେ ସ୍ୱଚ୍ଛତାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବାକୁ ଯାଇ ଏନଟିପିସି ଦର୍ଲିପାଲି ଏସଟିପିଏସ ଦ୍ୱାରା ଏକ ରାଲି ଆୟୋଜିତ ହୋଇଯାଇଛି ।...

ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ରେଟିନୋବ୍ଲାଷ୍ଟୋମା ପାଇଁ ସଚେତନତା

ଭୁବନେଶ୍ୱର : ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) ପକ୍ଷରୁ ଶିଶୁମାନଙ୍କଠାରେ ରେଟିନୋବ୍ଲାଷ୍ଟୋମା (ଚକ୍ଷୁ କର୍କଟ)ର ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା...

ସେପ୍ଟେମ୍ବର ୨୬ ରୁ ୩୦ ମାଉଣ୍ଟଅ।ବୁ ଠାରେ ରାଷ୍ଟ୍ରୀୟ ମିଡିଅ। ସମ୍ମିଳନୀ

ବ୍ରହ୍ମପୁର : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ମିଡିଅ । ସମ୍ମିଳନୀ ରାଜସ୍ଥାନର ମାଉଣ୍ଟଅ ।ବୁ ସ୍ଥିତ ବ୍ରହ୍ମାକୁମାରୀ ଅ ।ଶ୍ରମର ମୁଖ୍ୟ କାର୍ଯ୍ୟାଳୟ ପରିସରରେ...

ବଦାନ୍ତ ଲାନଜିଗଡର ଦୀର୍ଘ ଦିନର ସ୍ୱାସ୍ଥ୍ୟ ଅଭିଯାନ ଗ୍ରାମାଞ୍ଚଳର ଓଡିଶାରେ ସମ୍ପ୍ରଦାୟର ସ୍ୱାସ୍ଥ୍ୟକୁ ବଞ୍ଚାଇଥାଏ

ଭୁବନେଶ୍ୱର (ପ୍ରବାହ ନ୍ୟୁଜ୍‌) : ବେଦାନ୍ତ ଲିମିଟେଡ୍‌, ଲାନଜିଗଡ, ଭାରତର ପ୍ରମୂଖ ଉତ୍ପାଦକ ସ୍ମେଲଟର ଗ୍ରେଡ୍ ଆଲୁମିନା ଏବଂ ବେଦାନ୍ତ ଆଲୁମିନିୟମ୍ ର ଏକ ୟୁନିଟ୍‌, ଓଡିଶାର...