Main Story

Editor’s Picks

Trending Story

Blog

ରାଜନୀତିର ପଥପ୍ରଦର୍ଶକ ସାହିତ୍ୟ ପଞ୍ଚାନନ କାନୁନ୍‌ଗୋଙ୍କ ଗଳ୍ପ ସଂକଳନ ବିବର୍ଣ୍ଣ ମମତା ଉନ୍ମୋଚିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଆଜି ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ରତ୍ନଚୀରା ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ବର୍ଷିୟାନ୍ ରାଜନେତା ପଞ୍ଚାନନ କାନୁନଗୋଙ୍କ ଲିଖିତ ଗଳ୍ପ ପୁସ୍ତକ ‘ବିବର୍ଣ୍ଣ...

ଦଶହରା ଉପଲକ୍ଷେ ଟିପିସିଓଡିଏଲ୍ ପକ୍ଷରୁ ସୁରକ୍ଷା ଗାଇଡଲାଇନ ଜାରି

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଦଶହରା...

ଭଲିବଲରେ ନୂଆ ଗିନିଜ୍‍ ବିଶ୍ୱ ରେକର୍ଡ କଲା କିସ୍‍

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପୁରୁଣା ଗିନିଜ ବିଶ୍ୱ ରେକର୍ଡକୁ ଭାଙ୍ଗିଛି କିସ୍‍ । ନିକଟରେ ଅନୁଷ୍ଠିତ ହୋଇଯାଇଥିବା କିସ୍‍ ଭଲିବଲ୍‍ ମହୋତ୍ସବରେ କିସ୍‍ ଏହି ରେକର୍ଡ ଭାଙ୍ଗିଛି...

ନଡ଼ିଆଭଙ୍ଗା ଉଚ୍ଚ ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ଦୁଇଟି ନୂତନ ଶ୍ରେଣୀ ଗୃହ ଲୋକାର୍ପିତ

କଳିଙ୍ଗନଗର,ପ୍ରବାହ ନ୍ୟୁଜ୍‌ : ଶିକ୍ଷାନୁଷ୍ଠାନ ଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଆଣିଶିକ୍ଷଣ ସ୍ଥିତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଟାଟାଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ନିର୍ମିତ ଯାଜପୁର ଜିଲ୍ଲା ଦାନଗଦୀ...

ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ ମାଧ୍ୟମରେ କିର୍ଗିଜ୍ ରିପବ୍ଲିକ୍ ବୁଲିଲେ ସୋଆ ଏନ୍‌ସିସି କ୍ୟାଡେଟ

ଭୁବନେଶ୍ୱର ,ପ୍ରବାହ ନ୍ୟୁଜ୍‌ : ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ (ୱାଇପି) ମାଧ୍ୟମରେ ଏନ୍‌ସିସି ପ୍ରତିନିଧି ଦଳରେ ସାମିଲ ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ର...

ଓଡ଼ିଶାକୁୁ ଏକ ପ୍ରତିରକ୍ଷା ସରଞ୍ଜାମ କରିଡରରେ ପରିଣତ କରାଯାଉ: ପ୍ରତିରକ୍ଷା ବିଶେଷଜ୍ଞ

ଭୁବନେଶ୍ୱର ,ପ୍ରବାହ ନ୍ୟୁଜ୍‌ : ଭାରତୀୟ ସେନାବାହିନୀରେ ବ୍ୟବହାର ନିମନ୍ତେ ଆବଶ୍ୟକୀୟ ଉପକରଣକୁ ନେଇ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଦେଶ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାକୁ ଏକ...

କାଶତଣ୍ଡି

ପୂର୍ବ ଆଭାସ ଦେଇଛି କାଶତଣ୍ଡି ଫୁଲଶରତର ଆଗମନରେ ସୁଭ୍ର ପୋଷାକ ପିନ୍ଧି ଧରଣୀ ରେ ବୁଲୁଛିରୁପନଗରୀର ରୁପସୀ କାଶତଣ୍ଡିପବନରେ ହାଲୁକା ହାଲୁକା ଦୋହଲେ ତା'ମନ…ମାଆଙ୍କ ଆଗମନର ବାର୍ତ୍ତା...

ତନିସ୍କ ପକ୍ଷରୁ ‘ନବ-ରାଣୀ ତଳେବନ ଆଧୁନିକ ମହିଳାଙ୍କ ପାଇଁ ରାଜକୀୟ ଗହଣା

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପାଖେଇ ଆସିଲାଣି ପାର୍ବଣ । ଏ ଉପଲକ୍ଷେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ବ୍ରାଣ୍ଡ ତନିସ୍କ ଆଣିଛି ନବୀନତମ ଫେଷ୍ଟିଭ୍ କଲେକ୍ସନ...

ଏଫ୍‌ଆଇଭିବି ସଭାପତି ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ

ମାନବିକ ଓ ସାମାଜିକ ମୂଲ୍ୟବୋଧର ପ୍ରତିବିମ୍ବ ହେଉଛି ଏହି ସମ୍ମାନ: ରାଜ୍ୟପାଳ ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍ (ଏଫ୍‌ଆଇଭିବି)ର ସଭାପତି ଡ. ଆରି ଗ୍ରାସାଙ୍କୁ...

କିସରେ ଐତିହାସିକ ଭଲିବଲ୍‍ ମହୋତ୍ସବ ଉଦ୍‍ଘାଟିତ

ଯୋଗଦେଲେ ୫ହଜାର ଖେଳାଳି ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ସର୍ବାଧିକ ୫ହଜାର ଖେଳାଳିଙ୍କୁ ନେଇ ବିଶ୍ୱର ସର୍ବ ବୃହତ ଭଲିବଲ୍‍ ପ୍ରତିଯୋଗିତା ‘କିସ୍‍ ଭଲିବଲ୍‍ ମହୋତ୍ସବ’ ଶୁକ୍ରବାର କିସରେ ଉଦ୍‍ଘାଟିତ...

ନାଲକୋ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୪ ପାଳିତ

ଭୁବନେଶ୍ଵର ପ୍ରବାହ ନ୍ୟୁଜ୍‌ : କେନ୍ଦ୍ରଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ସାରା ଭାରତରେ ଚାଲିଥିବା ସ୍ଵଚ୍ଛତା ହିଁ ସେବାପକ୍ଷ...

ଜନଜାତି ସ୍ୱାସ୍ଥ୍ୟ ବିକାଶ ଓ ଯୁବ ସଶକ୍ତିକରଣ ନେଇ କିଟ୍‍, କିସ୍‍ ଓ ଜାପାଇଗୋ ମଧ୍ୟରେ ବୁଝାମଣା

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଜନଜାତି ସ୍ୱାସ୍ଥ୍ୟ ବିକାଶ ଓ ଯୁବ ସଶକ୍ତିକରଣ ନେଇ କିଟ୍‍, କିସ୍‍ ଓ ଜାପାଇଗୋ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି...

ସ୍ୱଚ୍ଛତାହିଁ ସେବା ୨୦୨୪ ଅଭିଯାନ

ପ୍ରବାହ ନ୍ୟୁଜ୍‌ : ଖଣି ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ସହାୟତାରେ ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୨୪ ଅଭିଯାନରେ ସକ୍ରିୟତାର ସହ ଅଂଶ ଗ୍ରହଣ...

ରାଷ୍ଟ୍ରୀୟ ପତ୍ରକାର ମହାସଂଘର ନୂଆ ଜାତୀୟ କମିଟି ଗଠିତ

ଡକ୍ଟର ପବିତ୍ରମୋହନ ସାମନ୍ତରାୟ ରାଷ୍ଟ୍ରୀୟ ସଭାପତି ନୂଆଦିଲ୍ଲୀ: ହଜଖସସ୍ଥିତ ଜଗନ୍ନାଥ ମନ୍ଦିର ସଭାଗୃହରେ ରାଷ୍ଟ୍ରୀୟ ପତ୍ରକାର ମହାସଂଘର କୋର କମିଟିର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ପୁରୁଣା...