Main Story

Editor’s Picks

Trending Story

Blog

କୋଭିଡ୍‌-୧୯ ସମୟରେ ଘରେ ଘରେ ପହଞ୍ଚାଉଛନ୍ତି ବ୍ୟାଙ୍କ ସେବା

ନିଆରା ବ୍ୟକ୍ତିତ୍ୱ ବାବୁଲାଲ୍‌କୋଭିଡ୍‌-୧୯ ସମୟରେ ଘରେ ଘରେ ପହଞ୍ଚାଉଛନ୍ତି ବ୍ୟାଙ୍କ ସେବାନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): କୋଭିଡ୍‌-୧୯ ପାଇଁ ଲାଗିରହିଥିବା ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ର ନିଆରା ବ୍ୟକ୍ତିତ୍ୱ । ବ୍ୟାଙ୍କରେ...

ଫୋକସ୍ ଫାଉଣ୍ଡେସନ୍ ତରଫରୁ ବୃକ୍ଷ ରୋପଣ

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ସାରା ରାଜ୍ୟରେ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ନୂଆଗାଁ ବ୍ଲକ୍ ଏଥିରୁ ବାଦ୍ ପଡିନି । ଗଛ ଲଗାଇବାର ପ୍ରୟାସ ପିଲାଟି...

ଦୁଇ ବାଲ୍ୟ ବିବାହ ବନ୍ଦ

ଚାଇଲ୍ଡ୍ ଲାଇନ୍ ଓ ପୋଲିସ ଚଢଉଦୁଇ ବାଲ୍ୟ ବିବାହ ବନ୍ଦନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ବିଭିନ୍ନ ସଂସ୍ଥା, ସଂଗଠନମାନଙ୍କରେ ବାଲ୍ୟ ବିବାହ...

ଦୁର୍ଦ୍ଦିନରେ ଗଣମାଧ୍ୟମ କର୍ମଚାରୀ

ଭୁବନେଶ୍ୱର, (ଅଭିମନ୍ୟୁ ମହାପାତ୍ର): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଚାଲିଥିଲା ତାଲା ବନ୍ଦ । ଏବେ ସାମୟିକ ଲକ୍‌ଡାଉନ୍ ଓ ଶଟ୍‌ଡାଉନ ମଧ୍ୟ...

ସଙ୍ଗୀତା ମୋଟର୍ସ କର୍ମଚାରୀ ଚିତରଞ୍ଜନ ଆତ୍ମହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଚନ୍ଦନର ବାପାଙ୍କୁ ଚାନ୍ଦବାଲିରୁ ଉଠାଇଲା ପୁଲିସ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକରେ ଚହଳ ସୃଷ୍ଟି କରିଥିବା ସଂଗୀତା ମୋଟର୍ସ କର୍ମଚାରୀ ଚିତରଂଜନ ଜେନା ଆତ୍ମହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସଂଗୀତା ମୋଟର୍ସ ମାଲିକ...

ଅନାହାର ଜୀବନଗଲା ଘଟଣା ଏସ୍‌ଆରସିଙ୍କ ପାଖରେ ଘଟଣାର ତଦନ୍ତ ଦାବି କଲ୍‌ା ଜିଲ୍ଲା କଂଗ୍ରେସ

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ କାଳିଆମ୍ବା ଗ୍ରାମର ସ୍ୱର୍ଗତ ଲୋକନାଥ ଜାନୀଙ୍କ ଝିଅ ଦୁଃଖୀ ଜାନୀ(୪୬) ପେଟକୁ ଦାନା ମୁଠେ ନପାଇ ଅନହାରରେ...

ଉଠା ଜଳସେଚନ ପ୍ରକଳ୍ପ ନାଁରେ ସାଢେ ୧୨ଲକ୍ଷ ଚଳୁ ମସୁଧା

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ବାଟବଣା ଯୋଜନାରେ, ବିକାଶ ଏଠି ସ୍ୱପ୍ନ । ପାଣି ପଞ୍ଚାୟତ ନାଁରେ ହରିଲୁଟ୍ ହେଉଛି ସରକାରୀ ଅର୍ଥ । ଅଧାବିଧା କାମରେ ପଡିରହୁଛି...

ସେବା ଉତ୍ସବ-୨୦୨୦ ଉଦ୍‌ଯାପିତ ଅନ୍ୟୁନତ ଲୋକଙ୍କ ଆଖିରେ ସ୍ୱପ୍ନ ଭରିଲା ଅନୁଷ୍ଠାନ

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ଜୁଲାଇ ୧ରୁ ଆରମ୍ଭ ହୋଇଥିବା ସେବା ଉତ୍ସବ-୨୦୨୦ ବାହାଡାଝୋଲା ଅରବିନ୍ଦ ଶିକ୍ଷା ଅନୁଷ୍ଠାନ ପରିସରରେ ସେବା ଉତ୍ସବ ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ...

ଅଢ଼େଇ ବର୍ଷରେ ୧୪ ହାତୀ ମୃତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ବନ ବିଭାଗ ଅଧିକାରୀଙ୍କ ଖାମଖିଅ ।ଲ ମନୋଭାବ ଯୋଗୁ ଓଡିଶା ଏବେ ହାତୀଙ୍କ ଲାଗି ଅସୁରକ୍ଷିତ ସ୍ଥାନ ପାଲଟିଛି । ହାତୀ ସୁରକ୍ଷା...

କରୋନା ଭୟ, ସାଥି ସହ ରଖିବେକି ଶାରୀରିକ ସମ୍ବନ୍ଧ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): କୋଭିଡ-୧୯ ମହାମାରୀ ବେଳେ ଅନେକ ଦେଶ ତଥା ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏହାସହ ଲୋକଙ୍କୁ ଶାରୀରିକ...

ଅଣସଂଗଠିତ ଶ୍ରମିକ ମାନଙ୍କୁ ସରକାର ତୁରନ୍ତ ସାହାଯ୍ୟ କରନ୍ତୁ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମହାମାରୀ କରୋନାର ତାଡନା, ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ ଅଣସଂଗଠିତ ଶ୍ରମିକ ମାନଙ୍କୁ ଅଣନିଶ୍ୱାସୀ କରିସାରିଲାଣି । ଜୀବନଜୀବିକା ପାଇଁ ବଞ୍ଚିବାର ରାହା ଦିନକୁ...

ଦୁର୍ଗମ ଅଞ୍ଚଳରେ ସହାୟତା କରୁଛି ‘ପ୍ରହର’

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅସହାୟ ଲୋକଙ୍କ ସମସ୍ୟାର ନିଦାନ ପାଇଁ ସମର୍ପିତ ଏକ ଅଣ-ସରକାରୀ ସଂସ୍ଥା, ପ୍ରହର (ପବ୍ଲିକ୍ ରେସ୍ପନ୍ସ ଏଗେନେଷ୍ଟ ହେଲ୍ପଲେସନେସ୍ ଏଣ୍ଡ ଏକସନ୍ ଫର୍...

ସଂସ୍କାର ଦିଗରେ ସମବାୟ ବ୍ୟାଙ୍କ

ତୁଷାରକାନ୍ତି ପଣ୍ଡାଦେଶରେ ଥିବା ସମବାୟ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣବାହାରେ ରହିିଥିବାରୁ ଏହାର କାର୍ଯ୍ୟ କ୍ଷେତ୍ରରେ ରହିଥିବା ତ୍ରୁଟିଯୋଗୁ ବ୍ୟାଙ୍କଗୁଡିକ ବିପୁଳ ପରିମାଣର କ୍ଷତି ସହିବାର...

ବିଶ୍ୱାସ

ଉଦୁଉଦିଆ ଖରାବେଳ ସାଙ୍ଗକୁ ବସନ୍ତର ମୃଦୁ ପବନ ଛାଡି ଛାଡି ଯାଉଥାଏ ଠିକ୍ ଏହି ସମୟରେ ଆମ୍ବତୋଟା ଭିତରେ ଜୀବନକୁ ବାଜିଲଗାଇ ଛେଳିଟାଏ ପ୍ରାଣ ବିକଳରେ ଦୈଉଡୁ...