Main Story

Editor’s Picks

Trending Story

Blog

ମୁକ୍ତିର ଆନନ୍ଦ

ବୋଉ ରଖିଥିଲା ପଞ୍ଜୁରୀ ଭିତରେଦୁଇଗୋଟି ଶୁଆଶାରୀନିଇତି ସକାଳୁ ଶାରୀର କଣ୍ଠରୁଶୁଭୁଥିଲା ହରିହରି ।। (୧) ସରାଗରେ ମୁନି ଖାଇବାକୁ ଦିଏପିଜୁଳି ଓ ନାନା ଫଳକ୍ଷୀର ଭାତ ସଙ୍ଗେ...

ମୁସଲମାନ୍ ପ୍ରାଥୀଙ୍କର ୟୁପିଏସ୍‌ସି ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ସିଦ୍ଧାର୍ଥ ସ୍ୱରୂପ ଦାଶ ସଦ୍ୟ ପ୍ରକାଶିତ ୟୁପିଏସ୍‌ସ ୨୦୧୯-୨୦ ପରୀକ୍ଷାଫଳରେ ମୁସଲିମ୍ ଛାତ୍ରମାନେ ସଫଳତାର ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଯେଉଁଥିରେ ଗତବର୍ଷ ୨୮ ଜଣ...

ଶ୍ରୀଅରବିନ୍ଦଙ୍କ ଜନ୍ମଦିବସ ପାଳିତ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌):ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ପରିସରରେ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ଅତି ମାନସ ସତ୍ୟର ବାର୍ତ୍ତାବହ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଜନ୍ମ ଦିବସ...

ଜାଲ ଶିକ୍ଷକଙ୍କ ଗୁମର ଫିଟୁଛି

ବନ୍ତ ବ୍ଲକ ଶିକ୍ଷା ବିଭାଗ: ଜାଲ ଶିକ୍ଷକଙ୍କ ଗୁମର ଫିଟୁଛିଜାଲ ପ୍ରମାଣ ପତ୍ରରେ ଚାକିରୀ: ଉଚ୍ଚନ୍ୟାୟାଳୟରେ ମାମଲାଭଦ୍ରକ, (ପ୍ରବାହ ନ୍ୟୁଜ୍‌)::ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ...

ଫଳକରେ ସିମିତ ରକ୍ଷଣାବେକ୍ଷଣ ଦାୟୀତ୍ୱ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ…ଫଳକରେ ସିମିତ ରକ୍ଷଣାବେକ୍ଷଣ ଦାୟୀତ୍ୱଭଦ୍ରକ, (ପ୍ରବାହ ନ୍ୟୁଜ୍‌): ସରକାର ଗ୍ରାମାଂଚଳର ଗମନାଗମନ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି...

ମୂର୍ତ୍ତି କାରିଗରଙ୍କ ଆଖିରେ ଲୁହ

ରାତି ପାହିଲେ ଗଣେଶ ପୂଜାକୌଳିକ ବୃତ୍ତି ଉପରେ ପଡ଼ିଛି କରୋନା ଛାଟଭଦ୍ରକ, (ପ୍ରବାହ ନ୍ୟୁଜ୍‌): ରାତି ପାହିଲେ ଗଣେଶ ଚତୁର୍ଥୀ । ଘରେ ଘରେ ପୂଜା ପାଇବେ...

କବିତା-

ରାକେଶ ପଣ୍ଡା “କବିତା” ମୋ’ ପାଇଁ ଏକ ସୁନ୍ଦର ନାରୀ ଟିଏ,ମନ ମାନସରେ ପ୍ରତିଫଳିତଉଜ୍ଵଳ ପ୍ରତିବିମ୍ବ ଟିଏ..॥ସୁସଜ୍ଜିତ ଭାଷାର ଅଳଙ୍କାରତାକୁ ଦେବି ପିନ୍ଧେଇ,ମୋ’ ଜୀବନ ଅନୁଭୂତିରେଯିବ ସେଆଭୂଷିତ...

ଆମେ କ’ଣ ସ୍ୱାଧୀନ!

ଅଭିମନ୍ୟୁ ମହାପାତ୍ର ଦେଶ ସ୍ୱାଧୀନତା ପ୍ରାପ୍ତିର ୭୩ ବର୍ଷ ଇତି ମଧ୍ୟରେ ଅତିବାହିତ ହୋଇଯାଇଛି । ଆମେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛେ । ହେଲେ...

ନୂଆଗାଁ ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନ୍ ଦିଗହରା

ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): ଦେଶକୁ ସ୍ୱଚ୍ଛ ରଖିବା ପାଇଁ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ୍ ଯୋଜନା ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ସୁଲଭ ଶୌଚାଳୟ ଯୋଗାଇ...

ଭାରତର ମୁକ୍ତି ସଂଗ୍ରାମରେ ଚାପେକାର ବ୍ରଦର୍ସ

ପ୍ରଦୀପ୍ତ ଆଚାର୍ଯ୍ୟ ଦେଶ ମାତୃକାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ, ଗୋଟିଏ ପରିବାରର ତିନି ତିନୋଟି ସନ୍ତାନ ମୁକ୍ତି ସଂଗ୍ରାମରେ ପ୍ରାଣ ବିସଜର୍ନ କରିବା ପରି...

କରୋନା ସାଙ୍ଗକୁ ଲଗାଣ ବର୍ଷା

ଭୁବନେଶ୍ୱର, (ନି.ପ୍ର) : ଏପଟେ କରୋନା, ସେପଟେ ଲଗାଣ ବର୍ଷା । ଡବଲ ବିପତ୍ତିରେ ଏବେ ଛନ୍ଦି ହୋଇଯାଇଛି ରାଜ୍ୟର ବହୁ ଜିଲ୍ଲା । ଅସ୍ତବ୍ୟସ୍ତ ହୋଇ...

ପଲଟିଗଲା ବାଜି

ଲାଦାଖ ଉତ୍ତେଜନା କାଳରେ ଅ ।ମେରିକା ପଠାଇଲା ପୃଥିବୀର ସବୁଠୁ ଶକ୍ତିଶାଳୀ ବୋମାବର୍ଷୀ ବିମାନଡ଼ିଅ ।ଗୋ ଗାର୍ସିଅ ।ରେ ସବୁଠୁ ଘାତକ ପରମାଣୁ ବର୍ଷୀ ବି-୨ ଏସଏସବି...