Main Story

Editor’s Picks

Trending Story

Blog

ଦେଶରେ ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ଲୋକପ୍ରିୟ

ଦେଶରେ ମୋଦୀଙ୍କୁ ନେଇ ୬୫ ପ୍ରତିଶତ ଲୋକ ସନ୍ତୁଷ୍ଟଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁଣି ଥରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ...

ଅନଲାଇନରେ ହେବ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଚାଲିଥିବାବେଳେ ଅନେକ ଗୁରୁôବପୂର୍ଣ୍ଣ ଓ ନୂଅ । ନିଷ୍ପତ୍ତି ନିଅ ।ଯାଉଛି । ଏହି କ୍ରମରେ ସଂସଦର...

ଭାରତ ପୁଣି ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ : ମୋଦୀ

ନୂଆଦିଲ୍ଲୀ, (ଏଜେନ୍ସି): ମହାମାରୀ କରୋନା ସଙ୍କଟ ମଧ୍ୟରେ ଦେଶର ଅ ।ର୍ଥିକ ସ୍ଥିତି ବିଗିଡି ଯାଇଛି । କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସଜାଡିବା ପାଇଁ...

ଶ୍ରୀ ଜଗନ୍ନାଥଙ୍କ ସେନାପଟା ଓ ବାହୁଟ ସେବା ପାଇଁ ପଠାଗଲା ବଉଳଗଛ

ସାକ୍ଷୀଗୋପାଳ, (ପ୍ରବାହ ନ୍ୟୁଜ୍‌): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାରେ ସେବାପାଇଁ ମଙ୍ଗଳବାର ର୍ନିଜଳା ଏକାଦଶୀଦିନ ବଉଳ କାଠ ସାକ୍ଷୀଗୋପାଳରୁ ପଠାଯାଇଛି । କାହିଁ କେଉଁକାଳରୁ ପରମ୍ପରା...

୨ କୋଟି ଲୋକ କାମକୁ ଫେରିଲେ

ସିଏମଅ ।ଇଇର ରିପୋର୍ଟ ଅନୁଯାୟୀ, ସରକାରଙ୍କ ଦ୍ୱାରା ଲକଡାଉନକୁ କୋହଳ କରିବା ଦ୍ୱାରା ମେ\' ମାସରେ ପ୍ରାୟ ୨ କୋଟି ଲୋକ କାମକୁ ଫେରି ଅ ।ସିଛନ୍ତିଛ...

ଲକଡାଉନ୍ ଖାଇଲା ୧୨. ୨୦ କୋଟି ଲୋକଙ୍କ ଚାକିରୀ

ଭାରତର ବେକାରୀ ହାର ୨୩.୪୮%କୁ ବୃଦ୍ଧିନୂଆଦିଲ୍ଲୀ, (ଏଜେନ୍ସି): ଏକ ରିପୋର୍ଟ ଅନୁଯାୟୀ, ମେ\' ୩୧ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବେକାରୀ ହାର ୨୩.୪୮% କୁ ବୃଦ୍ଧି...

ତମାଖୁ ଖାଇ ମରୁଛନ୍ତି ବର୍ଷକୁ ୭୦ଲକ୍ଷ

ନୂଅ।ଦିଲ୍ଲୀ, (ଏଜେନ୍ସି): ଭାରତରେ କରୋନାରେ ଯେତେଲୋକ ଅ।କ୍ରାନ୍ତ ହୋଇଛନ୍ତି ତମାଖୁ ସେବନ ଜନିତ କାରଣରୁ ତାହାର ୫ଗୁଣାରୁ ଅଧିକ ଲୋକ ବର୍ଷକୁ ମରୁଛନ୍ତି ଛ ବିଶ୍ୱ ସ୍‌୍ୱାସ୍ଥ୍ୟ...

କରୋନା ସଂକ୍ରମଣର ୩ ଦିନ ପରେ ହ୍ରାସ ପାଏ ଘ୍ରାଣ ଶକ୍ତି !

ନ୍ୟୁୟର୍କ,(ଏଜେନ୍ସି): କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏହାର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ମିଳିପାରି ନାହିଁ । କରୋନାରୁ ମୁକ୍ତି...

ଭ୍ରୂଲତା ପାଇଁ ପାଲଟିଲେ ଷ୍ଟାର

ନୂଅ ।ଦିଲ୍ଲୀ: ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳାମାନେ ସେମାନଙ୍କ ଭ୍ରୂଲତାକୁ ସ୍ୱତନ୍ତ୍ରଭାବରେ ସଜାଇଥାନ୍ତି । ଏହି ଭ୍ରୂଲତା ପାଇଁ ଏବେ ସୋସିଅ ।ଲ୍ ମିଡିଅ ।ରେ ସେନସେସନ୍...

ଦୁର୍ଦ୍ଦିନରେ ଦୁଗ୍ଧଚାଷୀ

ଭୁବନେଶ୍ୱର, (ନି.ପ୍ର) : ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କ୍ଷେତ୍ରରେ ଓମ୍ଫେଡର ଅଘୋଷିତ କଟକଣା ଏବେ ଘରୋଇ ଦୁଗ୍ଧ କମ୍ପାନୀ ଗୁହିକୁ ସୁହାଇଛି । ଓମ୍‌ମ୍ଫେଡ ଦ୍ୱାରା ଅନୁବନ୍ଧିତ...

ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ

ନ୍ୟୁୟର୍କ,(ଏଜେନ୍ସି): ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷଲକ୍ଷ ଶିଶୁ । ପୁଣି ବର୍ଷକ ମଧ୍ୟରେ । ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ ଶିଶୁ...

ଅଧିକ ଚାପରେ ଏବର ମଧ୍ୟବୟସ୍କ

ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଏପରିକି କୋଭିଡ୍‌-୧୯ ଅ ।ରମ୍ଭ ହେବା ପୂର୍ବରୁ ଏଭଳି...

ରାଜ୍ୟରେ ବଢୁଛି କଏଦୀ ସଂଖ୍ୟା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜ୍ୟରେ ବର୍ତ୍ତମାନ ୮୬ଟି ଜେଲ୍ ରହିଥିବାବେଳେ ପ୍ରତିବର୍ଷ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି । ପୂର୍ବବର୍ଷ ତୁଳନାରେ ୨୦୧୯ରେ ପ୍ରାୟ ୬.୪୩ ପ୍ରତିଶତ...