Main Story

Editor’s Picks

Trending Story

Blog

ସଂସ୍କାର ଦିଗରେ ସମବାୟ ବ୍ୟାଙ୍କ

ତୁଷାରକାନ୍ତି ପଣ୍ଡାଦେଶରେ ଥିବା ସମବାୟ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣବାହାରେ ରହିିଥିବାରୁ ଏହାର କାର୍ଯ୍ୟ କ୍ଷେତ୍ରରେ ରହିଥିବା ତ୍ରୁଟିଯୋଗୁ ବ୍ୟାଙ୍କଗୁଡିକ ବିପୁଳ ପରିମାଣର କ୍ଷତି ସହିବାର...

ଏସ୍‌ବିଆଇର ୬୫ତମ ବ୍ୟାଙ୍କ ଦିବସ ପାଳିତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ବୁଧବାର ତାର ୬୫ତମ ବ୍ୟାଙ୍କ ଦିବସ ପାଳନ କରିଛି । ଏହି ଅବସରରେ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ବିଭିନ୍ନ ପ୍ରକାର...

ଏସ୍‌ବିଆଇ ଦ୍ୱାରା ଆନ୍ତର୍ଜାତୀୟ ଏମଏସଏମଇ ଦିବସ ପାଳିତ

ବିନା ସିକୁରିଟୀରେ ୨୦,୮୧୨ ଗ୍ରାହକଙ୍କୁ ୬୪୫ କୋଟି ଟଙ୍କା ମଞ୍ଜୁରଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଏମ.ଏସ.ଏମ.ଇ ଦିବସ ପାଳିତ ହୋଇ ଯାଇଛି...

ଶ୍ରାବଣ ସୋମବାରେ ମନ୍ଦିର ଯିବେନି କାଉଡ଼ିଆ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅରମ୍ଭ ହେଉଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର । ଏହିଦିନ ଲକ୍ଷଲକ୍ଷ କାଉଡ଼ିଆ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଶଙ୍କରଠାରେ ଜଳ...

ଗ୍ରହାଣୁ ଧକ୍କାରେ ନଷ୍ଟ ହୋଇଯିବ ପୃଥିବୀ ଏଭଳି ସାମ୍ଭାବ୍ୟ ପ୍ରଳୟକୁ ନେଇ ବୈଜ୍ଞାନିକ ଚିନ୍ତିତ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): \"ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ\' ଏଭଳି ଏକ ଭୟାନକ ଖବର ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି । ସାଧାରଣ ଲୋକଙ୍କଠାରୁ...

ଲକ୍‌ଡାଉନ ମାନୁ ନାହଁନ୍ତି ଲଭ୍ ବାର୍ଡସ

ମଲ୍ ବନ୍ଦ । ସିନେମା ହଲ୍ ବନ୍ଦ । ରେଷ୍ଟୁରାଣ୍ଟରେ ବସି ହେଉନି । ପାର୍କରେ ହଜାରେ କଟକଣା । ରୁମ୍‌କୁ କାହାକୁ ନ ଅ ।ଣିବା...

ମିଳିବ ଶୁଭଫଳ ଶ୍ରାବଣ ମାସରେ ମହିଳାମାନେ ପିନ୍ଧନ୍ତୁ ସବୁଜ ଚୁଡ଼ି

ଶ୍ରାବଣ ମାସରେ ସବୁଜ ରଙ୍ଗ ଚୁଡ଼ି ପିନ୍ଧିବାର ମହତ୍ତ୍ୱ ରହିଛି ଳ ଏହି ମାସରେ ପ୍ରଭୁ ମହେଶ୍ୱରଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ...

ଶ୍ରାବଣ ମାସରେ କରନ୍ତୁ ମହାଦେବଙ୍କ ପୂଜାର୍ଚ୍ଚନା

ଜୁଲାଇ ୬ରୁ ଆରମ୍ଭ ଶ୍ରାବଣ ମାସ । ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ ଏହି ମାସରେ ପ୍ରଭୁଙ୍କ । ଭୋଳାଶଙ୍କରଙ୍କୁ ଜଳ, ବେଲପତ୍ର, ଦୁଦୁରା ଫୁଲ ଖୁବ...

ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର ଦେଲେ ନବୀନ ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ଅ ।ଜି ସାରା ଦୁନିଅ ।କୁ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ଅ ।ଜି ସାରା ଦୁନିଅ ।କୁ ବାଟ ଦେଖାଇଛି । କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ...

ଏକ୍ରାମ ଖାଁ ଆକ୍ରମଣ ଲାଗି ୧୩ ବର୍ଷ କଳାପାହାଡ଼ ଲାଗି ୯ ବର୍ଷ ବନ୍ଦ ହୋଇଛି ରଥଯାତ୍ରା

puri (ପ୍ରଦୀପ ନାୟକ) : କରୋନା ସଂକ୍ରମଣ ଯୋଗୁଁ ସୁପ୍ରିମକୋର୍ଟ ପ୍ରଥମେ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଥିଲେ । ପରେ ମହାପ୍ରଭୁଙ୍କ ଲୀଳା ଯୋଗୁ ରଥଯାତ୍ରା...

ଭିକ୍ଷାବୃତ୍ତି

ଡକ୍ଟର ବାସୁଦେବ ମିଶ୍ରପ୍ରାଚୀନ କାଳରେ ସିଦ୍ଧ ଗୁରୁମାନେ ଗ୍ରାମଠାରୁ ଦୂରବର୍ତ୍ତୀ ଘଞ୍ଚ ବନାନୀମଧ୍ୟରେ ପ୍ରତିଷ୍ଠା କରୁଥିôଲେ ଆଶ୍ରମ ଗୁରୁକୁଳ ବିଦ୍ୟାଳୟ । ନିର୍ଦ୍ଦିଷ୍ଟ ବୟସରେ ଉପନୀତ ହେବା...

ଅନାହାରରେ ଜୀବନ ଯିବା ପ୍ରସଙ୍ଗ ! କାରଣ ଖୋଜୁଛି ସ୍ୱତନ୍ତ୍ର ଟିମ୍

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ପେଟକୁ ଦାନା ମୁଠେ ନପାଇ ପାହାଡ଼ ପର୍ବତ ବୁଲି ବୁଲି ରୋଜଗାର ଅନେଶ୍ୱଣ କରି ଶେଷରେ ଅନାହାରରେ ୪୬ବର୍ଷିଆ ମହିଳା ଦୁଖୀର ଚାଲିଗଲା...

You may have missed