Main Story

Editor’s Picks

Trending Story

Blog

ନୂଆଗାଁ ଡିମିରିପଲ୍ଲୀ ପୁର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା ରାସ୍ତାର ନବୀକରଣ ଦାବି

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ରାସ୍ତା ମରାମତି କରି ରାଜ୍ୟ ସରକାରଙ୍କ ଅର୍ଥ ଲୁଟି ଚାଲିଛନ୍ତି ବିଭାଗୀୟ ଯନ୍ତୀ ଓ ଠିକାଦାର । ଉଭୟଙ୍କ ପାଇଁ ରାସ୍ତା ପାଲଟିଛି...

ଜଙ୍ଗଲ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ସଂରକ୍ଷିତ ଜଙ୍ଗଲରୁ ମାଟି ପଥର ଲୁଟ୍‌ଲୁଟୁଛନ୍ତି ମୂଲ୍ୟବାନ ଗଛସୁରକ୍ଷାକର୍ମୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀନୟାଗଡ଼଼ , (ପ୍ରବାହ ନ୍ୟୁଜ): କେତେକ ଜଙ୍ଗଲ ସୁରକ୍ଷାକର୍ମୀକୁ ହାତବାରେସି କରି ଜଙ୍ଗଲ, ପାହାଡରେ...

ଦୁର୍ଦ୍ଦିନରେ ସାମ୍ବାଦିକ ମାସିକ ପ୍ରୋତ୍ସାହନ ଦେବାକୁ ବିଭିନ୍ନସ୍ତରରେ ଦାବି

ନୟାଗଡ଼଼/ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌): ସଙ୍କଟରେ ଗଣମାଧ୍ୟମ ସଂସ୍ଥା । ସାରା ବିଶ୍ୱରେ ଆତଙ୍କ ରଚିଥିବା ମହାମାରୀ ‘କରୋନା’ ଭାଇରସ୍‌କୁ ନେଇ ସାରା ବିଶ୍ୱ ଆଜି ଆତଙ୍କିତ । ପ୍ରତିଦିନ...

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କୋଭିଡ୍ ସମୀକ୍ଷା

ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଶୁକ୍ରବାର ପୂର୍ବାହ୍ନରେ ନୟାଗଡ଼ ଗସ୍ତ କରି ନୟାଗଡ଼ ସର୍କିଟ୍ ହାଉସଠାରେ ପହଞ୍ôଚ ନୟାଗଡ଼...

ଅନାହାରରେ ଜୀବନଗଲା ଘଟଣା ରାଜ୍ୟ ସରକାରଙ୍କୁ ଅନ୍ଧାରରେ ରଖିଲା ଜିଲ୍ଲା ପ୍ରଶାସନ!

ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): ମୋ ରାଜ୍ୟରେ କୌଣସି ଲୋକ ଭୋକ ଉପବାସରେ ଜୀବନ କାଟିବେ ନାହିଁ । ସମସ୍ତଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ...

ଗ୍ଲେନ୍‌ମାର୍କ ଫାବିଫ୍ଲୁର ମୂଲ୍ୟ ୨୭ ପ୍ରତିଶତ କମାଇଲା

୧୫ ଜୁଲାଇ, ୨୦୨୦: ବିଶ୍ୱସ୍ତରରେ ଗବେଷଣା କ୍ଷେତ୍ରରେ ପରିଚିତି ହାସଲ କରିଥିବା ଗ୍ଲେନ୍ ମାର୍କ ଫାର୍ମାସିଟ୍ୟୁକାଲ ଲିଃ. ପକ୍ଷରୁ ୧୦୦୦ଜଣ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଫାବିଫ୍ଲୁ ଗ୍ରହଣ କରିବା...

କହ ଏଠି ନିଜର କିଏ ?

ସଵୁ ଏଠି ମିଛ ମାୟାଆଜି ଯିଏ ନିଜରକାଲି ପରା ସେ ସାତପରଇନ୍ଦ୍ରଜାଲ ଭରା ଏ ସଂସାରମାୟା ମୋହରେ ପରିପୂର୍ଣ୍ଣଜିଵ ଥିବା ଯାଏ ଏଠି ସଭିଏଁନିଜରପ୍ରାଣ ଛାଡିଗଲେ ନୁହେଁଏଠି...

ବିଚିତ୍ର ରାଜତନ୍ତ୍ର ବ୍ୟବସ୍ଥା

ପ୍ରତିବର୍ଷ ବିବାହ କରନ୍ତି ରାଜା,୧୫ ରାଣୀ,୨୩ ସନ୍ତାନଙ୍କୁ ନେଇ ପରିବାରସାରା ଦୁନିଅ ।ରେ ପ୍ରାୟତଃ ରାଜତନ୍ତ୍ର ବ୍ୟବସ୍ଥା ଅନେକ ଦିନ ପୂର୍ବରୁ ସମାପ୍ତ ହୋଇଯାଇଛିଛ କିନ୍ତୁ ଅ...

୩୮ ଲକ୍ଷ ପିଲା ଅନ୍‌ଲାଇନ୍ ଶିକ୍ଷାଦାନରୁ ବଞ୍ଚିତ

କେବଳ ୬୧.୯୩% ପିଲାଙ୍କ ଘରେ ରହିଛି ଟିଭିଗଠନ ହୋଇଛି ୨, ୭୯, ୭୫୫ଟି ହ୍ୱାଟ୍‌ସଆପ୍ ଗ୍ରୁପ୩୧.୯୫% ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନରେ ଶିକ୍ଷା ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶ୍ରେଣୀ...

ଧର୍ମପରାୟଣ ମହିଳାଙ୍କ ପରଲୋକ

କଟକ, (ପ୍ରବାହ ନ୍ୟୁଜ୍‌): କେଶରପୁର ଅଞ୍ଚଳର ଧର୍ମପରାୟଣ ମହିଳା ତଥା ସ୍ଥାନୀୟ ନିବାସୀ ଶଚୀନ୍ଦ୍ର ମହାପାତ୍ରା (ବାବୁଲି)ଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ...

ରାଜଧାନୀରେ ଲକ୍‌ଡାଉନ୍ ଓ ଶଟ୍‌ଡାଉନ କମାଇଛି ଦୁର୍ଘଟଣା

୩ ମାସରେ ୬୬ ପ୍ରତିଶତ ହ୍ରାସପ୍ରଥମ ତ୍ରୈମାସରେ ୧୮୯ ଓ ଦ୍ୱିତୀୟରେ ୬୪ ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜଧାନୀରେ ଲକ୍‌ଡାଉନ ଓ ଶଟ୍‌ଡାଉନ କମାଇଛି ଦୁର୍ଘଟଣା ।...

You may have missed