Main Story

Editor’s Picks

Trending Story

Blog

ଭାରତର ମୁକ୍ତି ସଂଗ୍ରାମରେ ଚାପେକାର ବ୍ରଦର୍ସ

ପ୍ରଦୀପ୍ତ ଆଚାର୍ଯ୍ୟ ଦେଶ ମାତୃକାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ, ଗୋଟିଏ ପରିବାରର ତିନି ତିନୋଟି ସନ୍ତାନ ମୁକ୍ତି ସଂଗ୍ରାମରେ ପ୍ରାଣ ବିସଜର୍ନ କରିବା ପରି...

ପତଙ୍ଗ ଓ ଦୀପାଳି

ପ୍ରିୟଦର୍ଶିନୀ ମହାନ୍ତି ପତଙ୍ଗ ଜାଣିଛି ମୃତ୍ୟୁ ସୁନିଶ୍ଚିତଦୀପାଳିର ଶିଖା ତଳେ,ତଥାପି କାହିଁକି ଉଡି ଅ ।ସେ ସିଏଅ ।ଲୋକ ତା ଦେଖିଦେଲେ!!! ଦୀପାଳି କହିଲା କାହିଁଲୋ ପତଙ୍ଗଉଡ଼ିଅ...

କରୋନା ଯୋଦ୍ଧା ଙ୍କ ମାନବିକତା- ଗାଇ ଉଦ୍ଧାର ହେଲା କ୍ଷତାକ୍ତ

ଖାଲି କରୋନା ସହ ଯୁଦ୍ଧ ନୁହେଁ ବରଂ ମାନବିକ ମୂଲ୍ୟବୋଧ ବି ଜଣା ଏକଥା ଆଜି ପ୍ରମାଣ କରି ଦେଖାଇଛନ୍ତି ମେଣ୍ଢାଶାଳ ରାପିଡ ରେସପନ୍ସ ଟିମର କରୋନା...

ବିଦେଶୀ ସାମ୍ବାଦିକଙ୍କ ବିସ୍ଫୋରକ ତଥ୍ୟ ବିଶ୍ୱକୁ ବିନାଶ କରିବ ଚୀନ

ଆନ୍ଥ୍ରାକ୍ସଠୁ ଭୟଙ୍କର ଜୀବାଣୁ ଉପରେ ହେଉଛି ଗବେଷଣାନୂଅ ।ଦିଲ୍ଲୀ,(ଏଜେନ୍ସି): ବିଶ୍ୱକୁ କରୋନା ଭୂତାଣୁ ଦେଇ ସମୁଦାୟ ମାନବ ଜାତି ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିବା ଚୀନର ଏବେ...

କରୋନା ଯୋଦ୍ଧା ଅସୀମା

ପଞ୍ଚାୟତର ଘରେ ଘରେ ପରିଚିତ ଅସୀମା ଦିଦିୟଅଙ୍ଗନବାଡ଼ି କର୍ମୀ ଭାବେ ପ୍ରତିଟି ଘରେ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନାକୁ ଘରେଘରେ ପହଞ୍ଚାଇବା ସହ ଗର୍ଭବତୀ ତଥା...

ତୁମକୁ ଦେଖିଲା ପରେ

ପ୍ରିୟଦର୍ଶିନୀ ମହାନ୍ତିଶିକ୍ଷୟିତ୍ରୀଖୋର୍ଦ୍ଧା ତୁମକୁ ଦେଖିଲେ ଫୁଟିଉଠେ ମନେଆଶା ଯେତେ ଅସୁମାରୀ,ତୁମ ଆଗମାନେ ରାତି ଅନ୍ଧକାରଲାଗେ ମତେ ଦିନ ପରି । ତୁମ ହୃଦୟର ସ୍ପନ୍ଦନ ଶୁଣିଲେକବରରୁ ଯିବି...

କାରଗିଲ୍ ବିଜୟ ଦିବସ ଶହୀଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରଗିଲ୍ ବିଜୟ ଦିବସ ଅବସରରେ ମାତୃଭୂମିର ସୁରକ୍ଷା ନିମନ୍ତେ ଗୋଟିଏ ପ୍ରମୁଖ ବିପଦସଂକୁଳ ଅଂଚଳରେ ଅସାଧାରଣ ବୀରତ୍ୱର ସହ...

କ୍ୱାରେଣ୍ଟାଇନ୍ ଅନ୍ତେବାସୀଙ୍କ ବୃକ୍ଷରୋପଣ

ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ଯୋଗିଆପଲ୍ଲୀ ପଞ୍ଚାୟତର ଘାଟି ଠାକୁରାଣୀ କଲ୍ୟାଣମଣ୍ଡପ ଠାରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮...

ଜିଲ୍ଲାପାଳଙ୍କ କୋବିଡ଼୍ କେୟାର ସେଣ୍ଟର ଓ ହସ୍‌ପିଟାଲ ପରିଦର୍ଶନ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ଜିଲ୍ଲାର ବିଭିନ୍ନ କୋବିଡ କେୟାର ସେଣ୍ଟର, ଟିଏମ୍‌ସି ଓ ଜିଲ୍ଲା କୋବିଡ ହସ୍‌ପିଟାଲ ପରିଦର୍ଶନ କରି...

ଆତ୍ମନିର୍ଭର ହେବା ପରେ ମା\’ ବନିବାକୁ ପସନ୍ଦ କରୁଛନ୍ତି ମହିଳା

ଡାକ୍ତର କାନ୍ତୀ ନାୟକ ପୁଅ କିମ୍ବା ଝିଅର ବିବାହ ପରେ ପରିବାର ଲୋକ ତୁରନ୍ତ ଚାହିଁଥାନ୍ତି ଘରକୁ ଆସୁ ନୂଆ ଅତିଥି । ଏହା ଆଜିର ସ୍ଥିତି...

ଲକ୍‌ଡାଉନ୍ : ବଞ୍ôଚଯାଇଛି ଅନେକ ଜୀବନ

ପ୍ରତୀକ ଦାଶ ମହାମାରୀ କୋଭିଡ଼-୧୯ ଭାରତରେ ସଂକ୍ରମଣର ରେକର୍ଡ଼ ଭାଙ୍ଗୁଥିବାବେଳେ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ନିକଟରେ ପ୍ରକାଶ କରିଥିବା ଏକ ତଥ୍ୟ ମହାମାରୀ କାଳରେ ଏକ...

ବିକାଶ ଦିଗରେ ଓଡ଼ିଶା

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୧ବର୍ଷରୁ ଉର୍ଦ୍ଧ୍ୱହେବ ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି । ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଭାବେ ସେ ବେଶ୍ ସୁନାମ...

ପାଞ୍ଚ ଛୁଆଙ୍କୁ ଧରି ଦୁର୍ଦ୍ଦିନରେ କବିତା, ଭଙ୍ଗା କୁଡିଆରେ ବିତୁଛି ଜୀବନ

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଲୋକ ମାନଙ୍କ ପାଇଁ ଉପହାସ ପାଲଟିଛି । ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବାଦ...

You may have missed