Main Story

Editor’s Picks

Trending Story

Blog

ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ

ନ୍ୟୁୟର୍କ,(ଏଜେନ୍ସି): ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷଲକ୍ଷ ଶିଶୁ । ପୁଣି ବର୍ଷକ ମଧ୍ୟରେ । ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ ଶିଶୁ...

ରାଜ୍ୟରେ ବଢୁଛି କଏଦୀ ସଂଖ୍ୟା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜ୍ୟରେ ବର୍ତ୍ତମାନ ୮୬ଟି ଜେଲ୍ ରହିଥିବାବେଳେ ପ୍ରତିବର୍ଷ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି । ପୂର୍ବବର୍ଷ ତୁଳନାରେ ୨୦୧୯ରେ ପ୍ରାୟ ୬.୪୩ ପ୍ରତିଶତ...

ନଦୀବନ୍ଧ ସୁରକ୍ଷା ପାଇଁ ବିଶ୍ୱବ୍ୟାଙ୍କ୍ ସହାୟତା

ନୂଅ ।ଦିଲ୍ଲୀ,(ଏଜେନ୍ସି): ନଦୀବନ୍ଧ ଗୁଡିକର ବିକାଶ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୫୦୦ ନିୟୁତ ଡଲାରର ଋଣ ଯୋଗାଇବାର ପ୍ରସ୍ତାବ ଥିବାବେଳେ ଓଡିଶା ଏଥିରୁ ସର୍ବାଧିକ ଲାଭ ପାଇବ...

ନବୀନଙ୍କ ଦୁର୍ନୀତିମୁକ୍ତ ଶାସନ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୧ବର୍ଷରୁ ଉର୍ଦ୍ଧ୍ୱହେବ ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି । ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଭାବେ ସେ ବେଶ୍ ସୁନାମ...

ଜନମନର ଜନଶକ୍ତି, ରାଷ୍ଟ୍ରଶକ୍ତିର ଚେତନାକୁ ପ୍ରଜ୍ଜ୍ୱଳିତ କରୁଛି: ମୋଦୀ

ନୂଆଦିଲ୍ଲୀ, (ପିଆଇବି): ଆଜକୁ ଏକ ବର୍ଷ ପୂର୍ବେ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିଲା । ଦେଶରେ ବହୁ ଦଶନ୍ଧି ପରେ...

କରୋନା ଓ ଜ୍ୟୋତିକୁମାରୀଙ୍କ ପିତୃଭକ୍ତି

ଡ଼ଃ.ଅରୁନ୍ଧତୀ ଦେବୀତ୍ରେତୟା ଯୁଗରେ ଅନ୍ଧ ପିତାମାତାଙ୍କୁ ଭାରରେ ବୋହି ସମସ୍ତ ଦୁଃଖ କଷ୍ଟକୁ ନିଜ ଭିତରେ ପୁରାଇ ଶ୍ରବଣ କୁମାର ଯେଉଁ କୀର୍ତ୍ତି ଓ ଯଶ ଛାଡ଼ି...

ସୈନିକସ୍କୁଲ ଶିକ୍ଷାର୍ଥୀଙ୍କୁ ଅନଲାଇନ୍ ପାଠ୍ୟଦାନ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ସମଗ୍ର ଦେଶରେ କୋଭିଡ-୧୯ ସଂକ୍ରମଣ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଅ ।ଯାଇଥିବା ବେଳେ , ସୈନିକସ୍କୁଲ ଏହାର...

ଭ୍ରାମ୍ୟମାଣ ଏଟିଏମ୍ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଜନସାଧାରଣଙ୍କୁ ଅ ।ଧାର ପ୍ରମାଣଭିତ୍ତିକ ଭ୍ରାମ୍ୟମାଣ ଏଟିଏମ୍ ସେବା ଉପଲବ୍ଧ ଦିଗରେ ପଦକ୍ଷେପ ନେବାକୁ ବ୍ୟାଙ୍କଗୁଡ଼ିକୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି...

ଡଲାର ଇଣ୍ଡଷ୍ଟ୍ରିଜ୍‌ର ନୂଆ ପରିଚୟ ସୁପରଷ୍ଟାର ଅକ୍ଷୟ କୁମାର

ବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଭାରତର ଅଗ୍ରଣୀ ହୋସିୟାରୀ ବ୍ରାଣ୍ଡ୍ ଡଲାର୍ ଇଣ୍ଡଷ୍ଟ୍ରି ଲିଃ. ପକ୍ଷରୁ ଏହାର ନୂଆ ପରିଚୟ ଏବେ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହାୟତାରେ...

ଲକ୍‌ଡାଉନ କମାଇଛି ଅପରାଧ କମିଶନରେଟ ପୋଲିସରେ କମିଛି ୬୨%

ଭୁବନେଶ୍ୱର ସହରାଞ୍ଚଳର ୨୨ଟି ଥାନାରେ ଚଳିତ ବର୍ଷ ପ୍ରଥମ ତିନି ମାସରେ ହାରାହାରି ୭୦୦ ମାମଲା ରୁଜୁ ହୋଇଥିବା ବେଳେ ଏପ୍ରିଲ୍ ମାସରେ ମାତ୍ର ୨୫୨ ମାମଲା...