Main Story

Editor’s Picks

Trending Story

Blog

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ସୀମାନ୍ତ ଜିଲାକୁ ପଙ୍ଗପାଳ ଅ ।ଲର୍ଟଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯଇଛି...

ସକ୍ରିୟ ସଂକ୍ରମଣରେ ବିଶ୍ୱର ୪ର୍ଥ ସ୍ଥାନରେ ଭାରତ

ଅ ।କ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଟପିଲାନୂଅ ।ଦିଲ୍ଲୀ, (ଏଜେନ୍ସି): ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଟପିଛି । ସଂକ୍ରମଣ କ୍ଷେତ୍ରରେ ବିଶ୍ୱରେ ଭାରତ ସପ୍ତମ ସ୍ଥାନରେ ରହିଥିବା...

ଦେଶରେ ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ଲୋକପ୍ରିୟ

ଦେଶରେ ମୋଦୀଙ୍କୁ ନେଇ ୬୫ ପ୍ରତିଶତ ଲୋକ ସନ୍ତୁଷ୍ଟଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁଣି ଥରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ...

ଭାରତ ପୁଣି ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ : ମୋଦୀ

ନୂଆଦିଲ୍ଲୀ, (ଏଜେନ୍ସି): ମହାମାରୀ କରୋନା ସଙ୍କଟ ମଧ୍ୟରେ ଦେଶର ଅ ।ର୍ଥିକ ସ୍ଥିତି ବିଗିଡି ଯାଇଛି । କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସଜାଡିବା ପାଇଁ...

ଶ୍ରୀ ଜଗନ୍ନାଥଙ୍କ ସେନାପଟା ଓ ବାହୁଟ ସେବା ପାଇଁ ପଠାଗଲା ବଉଳଗଛ

ସାକ୍ଷୀଗୋପାଳ, (ପ୍ରବାହ ନ୍ୟୁଜ୍‌): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାରେ ସେବାପାଇଁ ମଙ୍ଗଳବାର ର୍ନିଜଳା ଏକାଦଶୀଦିନ ବଉଳ କାଠ ସାକ୍ଷୀଗୋପାଳରୁ ପଠାଯାଇଛି । କାହିଁ କେଉଁକାଳରୁ ପରମ୍ପରା...

ଲକଡାଉନ୍ ଖାଇଲା ୧୨. ୨୦ କୋଟି ଲୋକଙ୍କ ଚାକିରୀ

ଭାରତର ବେକାରୀ ହାର ୨୩.୪୮%କୁ ବୃଦ୍ଧିନୂଆଦିଲ୍ଲୀ, (ଏଜେନ୍ସି): ଏକ ରିପୋର୍ଟ ଅନୁଯାୟୀ, ମେ\' ୩୧ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବେକାରୀ ହାର ୨୩.୪୮% କୁ ବୃଦ୍ଧି...

ତମାଖୁ ଖାଇ ମରୁଛନ୍ତି ବର୍ଷକୁ ୭୦ଲକ୍ଷ

ନୂଅ।ଦିଲ୍ଲୀ, (ଏଜେନ୍ସି): ଭାରତରେ କରୋନାରେ ଯେତେଲୋକ ଅ।କ୍ରାନ୍ତ ହୋଇଛନ୍ତି ତମାଖୁ ସେବନ ଜନିତ କାରଣରୁ ତାହାର ୫ଗୁଣାରୁ ଅଧିକ ଲୋକ ବର୍ଷକୁ ମରୁଛନ୍ତି ଛ ବିଶ୍ୱ ସ୍‌୍ୱାସ୍ଥ୍ୟ...

ସଂକ୍ରମଣ

କେହି ଜଣେ ନିଶବ୍ଦ ରେଆଉଟୁଥିଲା ଅତୀତ ର ପୃଷ୍ଠାସଂକ୍ରମଣର ଭୟରେ ଥିରି ଥିରିଛୁଉଁଥିଲା ସ୍ମୃତି ର ଅଦେଖା ହାତକୁ ଦୂରରେ ଥାଇ କଷୁଥିଲାଜୀବନ ର କଠୋର ସତ୍ୟତାଆଲିଙ୍ଗନର...

କରୋନା ସଂକ୍ରମଣର ୩ ଦିନ ପରେ ହ୍ରାସ ପାଏ ଘ୍ରାଣ ଶକ୍ତି !

ନ୍ୟୁୟର୍କ,(ଏଜେନ୍ସି): କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏହାର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ମିଳିପାରି ନାହିଁ । କରୋନାରୁ ମୁକ୍ତି...

ଭ୍ରୂଲତା ପାଇଁ ପାଲଟିଲେ ଷ୍ଟାର

ନୂଅ ।ଦିଲ୍ଲୀ: ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳାମାନେ ସେମାନଙ୍କ ଭ୍ରୂଲତାକୁ ସ୍ୱତନ୍ତ୍ରଭାବରେ ସଜାଇଥାନ୍ତି । ଏହି ଭ୍ରୂଲତା ପାଇଁ ଏବେ ସୋସିଅ ।ଲ୍ ମିଡିଅ ।ରେ ସେନସେସନ୍...