Main Story

Editor’s Picks

Trending Story

Blog

ଆମାଜନ ଇଣ୍ଡିଆ ଇନଭେଷ୍ଟ ଇଣ୍ଡିଆ ଏବଂ ଆଇଆଇଏ ସହିତ ମିଳିତ ହୋଇ ଆମାଜନ ଡଟ୍ ଇନ୍‌ରେ ‘ଇଣ୍ଡିଆ ଓଡିଓପି ବଜାର’ର ଶୁଭାରମ୍ଭ

ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନାରାୟଣ ରାଣେ ‘ଇଣ୍ଡିଆ ଓଡିଓପି ବଜାର’କୁ ଆନୁଷ୍ଠାନିକ ଭାବେଲୋକାର୍ପିତ କରିଛନ୍ତି । ସମଗ୍ର ଭାରତରୋ ଆଂଚଳିକ ଉତ୍ପାଦ ପ୍ରଦର୍ଶନର ଏକ ଉତ୍ସର୍ଗୀକୃତ...

କାମରେ ଆସୁନି ୮୦ ଲକ୍ଷ ଟଙ୍କାରେ ନିର୍ମିତ ନୂଆବଜାର ମଣ୍ଡି, ବ୍ୟବସାୟୀ ମହାସଂଘ ଓ ବେପାରୀଙ୍କ ମଧ୍ୟରେ ଛିଡୁନି ଭାଗବଣ୍ଟା

ବାଲେଶ୍ୱର : ସହରର ନୂଆବଜାର ଠାରେ ରାସ୍ତାରେ ପରିବା ବେପାରୀଙ୍କ ଭିଡ଼ ଲାଗିରହୁଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ନୂତନ ପ୍ରକଳ୍ପ ଆରମ୍ଭ କରାଯାଇଥିଲା।...

ସରପଞ୍ଚ ପ୍ରାର୍ଥୀଙ୍କ ହୃଦଘାତରେ ମୃତ୍ୟୁ: ନିର୍ବାଚନ ସ୍ଥଗିତ

ବରଗଡ଼: ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି। ସେ ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ...

ନାନୋ କାର ହେଲିକପ୍ଟରକୁ ନେବାପାଇଁ ୧୦ରୁ ଊର୍ଧ୍ବ ଲୋକ କରିସାରିଲେଣି ବୁକିଂ

ନୂଆଦିଲ୍ଲୀ: ବିବାହ ଋତୁ ଚାଲିଛି ଏବଂ ସାରା ଦେଶରେ ବର-କନ୍ୟା ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଥିମ୍ ୱେଡିଂ ଯୁଗ‌ରେ ନବଦମ୍ପତି...

ଏହି ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ଋଷି ସୁନକ ବର୍ତ୍ତମାନ ବ୍ରିଟେନର ଅର୍ଥମନ୍ତ୍ରୀ ଅଛନ୍ତି। ଋଷିଙ୍କ ଭାରତ ସହ ଦୃଢ ସମ୍ପର୍କ ଅଛି।...

ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ଋଷ ପ୍ରସ୍ତୁତ, ଆମେରିକୀୟ ଅଧିକାରୀ ତାରିଖ ସଂପର୍କରେ ସୂଚନା ଦେଲେ

ନୂଆଦିଲ୍ଲୀ: ଋଷ ୟୁକ୍ରେନକୁ ଚାରିପଟୁ ଘେରିଛି । ୟୁକ୍ରେନ ରାଜଧାନୀ କ୍ଵିଭରେ ଏହାକୁ ନେଇ ଘନଘନ କୂଟନୈତିକ ଓ ସାମରିକ ବୈଠକ ଚାଲିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥାଙ୍କ...

ଆଇପିଏଲ-୨୦୨୨ରେ ଖେଳିବାକୁ ଯାଉଛନ୍ତି ଏହି ୧୭ ବର୍ଷୀୟ ଖେଳାଳି, ନିଜ ସ୍ପିନ ବୋଲିଂରେ କରିଛନ୍ତି କମାଲ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)- ୨୦୨୨ ପାଇଁ ରବିବାର ନିଲାମ ଶେଷ ହୋଇଯାଇଛି। ଚଳିତ ମାସ ୧୨ ତାରିଖ ଠାରୁ ବେଙ୍ଗାଲୁରୁ ଠାରେ ଆରମ୍ଭ ହୋଇଥିବା...

ରାଉରକେଲା: ପୌରପାଳିକା ମାର୍କେଟରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କପଡ଼ା ଓ ସିଲେଇ ମେସିନ ଜଳିପୋଡ଼ି ପାଉଁଶ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା ନିକଟ ପୌରପାଳିକା ମାର୍କେଟ କମ୍ପ୍ଲେସ ଟେଲରିଙ୍ଗ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଲକ୍ଷାଧିକ ଟଙ୍କାର ଦାମୀ ଶାଢ଼ି, କପଡ଼ା, ସିଲେଇ ମେସିନ ସହ...

ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଗିରଫ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର/ସୁନ୍ଦରଗଡ଼: ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କୁ ଗିରଫ କରାଯାଇଛି। ଆଜି ଫେବ୍ରୁଆରି ୧୩ ତାରିଖରେ...

‘ଆଇପିଏଲ୍’ ନିଲାମ୍: ସର୍ବାଧିକ ୧୨.୨୫ କୋଟି ଟଙ୍କାରେ ଶ୍ରେୟସ୍ ଆୟେର୍ଙ୍କୁ କିଣିଲା ‘କୋଲ୍‌କାତା ନାଇଡ୍ ରାଇଡର୍ସ’

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁରେ ଚାଲିଥିବା ‘ଆଇପିଏଲ୍‌’ ନିଲାମ୍‌ ୨୦୨୨ରେ ସର୍ବାଧିକ ମୂଲ୍ୟରେ ନିଲାମ୍‌ ହୋଇଛନ୍ତି ଶ୍ରେୟସ୍‌ ଆୟେର୍‌। ତାଙ୍କୁ ୧୨.୨୫ କୋଟି ଟଙ୍କାରେ ନିଲାମ ଧରିଛି ‘କୋଲ୍‌କାତା...

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ “ଇନଷ୍ଟାବିଜ୍‌’କୁ ଇଟଂରଅପରେବଲ୍ କରାଯାଇଛି,

ବ୍ୟବସାୟୀମାନେ ତୁରନ୍ତ ଡିଜିଟାଲ୍ ସଂଗ୍ରହ ସମାଧାନ ପାଇପାରିବେ ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ନିଜର ବ୍ୟବସାୟ ବ୍ୟାଙ୍କିଙ୍ଗ ମୋବାଇଲ୍ ଆପ୍...

ହିଜାବ୍ ବିବାଦ: ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ ଅପିଲ୍; ଜରୁରୀକାଳୀନ ଶୁଣାଣି ପାଇଁ ମନା କଲେ ସୁପ୍ରିମ୍ କୋର୍ଟ

ହିଜାବ୍‌ ବିବାଦରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ ଦାଏର କରାଯାଇଥିବା ପିଟିସନ୍‌ର ଜରୁରୀକାଳୀନ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ମନା...

ଗୋଦରେଜ୍ ଆପ୍ଳାଏନ୍‌ସେସ୍ ପକ୍ଷରୁ କ୍ଷୁଦ୍ର ପରିବାର ପାଇଁ କମ୍ପାକ୍ଟ କାଉଂଟର୍‌-ଟପ୍ ଡିସ୍‌ୱାସର୍ ଉନ୍ମୋଚିତ

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ କ୍ଷୁଦ୍ର ପରିବାରର ବାସନ ମାଜିବା ଆବଶ୍ୟକତା ପୂରଣ କରିବା ଲାଗି ଗୋଦରେଜ୍ ଇଅନ୍ ମ୍ୟାଗ୍‌ନସ୍ କାଉଂଟର୍‌-ଟପ୍ ଡିସ୍‌ୱାସର୍...

ଆମାଜନ୍‍ ଆରମ୍ଭ କଲା ପ୍ରପେଲ ଷ୍ଟାର୍ଟଅପ ଆକ୍‍ସିଲରେଟର ସିଜନ ୨ଋପ୍ତାନି ବୃଦ୍ଧି ଏବଂ ଭାରତରେ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‍ ସୃଷ୍ଟି

କାର୍ଯ୍ୟକ୍ରମର ଲକ୍ଷ୍ୟ :- ଚା ସିକୋଇଆ କ୍ୟାପିଟାଲ ଇଣ୍ଡିଆ, ଫାୟାରସାଇଡ ଭେଞ୍ଚର୍ସ ସିଜନ ୧ରୁ ଭିସି ସହଭାଗୀରହିଛନ୍ତି, ଆସେଲ୍‍ ଏବଂ ଡିଏସ୍‍ଜି କଞ୍ଜୁମର ପାର୍ଟନର୍ସ ଏବେ ସାମିଲଚା...

ପ୍ରାପ୍ତ ବୟସ୍କ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ନିମନ୍ତେ ଭାରତରେ ଆରମ୍ଭ ହେଲା ପ୍ରଥମ ‘ନାଜାଲ୍‌ ସ୍ପ୍ରେ’

ନୂଆଦିଲ୍ଲୀ: କୋଭିଡ୍‌-୧୯‌ଦ୍ବାରା ଆକ୍ରାନ୍ତ ପ୍ରାପ୍ତ ବୟସ୍କ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ‘ସାନୋଟାଇଜ୍‌’ ସହଭାଗିତାରେ ମୁମ୍ବାଇସ୍ଥିତ ଔଷଧ କମ୍ପାନି ‘ଗ୍ଲେନ୍‌ମାର୍କ’ ଭାରତରେ ‘ନାଇଟ୍ରିକ୍‌ ଅକ୍ସାଇଡ୍‌ ନାଜାଲ୍‌ ସ୍ପ୍ରେ’ର (ଫେବିସ୍ପ୍ରେ)...

You may have missed