Main Story

Editor’s Picks

Trending Story

Blog

କଶ୍ମୀର ପଣ୍ଡିତଙ୍କ ପାଇଁ ମୋ ହୃଦୟ କାନ୍ଦୁଛି, ସେ ଘଟଣା ପାଇଁ ମୁଁ ନୁହେଁ ଦିଲ୍ଲୀରେ ଥିବା ସରକାର ଦାୟୀ: ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ରିଲିଜ୍ ପରେ ଏବେ ୧୯୯୦ ମସିହାରେ ପ୍ରକୃତରେ କ’ଣ ଘଟିଥିଲା ତାହା ସାମ୍ନାକୁ ଆସିଛି। କିଭଳି ଭାବେ କଶ୍ମୀର ପଣ୍ଡିତମାନେ...

ପିପିଲିରେ ନିର୍ବାଚନୀ ହିଂସା! କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୃତ୍ତ: ବିଜେଡିର ହାତ ଥିବା କଂଗ୍ରେସର ଅଭିଯୋଗ

ପିପିଲି: ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ତ ଘଟିଥିଲା। ଏବେ ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା...

ମଝିି ଆକାଶରେ ଚୀନ୍‌ର ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ, ଭିତରେ ଥିଲେ ୧୩୩ ଯାତ୍ରୀ

ନୂଆଦିଲ୍ଲୀ: ମଝି ଆକାଶରେ ବିମାନରେ ଲାଗିଲା ନିଆଁ। ଚୀନର ଏକ ବିମାନ ଉଡ଼ାଣ କରିବା ପରେ ମଝି ଆକାଶାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ନିଆଁ ପିଣ୍ଡୁଳା...

ରାଉରକେଲାର ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ରାଉରକେଲା: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି।  ତାଙ୍କ ସହ...

ଭରତପୁର ଅଞ୍ଚଳରେ ପୁଲିସର ଚଢ଼ାଉ: ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ମାଆପୁଅ ଗିରଫ

ଭୁବନେଶ୍ୱର: ରାଜଧାନୀର ଭରତପୁର ଅଞ୍ଚଳରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାର ସୂଚନା ମିଳିଛି। ଏଥିସହ ଏହି ଘଟଣାରେ ଜଡ଼ିତ ମାଆପୁଅଙ୍କୁ...

ବକ୍ସ ଅଫିସରେ ଧମାଲ କରୁଛି ‘ଦ କଶ୍ମୀର ଫାଇଲସ୍’; ୫ଦିନରେ ଏତିକି କୋଟି ଆୟ କରିସାରିଲାଣି

ନୂଆଦିଲ୍ଲୀ: ସିନେମା ‘ଦ କଶ୍ମୀର ଫାଇଲସ’କୁ ଦର୍ଶକ ବେଶ ଭଲ ପାଇବା ଦେଇଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦେଶିତ ସିନେମା ବକ୍ସ ଅଫିସରେ ଭଲ ଆୟ କରୁଛି। ଗତ ୫ଦିନ...

ପୋଲାଣ୍ଡ୍‌ର କେରୋଲିନା ବାଏଲସ୍କା ମିସ୍‌ ୱାଲ୍‌ର୍ଡ ୨୦୨୧; ପ୍ରଥମ ରନର୍‌ ଅପ୍‌ ହେଲେ ଭାରତୀୟ-ଆମେରିକୀୟ ଶ୍ରୀ ସାୟିନୀ

ସାଏନ୍‌ ୱାନ୍‌: ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତା ‘ମିସ୍‌ ୱାଲ୍‌ର୍ଡ ୨୦୨୧’ ପୋଲାଣ୍ଡ୍‌ର କେରୋଲିନା ବାଏଲସ୍କା ବିଜୟୀ ହୋଇଥିବା ବେଳେ ଆମେରିକାର ପ୍ରତିନିଧିତ୍ବ କରିଥିବା ଭାରତୀୟ-ଆମେରିକୀୟ ଶ୍ରୀ ସାୟିନୀ...

ଆଜିଠାରୁ ଆରମ୍ଭ ହେଲା ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ରାଜ୍ୟ ବ୍ୟାପି ଆରମ୍ଭ ହୋଇଛି। ରାଜ୍ୟର ୫୪ ଟି କେନ୍ଦ୍ରରେ ପ୍ରଥମେ ଆଜି ଟିକାକରଣ ଆରମ୍ଭ...

ପଞ୍ଜାବ ପ୍ରଦଶେ କଂଗ୍ରେସ କମିଟି ମୁଖ୍ୟ ପଦରୁ ଇସ୍ତଫା ଦେଲେ ନବଜୋତ୍‌ ସିଂହ ସିଦ୍ଧୁ

ଚଣ୍ଡୀଗଡ଼: ନିକଟରେ ଶେଷ ହୋଇଥିବା ପଞ୍ଜବ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ହେତୁ ଆଜି ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ...

୨୪ ଘଣ୍ଟାରେ ଦେଶରେ ୨,୫୦୩ କୋଭିଡ୍‌-୧୯ ଆକ୍ରାନ୍ତ; ୨୭ ଜଣ ମୃତ

ନୂଆଦିଲ୍ଲୀ: ବେଶ୍‌ କିଛି ଦିନ ଧରି ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ଦ୍ରୁତ ବେଗରେ ବିସ୍ତାରିତ ହେବା ପରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇ...

ଚୀନ୍‌କୁ ସତର୍କ କଲା ଆମେରିକା: ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷ୍‌କୁ ସାହାଯ୍ୟ କଲେ ପରିମାଣ ଭୋଗିବ

ୱାସିଂଟନ୍‌: ଲାଗୁ ହୋଇଥିବା କଟକଣା ଏଡ଼ାଇ ବେଜିଙ୍ଗ୍‌ ଯଦି ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ସାହାଯ୍ୟ କରେ ତେବେ, ନିଶ୍ଚୟ ତା’ର ପରିଣାମ ଭୋଗିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର...

ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ସସ୍ମିତ ପାତ୍ର

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଗତକାଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇବା ଘଟଣାକୁ କେନ୍ଦ୍ର କରି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ମୁହଁ...

ଦିଲ୍ଲୀର ଗୋକୁଳପୁରୀରେ ବଡ଼ଧରଣର ଅଗ୍ନିକାଣ୍ଡ; ଜୀବନ୍ତ ଦଗ୍ଧ ହୋଇ ୭ଜଣ ମୃତ

ନୂଆଦିଲ୍ଲୀ: ଗତରାତିରେ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଥିବା ବସ୍ତିରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ୬୦ଟି ଝୁମ୍ପୁଡ଼ି ଘର ପୋଡ଼ି ଯିବା ସହ ପ୍ରାୟ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ...

ସିଏମ୍‌ସିର ୪୯୦ କୋଟି ବଜେଟ୍‌କୁ ଅନୁମୋଦନ, ଗତବର୍ଷ ତୁଳନାରେ ଏବର୍ଷ ୩୦ କୋଟି ଆୟ ହ୍ରାସ

କଟକ: କଟକ ମହାନଗର ନିଗମର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଚିଠା ବଜେଟ ପ୍ରସ୍ତୁତ ହୋଇଛି। ଏଥିର ବଜେଟର ଆକାର ୪୯୦ କୋଟି ଟଙ୍କା ଛୁଇଁଛି। ସିଏମ୍‌ସିର ବିଭିନ୍ନ...

ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଜେନେରାଲ ମ୍ୟାନେଜରଙ୍କ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ। ଆଜି ତାଙ୍କର ସମ୍ବଲପୁର ଜିଲ୍ଲାର ବୁର୍ଲା କର୍ପୋରେଟ୍...

You may have missed