Main Story

Editor’s Picks

Trending Story

Blog

ଘର ଭିତରେ ଦୁଇ ମହିଳାଙ୍କ ଗଳା କାଟି ହତ୍ୟା: କାରଣ ଅସ୍ପଷ୍ଟ

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନୂଆପଡ଼ା ଗ୍ରାମରେ ଦୁଇ ଜଣ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସକାଳ ପ୍ରାୟ...

ମହାମାରୀ ପ୍ରଭାବରୁ ସୁଧୁରୁଛି ଓଡ଼ିଶା ଅର୍ଥନୀତି, ୨୦୨୧-୨୨ରେ ୧୦% ହାରରେ ଅଭିବୃଦ୍ଧି ହାସଲ

ମୁଣ୍ଡପିଛା ଆୟରେ ଉନ୍ନତି, ତଥାପି ଜାତୀୟ ହାରଠାରୁ କମ୍ ଭୁବନେଶ୍ବର : ମଙ୍ଗଳବାର ଓଡ଼ିଶା ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ...

ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି କ୍ଷତି ହେବ ନାହିଁ: ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ବର: ଶ୍ରୀମନ୍ଦିର ଚାରିପାର୍ଶ୍ବରେ ଗାତ ଖୋଲିବାକୁ ନେଇ ବିବାଦ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ନିଜର ବିବୃତ୍ତି ରଖିଛନ୍ତି। ଶ୍ରୀ...

ପେଟ୍ରୋଲ ପକାଇବାକୁ କେନ୍ଦ୍ରକରି ରାଜଧାନୀରେ ଆତଙ୍କ: ରାତିଅଧରେ ଫୁଟିଲା ଗୁଳି, ବୁଲିଲା ଖଣ୍ଡା

ଗୁଳିମାଡ଼ରେ ଜଣେ, ଖଣ୍ଡା ଚୋଟରେ ୨ ଆହତ ଭୁବନେଶ୍ୱର : ପୁଣି ଅଶାନ୍ତ ହୋଇପଡ଼ିଛି ରାଜଧାନୀ। ଗାଡ଼ିରେ ତେଲ ପକାଇବାକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ...

ଚତୁର୍ଥ ଦିନରେ ‘ଆର୍‌ଆର୍‌ଆର୍‌’; ଓଡ଼ିଶାରେ ଦର୍ଶକ କରୁଛନ୍ତି ପସନ୍ଦ

ମୁମ୍ବାଇ: ରାମ ଚରଣ ଓ ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଅଭିନୀତ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ହଲ୍ଲା ମଚାଇବାରେ ଲାଗିଛି। ଆନ୍ଧ୍ର ଓ...

ଦୁଇଦିନିଆ ଭାରତ ବନ୍ଦ: ସାମିଲ୍ ହେଲାନି ପେଟ୍ରୋଲିମ୍ ଡିଲର ସଂଘ

କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ରେଳରୋକ ଭୁବନେଶ୍ବର: ୧୨ ଦଫା ଦାବି ନେଇ ଆଜିଠୁ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ସଂଗଠନ ପକ୍ଷରୁ ଦୁଇଦିନିଆ...

ନିର୍ବାଚନ ବିଜୟ ଉତ୍ସବରେ କଟକଣା ଲାଗୁ: ବିନା ଅନୁମତିରେ ପାଳନ କରିପାରିବେନି ଉତ୍ସବ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। କିଛି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇସାରିଛନ୍ତି। କିନ୍ତୁ ନିର୍ବାଚନ ଜିିତିଥିଲେ ବି ନିଜ ଇଚ୍ଛା ହିସାବରେ...

ଟାଟା ଷ୍ଟିଲ ମାଇନିଂ ସଷ୍ଟେନେବିଲିଟି ପାଇଁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସମ୍ମାନିତ

ସୁକିନ୍ଦା, ମାର୍ଚ୍ଚ ୨୪, ୨୦୨୨: ସଷ୍ଟେନେବିଲିଟି ପାଇଁ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌)କୁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି । ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ...

ଏସ୍‌ବିଆଇ ପକ୍ଷରୁମିଳିତଭାବେଗୃହ ଋଣ ଦେବାଲାଗିହାଉସିଂ ଫାଇନାନ୍ସକଂପାନିଗୁଡ଼ିକସହସହଭାଗିତାସ୍ଥାପନ

ଭୁବନେଶ୍ୱର:ଗୃହ ଋଣ ପହଂଚୁନଥିବାକିମ୍ବା ଅଭାବରହୁଥିବାକ୍ଷେତ୍ର ପାଇଁଗୃହ ଋଣ ମଂଜୁରକରିବା ନିମନ୍ତେ ଭାରତରସର୍ବବୃହତ ଋଣ ପ୍ରଦାନକାରୀଭାରତୀୟଷ୍ଟେଟ୍‌ବ୍ୟାଙ୍କ (ଏସବିଆଇ) ପକ୍ଷରୁ ପାଂଚଟିହାଉସିଂ ଫାଇନାନ୍ସକଂପାନିସହିତସହଭାଗିତାସ୍ଥାପନ କରାଯାଇଛି ।ସେହିସଂସ୍ଥାଗୁଡ଼ିକହେଉଛି ପିଏନ୍‌ବିହାଉସିଂ ଫାଇନାନ୍ସଲିମିଟେଡ୍‌, ଆଇଆଇଏଫ୍‌ଏଲ୍‌ହୋମ୍...

ପଶ୍ଚିମବଙ୍ଗରେ ୮ଜଣଙ୍କୁ ଜିଅନ୍ତା ପୋଡ଼ି ମାରିବା ଘଟଣାର ‘ସିବିଆଇ’ ତଦନ୍ତ ପାଇଁ ଆଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମରେ ୮ଜଣ ବ୍ୟକ୍ତିଙ୍କୁ ଜୀବନ୍ତ ପୋଡ଼ି ମାରିବା ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିବା ଲାଗି କାଲ୍‌କାଟା ହାଇକୋର୍ଟ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’କୁ...

ୟୁନିଫର୍ମ ପିନ୍ଧିଥିବା ବେଳେ ତିଳକ ଲଗାଇବାକୁ ଭାରତୀୟ ବଂଶୋଦ୍ଭବ ସୈନିକଙ୍କୁ ଅନୁମତି ଦେଲା ଆମେରିକା ବାୟୁସେନା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାରେ ସୈନିକ ଥିବା ଭାରତୀୟ ବଂଶୋଦ୍ଭବ ଦର୍ଶନ ଶାହ ୟୁନିଫର୍ମ ପିନ୍ଧିଥିବା ବେଳେ ମଧ୍ୟ ତିଳକ ଲଗାଇ ପାରିବେ ବୋଲି ଅନୁମତି ପାଇଛନ୍ତି।...

ବ୍ରଜରାଜନଗର ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ମନ ବଳାଇଲେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ଦଳ ଚାହିଁଲେ ସେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ବୋଲି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି କହିଛନ୍ତି। ଆଜି ପୌର ନିର୍ବାଚନ...

‘ହିରୋ ମୋଟୋକର୍ପ’ର ଚେୟାର୍‌ମ୍ୟାନ୍‌ ପବନ ମୁଞ୍ଜାଲ୍‌ଙ୍କ ଅଫିସ ଓ ବାସଭବନରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରୁ ଚେୟାର୍‌ମ୍ୟାନ୍‌ ପବନ ମୁଞ୍ଜାଲ୍‌ଙ୍କ ବାସଭବନ ସମତେ ‘ହିରୋ ମୋଟୋକର୍ପ’ର କେତେକ ଉଚ୍ଚସ୍ତରୀୟ କର୍ମଚାରୀଙ୍କ ବାସଭବନ ଓ ଅଫିସ୍‌ରେ ଆୟକର ବିଭାଗ ଚଢ଼ାଉ କରିଛି।...

ସା‌ମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାରୁ ସଲମାନଙ୍କ ନାଁରେ ସମନ ଜାରି

ମୁମ୍ବାଇ: ଆଇନ୍‌ଗତ ସମସ୍ୟାରେ ପ୍ରାୟତଃ ଅଧିକାଂଶ ସମୟରେ ଛନ୍ଦି ହୋଇପଡ଼ିଥାନ୍ତି ଅଭିନେତା ସଲମାନ ଖାନ୍। ନିକଟରେ ସେ ପୁଣି ଥରେ ଏକ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତିି। ଜାଣିବାକୁ...

ଶେଷ ହେବ ଇମ୍ରାନଙ୍କ ଶାସନ ! ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ନୱାଜ ସରିଫଙ୍କ ଦଳ

ଇସ୍‌ଲାମାବାଦ: ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଯାଇଛି। ବିରୋଧୀ ଦଳମାନେ ଏକଜୁଟ ହୋଇ ଇମ୍ରାନ୍‌ ଖାନ୍‌ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସନ୍ତାକାଲି ସଂସଦରେ...

You may have missed