ନିଲାମରେ ୫ ଲକ୍ଷ ଡଲାର୍ରେ ବିକ୍ରି ହେଲା ଆପୋଲୋ ୧୧ ମିସନ୍ରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଚନ୍ଦ୍ରରୁ ଆଣିଥିବା ବାଲୁକା
ନୂଆଦିଲ୍ଲୀ: ଆପୋଲୋ ୧୧ ମିସନ୍ରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଚନ୍ଦ୍ରରୁ ଆଣିଥିବା ବାଲୁକାରୁ କାଣିଚାଏ (ଅତି ସ୍ବଳ୍ପ ପରିମାଣର) ୫୦୪,୩୭୫ ଡଲାର୍ରେ ବିକ୍ରୟ ହୋଇଛି। ବୁଧବାର ଦିନ ନ୍ୟୁୟର୍କରେ...