Main Story

Editor’s Picks

Trending Story

Blog

ତୀର୍ଥଯାତ୍ରୀ ମାନଙ୍କ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିସ୍ତୃତ ରଥ ଯାତ୍ରା ପ୍ରସ୍ତୁତି

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବ ରଥଯାତ୍ରାର ସମୀକ୍ଷା କରିଛନ୍ତି । ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ...

ଉତ୍କଳ ଆଲୁମିନା’ ଦ୍ୱାରା ପାରିପାଶ୍ୱିର୍କ ବିଦ୍ୟାଳୟରେ ବିଜ୍ଞାନାଗାର ଓ ପୁସ୍ତକାଳୟ ସ୍ଥାପନ

ଭୁବନେଶ୍ୱର/ଟିକିରି: ଏହି ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା କ୍ଷେତ୍ରରେ ନିଜର ଅବଦାନ ରଖିବା ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା...

ସ୍କୋଡା ଅଟୋ ଇଣ୍ଡିଆ ଜୁନ ଏବଂ H୧ ୨୦୨୨ରେ ସମସ୍ତ ରେକର୍ଡଭାଙ୍ଗିଦେଇଛି

•ଜୁନ୨୦୨୨ରେରେକର୍ଡ-ଭାଙ୍ଗିବା ୬,୦୨୩ କାରବିକ୍ରି କରିଛି• ୨୦୨୨ରେ ଅର୍ଦ୍ଧ ବର୍ଷର ମାର୍କରେ୨୦୨୧ବାର୍ଷିକବିକ୍ରିକୁ ପଛରେ ପକାଇଛି: H୧ ୨୦୨୨ରେ ୨୮,୮୯୯ ରବିକ୍ରି୨୦୨୧ ରେ ୨୩,୮୫୮ ବାର୍ଷିକ ବିକ୍ରିଠାରୁ ଅଧିକ• ଭାରତରେ...

ରଥଯାତ୍ରା ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ‘୮ବର୍ଷର କ୍ଷେବା, ସୁଶାସନ ଓ ଗରିବ କଲୟାଣ’ ପ୍ରଦଶଷନୀଉଦଘାଟିତ

ଭୁବନେଶ୍ବର/ପୁରୀ, ୦୧।୦୭ :ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆୟୋଜିତ...

ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା

ଭୁବନେଶ୍ୱର, ୧ ।୭: ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି । ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି,...

ରଥଯାତ୍ରା ପାଇଁ ଶ୍ରୀ ବାଣୀକ୍ଷେତ୍ର ଚଳଚଞ୍ଚଳ

30/06:(ପ୍ରବାହ ନିୟୂଜ)ରଥଯାତ୍ରା ପାଇଁ କିସ୍ ଶ୍ରୀବାଣୀ କ୍ଷେତ୍ରର ର ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ । ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଚୁଡାନ୍ତ ପର୍ଯ୍ୟାୟରେପହଞ୍ଚିଥିବା...

ଆଦିତ୍ୟ ବିର୍ଲା ଫାଇନାନ୍ସ ଓଡିଶାରେ ଛୋଟ ବ୍ୟବସାୟକୁ ସହାୟତା କରିବା ପାଇଁ ନୂତନ ଉତ୍ପାଦର ଶୁଭାରମ୍ଭ କଲା

ମୁମ୍ବାଇ, ୨୯ ଜୁନ, ୨୦୨୨: ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡର ଋଣ ପ୍ରଦାନକାରୀ ସହାୟକ କମ୍ପାନୀ ଆଦିତ୍ୟ ବିର୍ଲା ଫାଇନାନ୍ସ ଲିମିଟେଡ (ଏବିଏଫଏଲ) ଓଡ଼ିଶାରେ ଏହାର ୧୧...

ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବଙ୍କ ବଡ଼ ନିଷ୍ପତ୍ତି: ବଦଳିଲା ଔରାଙ୍ଗାବାଦ ଓ ଓସମାନାବାଦର ନାଁ

ମୁମ୍ବାଇ: ରାଜନୈତିକ ସଙ୍କଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବଡ଼ ନିଷ୍ପତ୍ତି। ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ରାଜ୍ୟର ୨ଟି ସହରର...

ପୁଲିସ ଇନଫର୍ମର ଦର୍ଶାଇ ସରପଞ୍ଚକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ଲାଲଗଡ଼ରେ ନକ୍ସଲ ମାତିଛନ୍ତି। ଗୋଟିଏ ପରେ ଗୋଟିଏ ରକ୍ତାକ୍ତ ଘଟଣା ଘଟାଉଛନ୍ତି। ଏବେ ଜଣେ ସରପଞ୍ଚଙ୍କୁ ନକ୍ସଲମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ସରପଞ୍ଚ ଯେତେଯାହା...

ବେଦାନ୍ତ ଲାଞ୍ଜିଗଡ଼କୁ ସମ୍ମାନଜନକ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର-୨୦୨୧

ଲାଞ୍ଜିଗଡ଼, ୨୯ ଜୁନ,୨୦୨୨ : ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍ ନିର୍ମାତା ବେଦାନ୍ତ ଆଲୁମିନିୟମ ପରିବେଶ ସ୍ଥିରତା ଉପରେ ଅବଦାନ ଓ କାର୍ଯ୍ୟ ପାଇଁ ସମ୍ମାନଜନକ କଳିଙ୍ଗ...

ୱି ବିଜନେସ୍ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ “ରେଡି ଫର୍ ନେକ୍ସଟ୍‌’ ପ୍ରୋଗ୍ରାମ୍ ଉନ୍ମୋଚିତ

ଭୁବନେଶ୍ୱର: ମହାମାରୀ ପରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଅବସ୍ଥା ଖରାପ ହୋଇଯାଇଛି । ତାହାକୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର ୱିର ସଂସ୍ଥା ୱି ବିଜନେସ୍ ପକ୍ଷରୁ...

ତନିସ୍କ ଉପସ୍ଥାପନ କରୁଛି “ରାଜାଧୀରାଜ’

ବ୍ରାଣ୍ଡ୍ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପେଣ୍ଡାଂଟ୍ ଓ ରିଙ୍ଗ୍ ବର୍ଗମାଳା ଉନ୍ମୋଚିତ ଭୁବନେଶ୍ୱର: ଟାଟା ପକ୍ଷରୁ ଭାରତର ସର୍ବବୃହତ ଗହଣା ରିଟେଲ୍ ବ୍ରାଣ୍ଡ୍ ତନିସ୍କ ପକ୍ଷରୁ...

ବେଦାନ୍ତ ଲାଞ୍ଜିଗଡ଼ ପରିବେଶ ଉପରେ ସ୍ଥାୟୀ ପଦକ୍ଷେପ ଗ୍ରହଣ ପାଇଁସମ୍ମାନଜନକ କଳିଙ୍ଗ ରତ୍ନ ପୁରସ୍କାର ଲାଭ କରିଛି

ଲାଞ୍ଜିଗଡ଼, ୨୮ ଜୁନ,୨୦୨୨ : ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍ ନିର୍ମାତା ବେଦାନ୍ତ ଆଲୁମିନିୟମ ପରିବେଶ ସ୍ଥିରତା ଉପରେ ଅବଦାନ ଓ କାର୍ଯ୍ୟ ପାଇଁ ସମ୍ମାନଜନକ \"କଳିଙ୍ଗ...

ଓଡିଶା ର ରାଜ୍ୟପାଳ ଙ୍କ ସହିତସୌଜନ୍ଯ ମୂଳକ ସାକ୍ଷାତ

ଭୁବନେଶ୍ୱର:27/06/2022 ରିଖ ରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ...

ସୁମନ ସୌରଭଙ୍କ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: (ପ୍ରବାହ ନିୟୂଜ୍) କିଟ୍‍ର ପୁରାତନ ଛାତ୍ର ତଥା ଆଇଏଏସ୍‍ ଅଧିକାରୀ ସୁମନ ସୌରଭ ମହାନ୍ତିଙ୍କ ଲିଖିତ ପୁସ୍ତକ ‘ଆକ୍‍ ସିଭିଲ୍‍ ସର୍ଭିସେସ ଏକ୍‍ଜାମିନେସନ୍‍ସ ଉଇଥ ପବ୍ଲିକ୍‍...