Main Story

Editor’s Picks

Trending Story

Blog

ସ୍ଥାନୀୟ ଲୋକଙ୍କୁ ଅଣଦେଖା, ନର୍ଭେରାମ କମ୍ପାନୀକୁ ପଡ଼ିଲା ମହଙ୍ଗା । ଗ୍ରାମସଭାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ । ସ୍ଥଗିତ ରହିଲା ଗ୍ରାମସଭା ।

ଯୋଡ଼ା,୨୦/୭ ସ୍ଥାନୀୟ ଲୋକଙ୍କୁ ଅଣଦେଖା,  ନର୍ଭେରାମ କମ୍ପାନୀକୁ ମହଙ୍ଗା ପଡ଼ିଛି । କମ୍ପାନୀର ଗ୍ରାମସଭାକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିବା ପରେ ପ୍ରଶାସନ ପକ୍ଷରୁ ଏହାକୁ...

ଟମାଟୋ କିଲୋ ୩ ଟଙ୍କା: ତଥାପି ବିକ୍ରି ନହେବାରୁ ଏମିତି କଲେ ଚାଷୀ

ନୂଆଦିଲ୍ଲୀ: ଗତ ମାସରେ ଟମାଟୋ ଦର ପ୍ରାୟ ୨୯ ପ୍ରତିଶତ ହ୍ରାସ ପାଇଛି । ଏହା ଗ୍ରାହକମାନଙ୍କୁ ଚିନ୍ତାରୁ ମୁକ୍ତି ମିଳିଥିଲେ ମଧ୍ୟ ଚାଷୀମାନଙ୍କ ପାଇଁ ଫସଲର ଖର୍ଚ୍ଚ...

କୋଇ ନହିଁ ହୈ ଟକ୍କର୍‌ ମୈ, କ୍ୟୁଁ ପଡ଼େ ହୋ ଚକ୍କର୍‌ ମୈ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୋଇ ନହିଁ ହୈ ଟକ୍କର୍‌ ମୈ, କ୍ୟୁଁ ପଡ଼େ ହୋ ଚକ୍କର୍‌ ମୈ (ଆପଣମାନଙ୍କ ମୁକାବିଲା କରିବାକୁ କେହି ନାହାନ୍ତି, ଅଯଥା ଭାଳେଣି କାହିଁକି) ବୋଲି...

ଅଟୋ ଇଣ୍ଡଷ୍ଟ୍ରିରେ ଆଲୁମିନିୟମର ବ୍ୟବହାର ବୃଦ୍ଧି ସ୍ଥିରତା ଓ ନିରାପତାକୁ ବଢାଇଥାଏ

ନିଖିଲ ଭାଗଚାନ୍ଦନି, ଉପ ନିର୍ଦ୍ଦେଶକ- ମାର୍କେଟିଂ, ବେଦାନ୍ତ ଆଲୁମିନିୟମ, ଆଲୁମିନିୟମ ଓ ସ୍ଥାୟିତ୍ୱ ସହିତ ହାଲୁକା ଓଜନ ଉପରେ ଏସଏମଏର ଅଟୋ ଇଭେଂଟରେ ଅଟୋମୋବାଇଲ ଉଦ୍ୟୋଗରେ ସବୁଜ...

ବିଶ୍ବାସ ରହିଛି ଯେ ଶିବଙ୍କୁ ଏହି ଜିନିଷ ଅର୍ପଣ କଲେ ପୂରା ହେବ ମାନସିକ

ଆଜି ପ୍ରଥମ ଶ୍ରାବଣ ସୋମବାର। ଆପଣ ଜାଣନ୍ତି ଯେ ଶ୍ରାବଣ ମାସକୁ ଏକ ପୂଣ୍ୟର ମାସ ଭାବେ ମନାଯାଏ। ଶିବଙ୍କର ଏହି ମାସର ପ୍ରତ୍ୟେକ ସୋମବାର ବେଶ୍‌...

ବିଚିତ୍ର ଜୀବ କଙ୍କଡ଼ା ବିଛା

କଙ୍କଡ଼ା ବିଛା ଗୋଟିଏ ମାତ୍ର ଦଂଶନରେ ମନୁଷ୍ୟକୁ ମୃତ୍ୟୁମୁଖରେ ପକାଇଦେଇପାରେ। ଏହି ବିଷାକ୍ତ କ୍ଷୁଦ୍ର ଜୀବଟି ସମ୍ପର୍କରେ ଅନେକ ରୋଚକ ତଥ୍ୟ ରହିଛି ଯାହା ଅନେକଙ୍କୁ ଅଜଣା।...

କିସ୍ ରେ ନିଯୁକ୍ତି ପାଇଲେ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର, ୧୭ ।୭: କିସ୍ ରେ ୨୫୦ ଶିକ୍ଷକ ଶକ୍ଷି ୟିତ୍ରୀ ନିଯୁକ୍ତି ପାଇଛନ୍ତି । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟ କମ୍ର ରେ ନବନିଯୁକ୍ତଶିକ୍ଷକ ଶିକ୍ଷୟିତ୍ରୀ...

ଟିକିରି, କାଶୀପୁର ଅଞ୍ଚଳରେ ଡାଇରିଆ ନିୟନ୍ତ୍ରଣ ଦିଗରେ ଉତ୍କଳ ଆଲୁମିନାର ପ୍ରୟାସ

ଭୁବନେଶ୍ୱର/ଟିକିରି: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହାର ପାରିପାଶ୍ୱର୍ିକ ଗ୍ରାମଗୁଡିକରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ...

ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ପଥର ମଧ୍ୟରେ ଫଶିରହିଥିବା ଯୁବକ ଉଦ୍ଧାର କରିଲେ ଅଗ୍ନିଶମ ବିଭାଗ

୧୭/୦୭/୨୦୨୨:ରାୟଗଡ଼ା ସଦର ଚେକାଗୁଡ଼ା ନିକଟରେ ରହିଥିବା ଝୁଲା ବ୍ରିଜ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନାଗାଵଲି ନଦୀ ପଥର ମଧ୍ୟରେ ଫଶି ରହିଥିଲେ ଦୁଇଟି...

ପାର୍ବଣ ଋତୁରେ, ମାଜାର ନୂତନ ଅଭିଯାନ ପ୍ରିୟଜନଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବ

ବ୍ରାଣ୍ଡର ‘ଦିଲଦାର ବନା ଦେ’ ଅଭିଯାନ ଫିଲ୍ମରେ ବ୍ରାଣ୍ଡ ଆମ୍ବାସଡର ଅମିତାଭ ବଚ୍ଚନ ଏବଂ ପୂଜା ହେଗଡେଙ୍କୁ ପରଦାରେ ଦେଖିବାକୁ ମିଳିବ ନୂଆଦିଲ୍ଲୀ, ୧୫ ଜୁଲାଇ, ୨୦୨୨:...

ଓଡ଼ିଶାରୁ ବାହାରିବେ ବିଶ୍ୱସ୍ତରୀୟ ସନ୍ତରଣକାରୀ ସନ୍ତରଣର ବିକାଶ ନେଇ କିସ୍‍ ଓ ଗ୍ଲେନ୍‍ମାର୍କ ଫାଉଣ୍ଡେସନ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୧୬ ।୭: ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସନ୍ତରଣ ପ୍ରତିଯୋଗିତା ନିମନ୍ତେ ତୃଣମୂଳସ୍ତରରୁ ସନ୍ତରଣକାରୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଗ୍ଲେନ୍‍ମାର୍କ ଫାର୍ମାସିଉଟିକାଲ୍‍ ଲିମିଟେଡ୍‍ର ସିଏସ୍‍ଆର୍‍ କାର୍ଯ୍ୟକ୍ରମ ଗ୍ଲେନ୍‍ମାର୍କ...

ହାଇଦ୍ରାବାଦ୍ ସ୍ଥିତ ସାଦ୍ ନଗର ଜୟ ଜଗନ୍ନାଥ ସ୍ଵାମୀ ସେବା ଟ୍ରଷ୍ଟ ଆନୁକୂଲ୍ୟ ରେ ରଥ ଯାତ୍ରା ମହୋତ୍ସବ

ହାଇଦ୍ରାବାଦ୍ ସ୍ଥିତ ସାଦ୍ ନଗର ଜୟ ଜଗନ୍ନାଥ ସ୍ଵାମୀ ସେବା ଟ୍ରଷ୍ଟ ଆନୁକୂଲ୍ୟ ରେ ରଥ ଯାତ୍ରା ମହୋତ୍ସବ ନୀତି ପୂର୍ବକ ଅନୁଷ୍ଠିତ ହେଇ ଯାଇଛି ।...

ଏନ୍‍ଆଇଆର୍‍ଏଫ୍‍ ରାଙ୍କିଙ୍ଗ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୨୦ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର, ୧୫ ।୭: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ରାଙ୍କିଙ୍ଗ ଫ୍ରେମ୍‍ ୱାର୍କ (ଏନ୍‍ଆଇଆର୍‍ଏଫ୍‍)ର ରାଙ୍କିଙ୍ଗ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ...

କିଟ ଓ କିସ୍ ରେ ଚେସ ଆଲମ୍ପିଆଡ ଟର୍ଚ ରିଲେକୁ ଭବ୍ୟ ସ୍ଵାଗତ

ଆଜି ଚେସ୍‍ ଅଲିମ୍ପିଆଡ୍‍ ଟର୍ଚ୍ଚ ରିଲେକୁ କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଛି । ଏହି ଅବସରରେ କିଟ୍‍ର ୧୦ ହଜାରକର୍ମଚାରୀ, ୧୦ ହଜାର...

ଟାଟା ପାୱାର୍ ସ୍କିଲ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଯୁବପିଢ଼ିଙ୍କ ଦକ୍ଷତାରୂପାନ୍ତରୀକରଣ କରି ଭାରତର ସବୁଜ ଶକ୍ତି ରୂପାନ୍ତରଣକୁ ସୁଦୃଢ଼ କରିବ

• ଜୁଲାଇ ୧୫ରେ ଯୁବ ଦକ୍ଷତା ଦିବସ ପାଳନ କରିବ, ୫୦୦୦ ଯୁବକଯୁବତୀଙ୍କୁ ସବୁଜ ନିଯୁକ୍ତିରେ ତାଲିମ ପ୍ରଦାନ କରିବାକୁ ଘୋଷଣା• ସୋଲାର୍ ପିଭି ରୁଫ୍‌ଟପ୍‌, ଇଭି...