Main Story

Editor’s Picks

Trending Story

Blog

ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ୭  ଲକ୍ଷ ୨୮ ହଜାର ଟଙ୍କା ଲୁଟ, ପୋଲିସ ର ତନାଘନା

ଖୋର୍ଦ୍ଧା -(ନିପ୍ର)- ଖୋର୍ଦ୍ଧାରେ ଆଜି ବ୍ଲାକ ପଲସର ଆତଙ୍କ। ଶୁକ୍ରବାର ଅପରାହ୍ନ ସାଢେ ୩ଟା ସମୟ ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଛକରୁ ଆଖି ପିଛୁଳାକେ ଦୁଇଜଣ...

ନିର୍ମମ ଭାବେ ହତ୍ୟା କରିଲା ସ୍ଵାମୀ, ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା

କାଶୀନଗର ୨୫/୫ ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ ନିର୍ମମ ଭାବେ ହତ୍ୟା କରି ସ୍ତ୍ରୀର ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେଇଛି। ସୂଚନା...

ଆନ୍ଧ୍ରପ୍ରଦେଶ ଜମିଦାଳଲଙ୍କ କବଜାରେ ଗଜପତି ଜିଲ୍ଲାପ୍ରଶାସକ

ପାରଳାଖେମୁଣ୍ଡି :( ସୁନୀଲ ପଟ୍ଟନାୟକ )ଗଜପତି ଏକ ପଛୁଆ ଆଦିବାସୀ ଅଧୁଷିତ ଜିଲ୍ଲା ଯାହାକି ଆନ୍ଧ୍ରପ୍ରଦେଶ ସିମବର୍ତ୍ତୀ ଅଟେ. ଏହି ଜିଲ୍ଲାରେ ଥିବା ଗରିବ ଆଦିବାସୀ ମାନଙ୍କୁ...

ବେଦାନ୍ତ ଆଲୁମିନିୟମ୍‌ର ତୀରନ୍ଦାଜ ତାଲିମ କାର୍ଯ୍ୟକ୍ରମର ଶିକ୍ଷାର୍ôଥମାନେ ଜାତୀୟ ଖେଳ ମହୋତ୍ସବ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତର କ୍ରୀଡା ପଦକ୍ଷେପର ୨ ଛାତ୍ର ଓଡ଼ିଶା ରାଜ୍ୟ ଦଳର ଅଂଶ ଭାବରେ ଅଂଶଗ୍ରହଣ କରିବାକୁ ମନୋନିତ ହୋଇଛନ୍ତି ଲାଞ୍ଜୀଗଡ, ୨୫ ମଇ, ୨୦୨୩: ବେଦାନ୍ତ ଲିମିଟେଡ,...

କନ୍ଧମାଳରେ ପୁଲିସ ଓ ମାଓବାଦୀ ଗୁଳିବିନିମୟ ଜାରି, ମିଳିଲାଣି ବିପୁଳ ମାଓ ସାମଗ୍ରୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଏବଂ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଢ଼ାନଈର ଦକ୍ଷିଣ ସଂରକ୍ଷଣ ସିନ୍ଧିପଙ୍ଖାଲ ଜଙ୍ଗଲରେ ଗତ ଦୁଇଦିନ ଧରି ମାଓବାଦୀ ଓ ପୁଲିସ ମଧ୍ୟରେ...

୬୦ ବର୍ଷ ବୟସରେ ପୁଣି ଥରେ ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

ମୁମ୍ବାଇ:  ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ  ସହ ମେ ୨୫ ତାରିଖ, ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବହୁ ହିନ୍ଦୀ, ତେଲୁଗୁ,...

ନର୍ଭେରାମ ଖଣି କମ୍ପାନୀ ର ଜନଶୁଣାଣୀ କୁଗ୍ରାମବାସୀ ଙ୍କ ସମର୍ଥନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଯୋଡ଼ା ବ୍ଲକ ଭଦ୍ରାସାହି ଗ୍ରାମ ପଞ୍ଚାୟତ ରେ ଥିବା ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ଲିମିଟେଡ଼ କମ୍ପାନୀ...

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଆନ୍ତର୍ଜାତିକ ଜୈବିକ ବିବିଧତା ଦିବସ ପାଳନ ଉପଲକ୍ଷେ ସାମୁହିକ ବୃକ୍ଷରୋପଣ

କଳିଙ୍ଗନଗର, ୨୨ ମଇ ୨୦୨୩: ଆନ୍ତର୍ଜାତିକ ଜୈବିକ ବିବିଧତା ଦିବସ ପାଳନ ଉପଲକ୍ଷେ ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରିସି୍ଥ୍‌ତ କଳିଙ୍ଗନଗର କାରଖାନା ପରିସରରେ ସୋମବାର ସାମୁହିକ ବୃକ୍ଷରୋପଣ...

ବେଦାନ୍ତ ଆଲୁମିନିୟମ୍ ଜୈବ ବିବିଧତା ପରିଚାଳନା ପାଇଁ ଇଆରଏମ ଇଣ୍ଡିଆକୁ ନିୟୋଜିତ କରିଛି

ଭୁବନେଶ୍ୱର, ୨୨ ମଇ ୨୦୨୩: ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସରେ ଭାରତର ବୃହତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଜୈବ ବିବିଧତା ପରିଚାଳନା ଯୋଜନା (ବିଏମ୍ପି)...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବରଗଡ଼ ଗସ୍ତ: ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ଭୁବନେଶ୍ୱର, ତା.୨୦/୦୫/୨୦୨୩ ତିନି ଦିନ ବ୍ୟାପୀ ବିଭିନ୍ନ ଜିଲ୍ଲା ଗସ୍ତରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ...

ସାଧାରଣ ଜନତାଙ୍କ କଲ୍ୟାଣ ପ୍ରଶାସନିକ ଅଧିକାରୀଙ୍କ ମୂଳମନ୍ତ୍ର ହେଉ: ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କାର୍ଯ୍ୟକ୍ଷେତ୍ରରେ ମାନବୀୟ ସ୍ପର୍ଶ ରଖି ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ପ୍ରୋବେସନାରୀ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପରାମର୍ଶ ଭୁବନେଶ୍ୱର, ୨୦/୦୫/୨୦୨୩ ସାଧାରଣ...

କିମ୍‍ସରେ ଟ୍ରମା କେୟାର ଉପରେ କର୍ମଶାଳା

ଭୁବନେଶ୍ୱର୨୦ା୫: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ (କିମ୍‌ସ)ରେ ଆଡ୍‍ଭାନ୍‍ସଡ୍‍ ଟ୍ରମା କେୟାର ଉପରେ  ଦୁଇ ଦିନିଆ କର୍ମଶାଳା ଓ ନିରନ୍ତର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ...

ଡିଏଭି ବେଦାନ୍ତ ଲାଞ୍ଜିଗଡ଼ର ଛାତ୍ରଛାତ୍ରୀମାନେ ସିବିଏସଇ ପରୀକ୍ଷା ୨୦୨୩ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି

ଲାଞ୍ଜିଗଡ, ୧୯ ମଇ ୨୦୨୩ : ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ଏହାର ଦାୟିତ୍ୱରେ ଥିବା ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ...