ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ରେ ପୁରୀସ୍ଥିତ ଟାଉନ ହଲ୍ରେ ପାଳିତ ହୋଇ ଯାଇଛି ଆନ୍ତର୍ଜାତିୟ ଶ୍ରୀ ଜଗନ୍ନାଥ ଦିବସ
ଆଜି ତା ୧୪/୦୪/୨୦୨୩ ରିଖ, ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ରେ, ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତୀକରଣ ପରିଷଦ (IC3E.ORG) ଓ ଇନଷ୍ଟିଚ୍ୟୁଟ ଅଫ୍...