ଚନ୍ଦ୍ରରେ ନିଦ୍ରା ଯାଇଛି ‘ରୋଭର୍ ପ୍ରଜ୍ଞାନ’; ୧୪ ଦିନ ପରେ ଉଠିବ ବୋଲି ‘ଇସ୍ରୋ’ର ଆଶା
ନୂଆଦିଲ୍ଲୀ: ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍’ କରାଇ ‘ସ୍ଲିପ୍ ମୋଡ୍’ରେ (ନିଷ୍କ୍ରିୟ ଅବସ୍ଥା) ରଖାଯାଇଥିବା...