ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ଶିଶୁମାନଙ୍କରେ ଉପେକ୍ଷିତ ଚକ୍ଷୁରୋଗ ରିଫ୍ରାକ୍ଟିଭ୍ ଏରର୍ ର ଚିକିତ୍ସାରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି
ଭୁବନେଶ୍ୱର, ନଭେମ୍ବର ୨୩, ୨୦୨୩ ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) ପକ୍ଷରୁ ଏକ ସଚେତନତା ପଦଯାତ୍ରା କରାଯିବା ସହିତ ଶିଶୁ ଚକ୍ଷୁ ଯତ୍ନ ସପ୍ତାହ ଶେଷ...