ଭଗବାନ ବିର୍ସା ମୁଣ୍ଡାଙ୍କ ଉତ୍ତରାଧିକାରୀ

ଭଗବାନ ବିର୍ସା ମୁଣ୍ଡା(୧୮୭୫-୧୯୦୦) ବା ଯାହାଙ୍କୁ ଅନୁଗାମୀମାେନ ଧରିତ୍ରୀ ଆବା ବୋଲି ସମ୍ବୋଧନ କରିଥାନ୍ତି, ପ୍ରତିବର୍ଷ ତାଙ୍କ ଜୟନ୍ତୀ ଅବସରରେ ଅନେକ ବାମପନ୍ଥୀ ଏବଂ ଚର୍ଚ୍ଚର ତଥାକଥତ ବୁଦ୍ଧିଜୀବୀମାନେ ତାଙ୍କ ଧରୋହରକୁ ହଡ଼ପ କରି ଆଦିବାସୀମାନଙ୍କୁ ଅଣ ହିନ୍ଦୁ ବୋଲି ଉପସ୍ଥାପିତ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ
ସେମାେନେ ଏହି ତଥ୍ୟକୁ ଅତି ଚତୁରତାର ସହ ଲୁଚାନ୍ତି ଯେ ଭଗବାନ ବିର୍ସା ମୁଣ୍ଡା, ଯିଏ ପ୍ରଥମେ ଏକ ମିଶନରୀ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ମଧ୍ୟ ପରେ ସେ ଚର୍ଚ୍ଚ ଏବଂ ଖ୍ରୀଷ୍ଟିଆ[ ଧର୍ମ ପ୍ରତି ଅସନ୍ତୁଷ୍ଟ ଥିଲେ । ଭଗବା[ ବିର୍ସା ମୁଣ୍ଡା ପ୍ରକୃତରେ ବି୍ରଟିଶଙ୍କ ଦ୍ୱାରା ଏଥିପାଇଁ ନିହତ ହୋଇଥିଲେ । କାରଣ ସେ ଆଦିବାସୀମା[ଙ୍କ ମଧ୍ୟରେ ଖ୍ରୀଷ୍ଟିଆନ
ଧର୍ମର ବିସ୍ତାର ପ୍ରତି ବିପଦ ବୋଲି ବିବେଚିତ ହେଉଥିଲେ ଏବଂ ବ୍ରେଟିଶମାନଙ୍କ ଦ୍ୱାରା ଆଦିବାସୀମାନଙ୍କ ଶୋଷଣକୁ ବିରୋଧ କରିଥିଲେ ।

କିନ୍ତୁ ବିଡ଼ମ୍ବନାର ବିଷୟ ଆଜି ତାଙ୍କ ହତ୍ୟା ପାଇଁ ଦାୟୀଥିବା ଗୋଷ୍ଠୀ ନିଜକୁ ବିର୍ସା ମୁଣ୍ଡାଙ୍କ ଉତ୍ତରାଧିକାରୀ ଭାବରେ ଉପସ୍ଥାପିତ କରି ସରଳ ଆଦିବାସୀଙ୍କୁ ମୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ଏହିପରି କରି ସେମାେନେ ଅତି ସହଜ ଭାବରେ ଏହି ତଥ୍ୟକୁ ଲୁଚାଇଥାନ୍ତି ଯେ ଖ୍ରୀଷ୍ଟିଆନ ଧର୍ମଗୁରୁ ଜଣେ ବୈଷ୍ଣବ ପ୍ରଚାରକ, ପଥ ପ୍ରଦର୍ଶନ କରିଥିଲେ । ଏପରିକି ଭଗବାନ ବିର୍ସା ଭଗବଦ୍‌ ଗୀତା, ରାମାୟଣ ଏବଂ ମହାଭାରତର ପଠନ କରିଥିଲେ ଯାହା ତାଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବର୍ତ୍ତ[ ଆଣିଥିଲା । ତାଙ୍କ ଅନୁଗାମୀମାେନେ ତାଙ୍କୁ ଭଗବାନଙ୍କ ଅବତାର ଭାବରେ ଦେଖିଲେ ଯାହା ସ[ାତ[ ଧର୍ମର ଏକ ବୈଶିଷ୍ଟ୍ୟ ଅଟେ ।
ବିର୍ସା ମୁଣ୍ଡାଙ୍କ ଜୀବ[ ଉପରେ ଆଧାରିତ ଗୋପୀକୃଷ୍ଣ ଗୁନୱାରଙ୍କ ଦ୍ୱାରା ରଚିତ ପୁସ୍ତକ ବିର୍ସା ମୁଣ୍ଡାଙ୍କ ଜୀବ[ ଓ ସମୟ ( ଦି ଲାଇଫ୍‌ ଆଣ୍ଡ ଟାଇମ୍‌ସ ଅଫ୍‌ ବିର୍ସା ମୁଣ୍ଡା) ଅନୁସାରେ, ବିର୍ସା ମୁଣ୍ଡା ୧୮୯୯ ବିଦ୍ରୋହ ପୂର୍ବରୁ ରାଞ୍ଚି ନିକଟସ୍ଥ ଜଗନ୍ନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । ୧୮୯୫ ମସିହାରେ, ସେ ବିରସାଇଟ ନାମକ ଏକ ଧାର୍ମିକ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାର ସାନାତନ ଧର୍ମ ସହିତ ଅେ[କ ସମାନତା ରହିଥିଲା (ଏହାକୁ
ସନାତନ ଧର୍ମର ଏକ ପନ୍ତ ଭାବରେ ମଧ୍ୟ ବିବେଚନ କରାଯାଇପାରେ) ଏବଂ ଭଗବାନ ବିର୍ସା ଅେ[କ ସମୟରେ ମହାଭାରତ ଏବଂ ରାମାୟଣରୁ ଉଦ୍ଧଅତ କରୁଥିଲେ । ସନାତନ ବିଚାରଧାରାର ପ୍ରତିଫନଳ ସ୍ୱରୂପ ସେ ଆଦିବାସୀମା[ଙ୍କୁ ଖ୍ରୀଷ୍ଟିଆନ ଧର୍ମକୁ ପରିତ୍ୟାଗ କରି ମାଂସ, ମଦ, ଖଇନ, ବିଡ଼ିର ବ୍ରବହାର ଉପରେ ନିଷେଧ, ଗୋହତ୍ୟା ନିଷେଧ, ଏକ ସରଳ ଫଳପ୍ରଦ ଜୀବ[ଯାପ[ ପାଇଁ ନୁବେଦ[, ଗୁଣିଗାରେଡ଼ିକୁ ବିରୋଧ କରି
ଜେ[ୟୁ (ପଇତା) ପିନ୍ଧିବାକୁ ଆହ୍ୱାନ ଦେଇଥିଲେ । ତେଣୁ ଏଠାରେ ପ୍ରଶ୍ନଉଠେ ଯେ, ଆଧୁନିକ ସମାଜର କେତେକ ନ୍ୟାସ୍ତ ସ୍ୱାସ୍ଥ୍ୟ ଗୋଷ୍ଠୀକୁ ଯେଉଁମାେ[ କେବଳ ତାଙ୍କ ସ୍ୱାର୍ଥ୍ୟ ସାଧନା ପାଇଁ ଭଜବାନ ବିର୍ସା ମୁଣ୍ଡାଙ୍କ ନମକୁ ବ୍ରବହାର କରିବା ପାଇଁ ସର୍ବଦା ତତ୍ପର, ତାଙ୍କ ମଧ୍ୟରୁ କେତେଜଣ ବିର୍ସାମୁଣ୍ଡାଙ୍କ ଶିକ୍ଷାକୁ ଅନୁସରଣ କରିବା ପାଇଁ ପ୍ରସ୍ତìତ ।
ସନାତନ ଧର୍ମ ସହିତ ଭଗବାନ ବିର୍ସାଙ୍କର ଘନିଷ୍ଠ ସମ୍ପର୍କକୁ ଲୁଚାଇ ସେମାେନେ କ’ଣ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି । ଆଦିବାସୀ ବିରୋଧୀ ଶକ୍ତିମା[ଙ୍କର ୩ସି ରଣନିତିର ବିଶେଷ ବିନ୍ଦୁ ଗୁଡ଼ିକ ହେଲା, ଦ୍ୱନ୍ଦ- ପ୍ରକୃତ ଧାର୍ମିକ ପରିଚୟ ବିଷୟରେ ଦ୍ୱନ୍ଦ ଉତ୍ପନ୍ନ କରିବା, ବିଶ୍ୱାସ ଜନମାଇଇବା- ନିଜର ପ୍ରକୃତ ଧାର୍ମିକ ପରିଚୟକୁ ପରିତ୍ୟାଗ କରିବା ପାଇଁ
ବିଶ୍ୱାସ ଜ[୍ମାଇବା, ତଥା ପରିବର୍ତ୍ତ[ ଅଣ ସନାତନ ଧର୍ମକୁ ପରିବର୍ତ୍ତିତ କରାଇବା ଅଟେ । ଯେଉଁ ଆଦିବାସୀମା[ଙ୍କ ମୁଖ୍ୟ ଶକ୍ତି ସନାତନ ଧର୍ମରେ ନିହୀିତ ତାଙ୍କୁ ସେଥିରୁ ପୃଥକ କରିବା ପାଇଁ ଆଦିବାସୀ ବିରୋଧୀ ଶକ୍ତିମା[ଙ୍କର ରଣନିତି ଥିଲା । ଯାହା ଫଳରେ ଆଦିବାସୀମାେନେ ସନାତନ ଧର୍ମଗୁରୁ ପୃଥକ ହୋଇ ନିଜକୁ ସାଂସ୍କୃତିକ ଓ
ଧାର୍ମିକ ମୂଳଦୁଆ ଦୃଷ୍ଟିରୁ ଦୁର୍ବଳ ଅନୁଭବ କରିବେ ଓ ଯଦ୍ୱାରା ତାଙ୍କୁ ଧର୍ମାନ୍ତରୀକରଣ କରିବା ସହଜ ହେବ । ତେଣୁ ଏହି ସବୁକୁ ଦୃଷ୍ଟିରେ ରଖି ଭାରତୀୟ ଆଦିବାସୀମାନଙ୍କୁ ସଚେତନ ହୋଇ ତାଙ୍କ ବିରୋଧରେ ହେଉଥିବା ଷଡ଼ଯନ୍ତ୍ରକୁ ପ୍ରତିହତ କରିବାକୁ ହେବ ।

ରାଜୁ ଏମ୍‌ ଶୋଲାଙ୍କୀ
ରାଜ୍ୟ ସଭାପତି
ଜୟ ଆଦିବାସୀ ଯୁବଶକ୍ତି
ମଳ ଲେଖା ଇଂରାଜୀରୁ ଅନୁବାଦିତ

Leave a Reply

Your email address will not be published. Required fields are marked *