ଆକ୍ସିସ ବ୍ୟାଙ୍କ ପକ୍ଷରୁ ସର୍ବ ଭାରତୀୟସ୍ତରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଘରୋଇବ୍ୟାଙ୍କ ଆକ୍ସିସବ୍ୟାଙ୍କ ପକ୍ଷରୁସାରା ଭାରତରେ ଥିବା ଏହାର ୫୪୩୦ରୁ ଅଧିକ ଶାଖାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି।ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ନିବେଶଉପକରଣ ଯଥା ମ୍ୟୁଚୁଆଲ ଫଣ୍ଡ, ସିଷ୍ଟମେଟିକ ଇନଭେଷ୍ଟମେଂଟ ପ୍ଲାନ (ଏସଆଇପି), ମିଆଦୀ ଜମା ଓ ଅନ୍ୟାନ୍ୟ ଆର୍ôଥକ ସେବା ଉପରେ ସଚେତନତାସୃଷ୍ଟିକରାଯାଇଥିଲା।
ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁଏହାର ‘ସିଲଭର ଲାଇନିଂ ପ୍ରୋଗାମ’ ବିଷୟରେ ଅବଗତ କରାଯାଇଥିଲା। ଏହା ହେଉଛି ଏକ ବ୍ୟାପକ ପ୍ୟାକେଜ ଯାହାକୁ ବରିଷ୍ଠ ନାଗରିକମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେରଖି ପ୍ରସ୍ତୁତ କରାଯାଇଛି।ଏହି କାଯ୍ୟକ୍ରମରେ ଉତ୍ସର୍ଗୀକୃତ ରିଲେସନସିପ ମ୍ୟାନେଜର ରହିଛନ୍ତି। ଗ୍ରାହକ ମାନଙ୍କୁ ଆପୋଲୋ ଫାର୍ମାସିରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଏବଂକେତେକ ନିଦାନ କେନ୍ଦ୍ରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତିମିଳିବ।ଗ୍ରାହକମାନେ ଆକ୍ସିସବ୍ୟାଙ୍କମିଆଦୀ ଜମାଉପରେ ୦.୭୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକସୁଧ ପାଇପାରିବେ।ଟ୍ରାଭେଲଏଜରେବିମାନ ଟିକଟବୁକିଂବେଳେ ସ୍ୱତନ୍ତ୍ର ଭଡ଼ା ଓ ଶୂନ କନଭିନିଏନସ ଫି’ରସୁବିଧା ମିଳିବ।ଟ୍ରାଭେଲଏଜର ୧୫୦୦ ଟଙ୍କାରଭାଉଚର ଓ ସୋନିଲିଭର ୬ ମାସିଆସଦସ୍ୟତାମାଗଣାରେମିଳିବ।
ଏହି ଅବସରରେ ଆକ୍ସିସବ୍ୟାଙ୍କରସଭାପତି ଓମୁଖ୍ୟ -ବ୍ରାଂଚବ୍ୟାଙ୍କିଙ୍ଗ ଆର୍ଣ୍ଣିକା ଦିକ୍ଷୀତକହିଛନ୍ତି ଯେ, ‘ଗ୍ରାହକମାନଙ୍କୁ ଆର୍ôଥକସେବାବ୍ୟତୀତ ଆହୁରିବହୁତକିଛିସେବା ପ୍ରଦାନ କରିବାରେ ଆମେ ଆକ୍ସିସବ୍ୟାଙ୍କରେବିଶ୍ୱାସକରୁ।ଏହି ଅଭିଯାନ ବରିଷ୍ଠ ନାଗରିକମାନଙ୍କ ପ୍ରତି ଆମରଗଭୀର ସମ୍ମାନ ଓ ପ୍ରତିବଦ୍ଧତାକୁ ଦର୍ଶାଉଛି, ଯେଉଁମାନେ ହେଉଛନ୍ତିସମାଜରମେରୁଦଣ୍ଡ।ଭବିଷ୍ୟତ ପିଢ଼ି ପାଇଁ ଏକ ଦୃଢ଼ବ୍ୟବସ୍ଥାବିକାଶକରିବା ପ୍ରତିସେମାନେ ଯୋଗଦାନ ପ୍ରଦାନ କରିଛନ୍ତିଏବଂଏହାର ବଦଳରେ ଆମେସେମାନଙ୍କ ଯତ୍ନ ନେଉଛୁ।ସେମାନଙ୍କୁସୁହାଇବାଭଳିଉତ୍ପାଦ ଜରିଆରେସହଜ ଓ ସୁବିଧାଜନକବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରି ଆମେସେମାନଙ୍କୁଜୀବନରଏହିସ୍ତରରେସେମାନଙ୍କ ଆବଶ୍ୟକତା ପୂରଣକରିବାକୁଲକ୍ଷ୍ୟରଖିଛୁ।’’
ଏହି ଦିବସକୁପାଳନ କରିବାଲାଗି ଆକ୍ସିସବ୍ୟାଙ୍କ ପକ୍ଷରୁସ୍ୱାସ୍ଥ୍ୟ ଓ ସାଧାରଣବୀମାକମ୍ପାନିଗୁଡ଼ିକସହିତସହଯୋଗିତାସ୍ଥାପନ କରାଯାଇଥିଲା।ବରିଷ୍ଠ ନାଗରିକମାନଙ୍କଲାଗିମାଗଣାଡିଜିଟାଲସ୍ୱାସ୍ଥ୍ୟ ଯାଂଚଶିବିର ଆୟୋଜନ କରାଯାଇଥିଲାଯେଉଁଥିରେସେମାନଙ୍କବିଏମଆଇ, ରକ୍ତଚାପ, ଅକ୍ସିଜେନ ସାଚୁରେସନ ସ୍ତର, ହୃଦ ସ୍ପନ୍ଦନ ହାର, ନିଶ୍ୱାସପ୍ରଶ୍ୱାସ ଯାଂଚ କରାଯାଇଥିଲା। ଅପ୍ଟିମିଷ୍ଟରୁ ଅନଲାଇନରେଔଷଧ କ୍ରୟଉପରେ ୨୧ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *