Prabaha TV Bureau

ସ୍ୱର୍ଗତ ବିଷ୍ଣୁଚରଣ ମହାନ୍ତି ଓ ପ୍ରାକ୍ତନ ସମ୍ପାଦକ ସ୍ୱର୍ଗତ ମଦନ ମୋହନ ଦାସଙ୍କ ଶୋକସଭା

ଭୁବନେଶ୍ୱର, : ତା ୫.୪.୨୦୨୪ରିଖ ଅନନ୍ତ ଆଶ୍ରମ, ତପୋବନଠାରେ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର କାର୍ଯ୍ୟକାରିଣୀ ବୈଠକ ସମ୍ପାଦକ ସଞ୍ଜୟ କୁମାର ଦାଙ୍କ ତତ୍ତ୍ୱାବଧାନରେ ଡକା ହୋଇଥିଲା...

ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ ବ୍ଳିଡ଼ିଂ ବନ୍ଦ କରିବାରେ ହେମୋସ୍ପ୍ରେର ବ୍ୟବହାର

 କିମ୍‍ସ ଭାରତର ଦ୍ୱିତୀୟ ହସ୍ପିଟାଲ ଭୁବନେଶ୍ୱର,୬ ।୪: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍(କିମ୍‍ସ)ରେ ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ୍‍ ବ୍ଲିଡ଼ିଂ(ଜିଆଇ) ବନ୍ଦ କରିବା ପାଇଁ ହେମୋସ୍ପ୍ରେର ବ୍ୟବହାର କରାଯାଇଛି ।...

ଆଲୁମିନିୟମ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିଛି ବେଦାନ୍ତ

ଭୁବନେଶ୍ୱର, ୦୫ ଏପ୍ରିଲ ୨୦୨୪ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ୩ ମିଲିୟନ ଟନ (ଏମଟିପିଏ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବିଶିଷ୍ଟ ଶ୍ରେଷ୍ଠ...

ପୁରୀରେ କ୍ରେଡାଇ ଓଡ଼ିଶାର ନୂଆ ଚାପ୍ଟର

ଭୁବନେଶ୍ୱର, କ୍ରେଡାଇ ଓଡ଼ିଶା ପକ୍ଷରୁ ପୁରୀରେ ନୂଆ ସିଟି ଚାପ୍ଟର ତଥା ରାଜ୍ୟର ୭ମ ଚାପ୍ଟର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟ ଚାପ୍ଟର କାର୍ଯ୍ୟକାରିଣୀ ସଦସ୍ୟ...

ଉତ୍କଳ ଦିବସ ୨୦୨୪: ବେଦାନ୍ତ ଆଲୁମିନିୟମ ଦ୍ୱାରା ପାଳନ କରାଯାଉଥିବା ପରମ୍ପରା ଓ ପ୍ରଗତିର ଏକ ଉତ୍ସବ

ଭୁବନେଶ୍ୱର, ୩ ଏପ୍ରିଲ ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଏøତିହ୍ୟକୁ ସମ୍ମାନ ଜଣାଇ ୮୯ତମ ଏତ୍କଳ ଦିବସ...

‘ନବୀନ’ର ୨୬ତମ ବିଷୁବ ମିଳନ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର,୩ା୪-ଓଡ଼ିଶାର ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ର ୨୬ତମ ବିଷୁବ ମିଳନ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି...

କିମ୍‍ସରେ ପ୍ରୋଷ୍ଟେଟ୍ କର୍କଟ ରୋଗର ସଫଳ ଚିକିତ୍ସା

ଭୁବନେଶ୍ୱର,୩ା୪: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଭୁବନେଶ୍ୱରର ଡାକ୍ତରଙ୍କୁ ପ୍ରୋଷ୍ଟେଟ୍‍ କର୍କଟ ରୋଗ ଚିକିତ୍ସାରେ ମିଳିଛି ସଫଳତା। ଜଣେ ୬୧ ବର୍ଷୀୟ ରୋଗୀ ଅତ୍ୟାଧୁନିକ...

ଆମେଜ୍ ପକ୍ଷରୁ “ହମେଶା ରେଡି ଟୁ ପରଫର୍ମ” ବ୍ରାଣ୍ଡ୍ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଶକ୍ତି ସମାଧାନ ବ୍ରାଣ୍ଡ୍ ଆମେଜ୍ ପକ୍ଷରୁ ଲକ୍ଷ୍ନୌରେ ନିଜର ନୂଆ ବ୍ରାଣ୍ଡ୍ ଅଭିଯାନ “ହମେଶା ରେଡି ଟୁ ପରଫର୍ମ’ର ଶୁଭାରମ୍ଭ...

ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର 

ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିହାର, ଝାଡ଼ଖଣ୍ଡ ସହ...

କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲରେ ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ

ଭୁବନେଶ୍ୱର,୨ ।୪:  କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍- ‘ସେନ୍‍ ଗ୍ଲୋବ’ ପକ୍ଷରୁ ଆଜି ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍‍ ଓ...

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୮୯ତମ ଓଡ଼ିଶା ଦିବସ ସମାରୋହ

ବ୍ରହ୍ମପୁର : ଓଡ଼ିଶାର ଐତିହ୍ୟ ସଂସ୍କୃତି ସମଗ୍ର ବିଶ୍ୱକୁ ଅ ।କର୍ଷିତ କରିଛି । ଭାଷା ଭିତ୍ତିରେ ଗଠିତ ଏହି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତେ...

ଟିପିସିଓଡିଏଲ୍ ପକ୍ଷରୁ ଉତ୍କଳ ଦିବସ ପାଳନ

ଭୁବନେଶ୍ୱର, ୧ ଏପ୍ରିଲ୍ ୨୦୨୪: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସ୍ୱତନ୍ତ୍ର...

୩୨ତମ ଏକଲବ୍ୟ ପୁରସ୍କାର-୨୦୨୪ ନିମନ୍ତେ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର, ୦୧/୦୪/୨୪: ଇମ୍ଫାଗ୍ରୁପ୍ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍‌ମେଟାଲ୍ସ ପବ୍ଲିକ୍‌ଚାରିଟେବଲ୍‌ଟ୍ରଷ୍ଟ୍‌\' (ଓଗଚଇଉଞ) ତରଫରୁ ସମ୍ମାନଜନକ ୩୨ତମ ‘ଏକଲବ୍ୟ ପୁରସ୍କାର ୨୦୨୪’ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି ।‘ଏକଲବ୍ୟ...

ଏପିଏସ୍‌ଇଜେଡ୍ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୪୨୦ ନିୟୁତ ଟନ୍ ପଣ୍ୟ ପରିବହନ

ଭୁବନେଶ୍ୱର : ଭାରତର ସର୍ବବୃହତ ବନ୍ଦର ଓ ଲଜିଷ୍ଟିକ୍ କମ୍ପାନି ଆଦାନି ପୋର୍ଟସ୍ ଆଣ୍ଡ୍ ସ୍ପେସିଆଲ ଇକୋନମିକ୍ ଜୋନ୍ (ଏପିଏସ୍‌ଇଜେଡ୍‌) ୨୦୨୩-୨୪ ଆର୍ଥିକ ବର୍ଷରେ ବିଶ୍ୱବ୍ୟାପୀ ୪୨୦...

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଶେଫାଲି ଶରଣ

ଶ୍ରୀ ମନୀଷ ଦେଶାଇଙ୍କ ଅବସର ପରେ ଶ୍ରୀମତୀ ଶେଫାଲି ବି ଶରଣ ଆଜି ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀମତୀ...