Prabaha TV Bureau

ଜରୁରୀକାଳୀନ ସ୍ଥିତିକୁ ଲୋକସଭା ବାଚସ୍ପତିଙ୍କ ନିନ୍ଦାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ମାନ୍ୟବର ଲୋକସଭା ବାଚସ୍ପତି ନିନ୍ଦା କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି...

ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲରେ ସ୍ମାର୍ଟ ଡିଜିଟାଲ କ୍ଳାସ କକ୍ଷ ଉଦଘାଟିତ

ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲରେ ଏକ ସ୍ମାର୍ଟ ଡିଜିଟାଲ କ୍ଲାସ କକ୍ଷ ଉଦଘାଟିତ ହୋଇଯାଇ ଅଛି। ମୁଖ୍ୟ ଅତିଥି ଭାବେ ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ...

ଶ୍ରୀ ହରି ଶଙ୍କର ସିଂଘାଣିଆଙ୍କର ୯୧ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ରକ୍ତ ଦାନ ଶିବିର

ଜେକେ ପୁର ସ୍ଥିତ ଜେକେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆଜି ଜୁନ ୨୦...

ଓଡ଼ିଶା ଏସବିଅ ।ଇ ଅ ।ଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର,୨୬/୬ : ହିନ୍ଦ୍‌ ମଜଦୁର ସଭାର ଅନୁବନ୍ଧିତ ଏସବିଅ ।ଇ ଅ ।ଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ମାଷ୍ଟର କ୍ୟାଣ୍ଟିନ ଛକସ୍ଥିତ ବୁଲନ ଭାଇ...

ନିଶାଦ୍ରବ୍ୟର ବନ୍ଦ ପାଇ ସରକାର କଡ଼ାକଡ଼ି ଆଇନ୍ ଲାଗୁ କରନ୍ତୁ : ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ

ଭୁବନେଶ୍ୱର, ତା ୨୫ା୬ : ନିଶାଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ବ୍ୟାପାର ଅନେକ ଦିନରାୁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଏଥିପାଇଁ...

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଇମୋବାଇଲ୍‌ପେ’ରେ ‘ସ୍ମାର୍ଟ ଲକ୍‌’ର ଶୁଭାରମ୍ଭ

ଭୁବନେଶ୍ୱର : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ଆଇମୋବାଇଲ୍‌ପେ’ରେ ‘ସ୍ମାର୍ଟ ଲକ୍‌’ ସୁବିଧାର ଶୁଭାରମ୍ଭ କରିଛି ଯାହା ଜରିଆରେ ଗ୍ରାହକମାନେ ଫୋନ୍...

ରାଜସ୍ବ ମନ୍ତ୍ରୀଙ୍କୁ କର୍ମ ଭୂମି ସମ୍ବଲପୁରରେ ଭବ୍ୟ ସ୍ୱାଗତ

ସମ୍ବଲପୁର ତା. ୨୩/୬ - ଓଡିଶା ର ନବ ଗଠିତ ବିଜେପି ସରକାର ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ...

୧୮ତମ ଲୋକସଭାର ପ୍ରଥମ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

“ଆଜି ସଂସଦୀୟ ଗଣତନ୍ତ୍ର ପାଇଁ ଗର୍ବର ଦିନ, ଗୌରବର ଦିନ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆମ ନୂଆ ସଂସଦରେ ଏହି ଶପଥ ଗ୍ରହଣ...

ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିଚାଳନା ପ୍ରସ୍ତୁତି ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ

କେନ୍ଦ୍ର ସ୍ବରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ବନ୍ୟା ପରିଚାଳନା ପ୍ରସ୍ତୁତି ର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା...

ଆଦିବାସୀ – ଦଳିତଙ୍କ ଜଙ୍ଗଲ ଜମି ଅଧିକାରକୁ କାର୍ଯ୍ୟକାରୀ କରାଯାଉ

ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ଵୟର ନେତା ପ୍ରଫୁଲ ସାମନ୍ତରା ଓ ଲିଙ୍ଗରାଜ ଆଜଦରାଜ୍ୟର ବିଭିନ୍ନ ଜନ ଆନ୍ଦୋଳନ ପ୍ରତିନିଧିମାନଙ୍କ ଉପସ୍ଥିତିରେନିର୍ବାଚିତ  ନୂତନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ...

ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ

ବ୍ରହ୍ମପୁର : ଗତକାଲି ଶନିବାର ଅପରାହ୍ନରେ ଆର୍ଯ୍ୟଭଟ୍ଟ ଲର୍ଣ୍ଣିଙ୍ଗ ଫୋରମ ଦ୍ଵାରା ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ''ପ୍ରେରଣା' ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ଥରର ପ୍ରବେଶିକା ପରୀକ୍ଷା...

ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ସ୍ମୃତିଚାରଣ

ବ୍ରହ୍ମପୁର : ପ୍ରେସ କ୍ଳବ ପରିସରରେ ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ଦ୍ୱାଦଶରେ ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ଦ୍ୱାଦଶରେ ସ୍ମୃତିଚାରଣ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ...

ଲୋହିଆ ଏକାଡେମୀରେ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୪୦ତମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର (୨୪/୬) : ଓଡ଼ିଶାର ରାଜନୀତି ଯେତେ ପୁରୁଖା ହେଉଛି, ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ରାଜନୀତିକୁ ସେତିକି ଅଧିକ ଭାବରେ ଆନ୍ଦୋଳିତ କରିବାରେ...

ବେଦାନ୍ତ ଗ୍ରୁପ୍‌ର ବଜାର ପୁଞ୍ଜି ୨୦୨୪-୨୫ରେ ୨.୨ ଲକ୍ଷ କୋଟି ଟଙ୍କା ବୃଦ୍ଧି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ ପ୍ରତିହତ କରି ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତମାନ ସୁଦ୍ଧା ଦଲାଲ୍ ଷ୍ଟ୍ରିଟ୍‌ରେ ନିବେଶକମାନଙ୍କ ଲାଗି...

ସାମ୍ବାଦିକ ପେନସନ ଓ ସୁରକ୍ଷା ସମେତ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ୱର,୨୩/୬ : ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା...